ମା’ବାପା ପିଲାମାନଙ୍କୁ ଶିଖାନ୍ତୁ ଏହି ସବୁ ବ୍ୟବହାର: ଯାହା ଭବିଷ୍ୟତରେ ହେବ ବରଦାନ ସଦୃଶ

ମା’ବାପା ପିଲାମାନଙ୍କର ସବୁଠୁ ପ୍ରିୟ ହୋଇଥା’ନ୍ତି। ତେବେ ମା’ବାପା ହେବା କୌଣସି ସହଜ କଥା ନୁହେଁ। ପିଲାଙ୍କୁ ଛୋଟରୁ ବଡ଼ କରି ସେମାନଙ୍କୁ ଭଲ ନୀତି, ଆଦର୍ଶ ଶିକ୍ଷା ଦେଇ ଗଢ଼ିବାରେ ଅଭିଭାବକଙ୍କ ଅନେକ ଭୂମିକା ରହିଛି। ଯେପରି ପିଲାମାନଙ୍କ ଉତ୍ତମ ବ୍ୟବହାର ମା’ବାପାଙ୍କ ନାମ ଉଚ୍ଚ କରିଥାଏ, ଠିକ୍‌ ସେହିପରି କୁବ୍ୟବହାର ତାଙ୍କ ନାମରେ କଳଙ୍କ ଆଣିଥାଏ।
ଛୋଟରୁ ଅତି ଛୋଟ ଜିନିଷ ସମ୍ପର୍କରେ ପିଲାମାନଙ୍କୁ ଶିଖେଇବା ମା’ର ଦାୟିତ୍ୱ ହୋଇଥାଏ। କାରଣ ସନ୍ତାନଙ୍କ ପ୍ରଥମ ଗୁୁରୁ ମା’ ହୋଇଥାନ୍ତି।

ସେଥିରୁ ଏକ ଛୋଟ ବ୍ୟବହର ହେଉଛି ଡାଇନିଂରେ ବସି ଖାଇବା। ପ୍ରାୟତଃ ଖାଇବା ସମୟରେ କୌଣସି ଅଭିଭାବକ ସେମାନଙ୍କ ପିଲାଙ୍କ ଉପରେ ଧ୍ୟାନ ଦେଇ ନ ଥାଆନ୍ତି। ତେବେ ଡାଇନିଂ ଟେବୁଲ ଉପରେ ବସାଇ କିପରି ଖିଆଯାଏ, ତାହା ଆପଣଙ୍କ ପିଲାଙ୍କୁ ଶିଖାନ୍ତୁ। ସେମାନେ କିପରି ଖାଇବେ ଓ ଚାମଚ ଦ୍ୱାରା ଡାଇନିଂରେ ବସି ଖାଇବେ ତାହା ଶିଖାନ୍ତୁ। ଏହା କରିବା ଦ୍ୱାରା ପିଲା ବାହାରକୁ ଗଲେ ଆରାମରେ ଖାଇପାରିବେ ଏବଂ ଆପଣଙ୍କୁ ମଧ୍ୟ ସେମାନଙ୍କ ଚିନ୍ତା ରହିବନାହିଁ।
* ଡାଇନିଂ ଟେବୁଲରେ କେଉଁ ଜିନିଷ କେଉଁଠି ରହିବ, ତାହା ଶିିଖେଇବା ଉଚିତ। ପିଲାମାନେ ଶିଖିଥିଲେ ଆବଶ୍ୟକ ହେଲେ ଆପଣ ତାଙ୍କ ସାହାଯ୍ୟ ନେଇପାରିବେ।
ଏହା ସହ ପିଲାଙ୍କୁ ମୁହଁ ବନ୍ଦ କରି ଖାଇବା ଶିଖାନ୍ତୁ। ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ରୁଟି ଖାଇବା ଓ ଟିସୁ ବ୍ୟବହାର କରି କିପରି ମୁହଁ ପୋଛିବେ ଶିଖାନ୍ତୁ। ଏତଦ୍‌ ବ୍ୟତୀତ ସମାନଙ୍କୁ ପ୍ଲିଜ୍‌ ଓ ଥ୍ୟାଙ୍କ ୟୁ କହିବା ଶିଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

ବେକରେ ଗାମୁଛା ବାନ୍ଧି ଘରେ ଝୁଲିପଡ଼ିଲେ ଯୁବକ, ପୁଅକୁ ହରାଇ ମା-ବାପା…

ଝରିଗାଁ,୨୮ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାର ରବିନ ମଣ୍ଡଳଙ୍କ ପୁଅ ଶୁଭେନ୍ଧୁ (୨୭) ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

ମଝି ନଦୀରେ ବୁଡ଼ିଗଲା ଡଙ୍ଗା: ୧୪ ରୁ ୧୫ ଜଣ କରୁଥିଲେ ଯାତ୍ରା

ପାଟନା,୨୮।୫: ପାଟନା ଜିଲାର ଉମାନାଥ ଗଙ୍ଗା ଘାଟରେ ଏକ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଚାଷୀମାନେ ଦିଆରା ଅଞ୍ଚଳକୁ ଜୀବିକା ନିର୍ବାହ ପାଇଁ…

୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଡି.କେ. ଶିବକୁମାର, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେଟଓ଼୍ବର୍ଥ

ବେଙ୍ଗାଲୁରୁ,୨୮।୫: କର୍ନାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି । ଏହି…

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri