Posted inହୋଲି

ରାଶି ଅନୁଯାୟୀ ଖେଳନ୍ତୁ ରଙ୍ଗ

ମେଷ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଓ ଗୋଲାପୀ ରଙ୍ଗ ସର୍ବୋତ୍କୃଷ୍ଟ। ଗୋଲାପୀ ରଙ୍ଗ ଊର୍ଜା ସଞ୍ଚାର କରିବା ସହ ଆଖିକୁ ଶୀତଳତା ପ୍ରଦାନ କରିଥାଏ। ଲାଲ ରଙ୍ଗ ଉତ୍ସାହ, ସାହସ ଓ ବିଜୟର ପ୍ରତୀକ।

ବୃଷ- ବୃଷ ରାଶିର ବ୍ୟକ୍ତି ଧଳା ଓ କ୍ରିମ୍‌ ରଙ୍ଗର ହୋଲି ଖେଳିବା ଶୁଭ। ଏହାକୁ ସକାରାତ୍ମକ ପ୍ରତୀକ ବୋଲି ବି କୁହାଯାଏ।
ମିଥୁନ- ଏହି ରାଶି ପାଇଁ ସବୁଜ ଓ ହଳଦିଆ ରଙ୍ଗ ଶୁଭ।

କର୍କଟ- କର୍କଟ ରାଶିର ଲୋକଙ୍କ ପାଇଁ ବି ଧଳା ରଙ୍ଗ ଓ କ୍ରିମ ରଙ୍ଗ ବେଶ୍‌ ଶୁଭ। ଧଳା ରଙ୍ଗ ମସ୍ତିଷ୍କ ଓ ମନକୁ ଶୁଦ୍ଧ ରଖିଥାଏ। ଏହି ରଙ୍ଗ ଶାନ୍ତିର ବି ପ୍ରତୀକ।

ସିଂହ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ଓ କେଶରୀ ରଙ୍ଗ ଶୁଭଙ୍କର।

କନ୍ୟା- ଏହି ରାଶିର ବ୍ୟକ୍ତି ସବୁଜ ରଙ୍ଗରେ ହୋଲି ଖେଳିବା ଭଲ। ଏହି ରଙ୍ଗ ଉଦାସପଣ ଦୂରକରି ଲୋକଙ୍କ ମନରେ ଖୁସି ଭରିଥାଏ ଓ କାର୍ଯ୍ୟକ୍ଷମତା ବଢ଼ାଇଥାଏ।

ତୁଳା- ତୁଳା ରାଶିର ଲୋକଙ୍କ ପାଇଁ ଧଳା ଓ ହଳଦିଆ ରଙ୍ଗ ଶୁଭ। ହଳଦିଆ ସମୃଦ୍ଧି ଓ ଧଳା ଶାନ୍ତିର ପ୍ରତୀକ।

ବିଛା- ବିଛା ରାଶିର ଲୋକଙ୍କ ପାଇଁ ଲାଲ ଓ ଗୋଲାପୀ ରଙ୍ଗ ଶୁଭ।

ଧନୁ- ଏହି ରାଶିର ଲୋକଙ୍କ ପାଇଁ ଲାଲ ଓ ହଳଦିଆ ରଙ୍ଗ ସର୍ବୋତ୍ତମ। ହଳଦିଆ ରଙ୍ଗ ଖୁସିର ଭାବ ଉତ୍ପନ୍ନ କରିବା ବେଳେ ଲାଲ ମଙ୍ଗଳକାରୀ ବୋଲି ମଣାଯାଏ।

ମକର- ମକର ରାଶି ପାଇଁ ନୀଳ ଓ ସବୁଜ ରଙ୍ଗ ଶୁଭଙ୍କର। ସବୁଜ ରଙ୍ଗ ସୁଖ, ଶାନ୍ତିର ବାତାବରଣ ସୃଷ୍ଟି କରିଥାଏ। ନୀଳ ରଙ୍ଗକୁ ଧର୍ମ ଓ ଧୈର୍ଯ୍ୟର ରଙ୍ଗଭାବେ ଧରାଯାଏ।

କୁମ୍ଭ- ଏହି ରାଶି ପାଇଁ ନୀଳ ରଙ୍ଗ ଶୁଭ।

ମୀନ-ଏହି ରାଶିର ବ୍ୟକ୍ତି ଧନ, ଭୌତିକ ସୁଖ ଓ ସମୃଦ୍ଧିର ପ୍ରତୀକ ହଳଦିଆ ଏବଂ ଲାଲ ରଙ୍ଗରେ ହୋଲି ଖେଳିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ଦୁନିଆର ସବୁଠୁ ଦାମୀ ରଙ୍ଗ: ଯାହା ସୁନା-ରୁପାଠାରୁ ଅଧିକ ମୂଲ୍ୟବାନ, ୧୦ ଗ୍ରାମ ବିକିଲେ କୋଟିପତି

ରଙ୍ଗର ପର୍ବ ହୋଲି। ଏହି ପର୍ବ ଆସିଲେ ସମସ୍ତେ ଉତ୍ସାହିତ ହୋଇଉଠନ୍ତି। ଲାଲ, ହଳଦିଆ, ସବୁଜ-ନୀଳ ଏବଂ ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ଲୋକପ୍ରିୟତା ହାସଲ...

ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ

ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମ ରାଜନେତାମାନେ।...

ହୋଲିରେ ମସ୍‌ଗୁଲ୍‌ ଗାଁଠୁ ସହର

ବାଲିଗୁଡ଼ା,୮ା୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ...

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା,...

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା...

ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ...

୩ ଶହ ବର୍ଷର ପତିରାଜପୁର ଦୋଳମେଳନ

ଖଇରା, ୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପତିରାଜପୁରଠାରେ ୩ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ପ୍ରସିଦ୍ଧ ଦୋଳମେଳନ ଆରମ୍ଭକୁ ଆଉ ମାତ୍ର ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri