ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅମୃତଭଣ୍ଡା ପତ୍ର

ଆୟୁର୍ବେଦଶାସ୍ତ୍ରରେ ତୁଳସୀ, ଘିକୁଆଁରୀ ଓ ପୋଦିନା ପତ୍ରର ଅନେକ ଉପକାରୀ ଗୁଣ ରହିଥିବା ଉଲ୍ଲେଖ କରାଯାଇଛି। ଏବେ ଏହା ସହ ଯୋଡି ହୋଇଛି ଅମୃତଭଣ୍ଡା ପତ୍ର। ଏହି ପତ୍ରକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ତା’ ରସକୁ ଛାଣି ପିଇଲେ ଲାଭ ମିଳିବ।
* ଗବେଷଣାରୁ ଜଣାପଡିଛି ଯେ,ଅମୃତଭଣ୍ଡା ପତ୍ରର ରସରେ ପା୍ଲଜ୍‌ମୋଡିଷ୍ଟେଟିକ ଗୁଣ ରହିଥିବାରୁ ଏହା ମ୍ୟାଲେରିଆ ଉପଶମ କରିବାରେ ସାହାଯ୍ୟ କରିଥାଏ।
* ଡେଙ୍ଗୁ ଲାଗି ଏହା ଅମୋଘ ଅସ୍ତ୍ର ବୋଲି କୁହାଯାଏ। କୌଣସି ବ୍ୟକ୍ତି ଡେଙ୍ଗୁରେ ପୀଡିତ ହେଲେ ପ୍ଲେଟ୍‌ଲେଟସ୍‌୍‌ ଶୀଘ୍ର କମିଯାଏ। ଏହିି କାରଣରୁ ଶରୀରରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହି ପତ୍ରର ରସ ପିଇଲେ ପ୍ଲେଟ୍‌ଲେଟସ୍‌ ସଂଖ୍ୟା ବୃଦ୍ଧି ପାଇ ଯନ୍ତ୍ରଣା କମିଯାଏ।
* ଅମୃତଭଣ୍ଡା ପତ୍ରରେ ପେପିନ ନାମକ ତତ୍ତ୍ୱ ଓ ଆଲ୍‌କାଇଡ୍‌ ରହିଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଶରୀରରେ ସଂକ୍ରମଣକାରୀ ଭୂତାଣୁ ବ୍ୟାକ୍ଟେରିଆକୁ ପ୍ରବେଶ କରିବାରେ ବାଧା ଦେଇଥାଏ।
*ଅମୃତଭଣ୍ଡା ପତ୍ରରେ ପେପିନ୍‌, କାଇମୋପୋପିନ୍‌ ଆଦି ବହୁ ଆବଶ୍ୟକ ଫାଇବର୍‌ ରହିଛି ,ଯାହା ପାଚନ ତନ୍ତ୍ରକୁ ମଝଭୁତ କରେ ଓ ପେଟରୋଗରୁ ମୁକ୍ତିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri