ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ: ସହାୟତାର ହାତ ବଢାଇଛନ୍ତି ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୪ା୩(ବ୍ୟୁରୋ)- ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଥିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସମଗ୍ର ଦେଶ ଓ ରାଜ୍ୟକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହାକୁ ମାନିନେଇ ଅଧତ୍କାଂଶ ଜନସାଧାରଣ ଘରେ ରହିବାକୁ ଉଚିତ୍ ମଣିଥତ୍ବା ବେଳେ ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି ଏଭଳିସ୍ଥଳେ ଛୋଟ ବଡ଼ ହୋଟେଲ ଓ ଦୋକାନଗୁଡ଼ିକରୁ ଖାଦ୍ୟ ଖାଇ ବଞ୍ଚୁଥିବା ପଶୁ ପକ୍ଷୀ ଏବେ ଖାଇବାକୁ ପାଉନାହାନ୍ତି। ଖାଦ୍ୟ ବିନା ପଶୁପକ୍ଷୀଗୁଡ଼ିକ ଶୂନ୍ଶାନ୍ ରାସ୍ତାଘାଟରେ ପଡ଼ି ରହୁଛନ୍ତି। ଏଭଳିସ୍ଥଳେ ନୀରିହ ପଶୁପକ୍ଷୀଙ୍କ ଜୀବନରକ୍ଷା ପାଇଁ ସହାୟତାର ହାତ ବଢାଇଛନ୍ତି କେତେକ ସଂଗଠନ ଏବଂ ବ୍ୟକ୍ତି ପ୍ରତିଦିନ ରାଜଧାନୀ ରାସ୍ତାରେ ବୁଲି ସେମାନେ ଗୋରୁ ଏବଂ ବୁଲା କୁକୁରଙ୍କୁ ଖାଦ୍ୟ ଖୁଆଉଛନ୍ତି। ପ୍ରତିଦିନ କିଛି ଖାଦ୍ୟ ଜୀବମାନଙ୍କୁ ଦେବାକୁ ସେମାନେ ଜନତାଙ୍କୁ ଅନୁରୋଧ କରିଛନ୍ତି।ଖଣ୍ଡଗିରିରୁ ଆ ରମ୍ଭକରି ରାଜଧାନୀର ରାଜରାସ୍ତା ପଯର୍ୟନ୍ତ, ଚାରିଆଡେ ଅଖତ୍ଅା ଅପିଆ ଜୀବଜନ୍ତୁଙ୍କ ଶୁଖତ୍ଲା ମୁହଁ ଦେଖତ୍ବାକୁ ମିଳୁଛି ଖଣ୍ଡିଗିରି ଓ ଉଦୟଗିରି ଶତାଧତ୍କ ମାଙ୍କଡ଼ଙ୍କ ରହଣିସ୍ଥଳୀ ହୋଇଥତ୍ବା ବେଳେ ପ୍ରତ୍ୟହ ପଯର୍ୟଟକ ଦେଉଥତ୍ବା ଖାଦ୍ୟ ଖାଇ ସେମାନେ ବଞ୍ଚତ୍ଥାନ୍ତି ହେଲେ ଲକ୍ଡାଉନ୍ ପରେ ଖାଁ ଖାଁ ପଡ଼ିଥତ୍ବା ଖଣ୍ଡିଗିରି-ଉଦୟଗିରିରେ ଏବେ ମାଙ୍କଡ଼ମାନଙ୍କ କରୁଣ ଅବସ୍ଥା ଦେଖତ୍ବାକୁ ମିଳୁଛି ଏଭଳି ସମୟରେ ମାଙ୍କଡ଼ମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ଅାଗେଇ ଅାସିଛି ଭୁବନେଶ୍ୱରର ପିପୁଲ୍ସ ଫର୍ ଆନିମଲ୍ସ (ପିଏଫ୍ଏ) ସଙ୍ଗଠନ ପିଏଫ୍ଏ ପକ୍ଷରୁ ମଙ୍ଗଳବାର ଏହି ଦୁଇ ପାହାଡ଼ରେ ଥତ୍ବା ମାଙ୍କଡ଼ମାନଙ୍କୁ ସେଓ, କଦଳୀ, ତରଭୁଜ ଅାଦିି ବିଭିନ୍ନ ଫଳ ବଣ୍ଟା ଯାଇଥତ୍ବା ବେଳେ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଖାଦ୍ୟ ଦିଅାଯାଇଛି ସେହିଭଳି କଳିଙ୍ଗ ଯୁବ ସେନା ପକ୍ଷରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ଶୈଳଶ୍ରୀ ବିହାର, ଡମଣା, ଇନ୍ଫୋସିଟି ଛକ, ପଟିଆ, ଶିଶୁବିହାର, କାନନ ବିହାର ଅଞ୍ଚଳର ସମସ୍ତ ଗାଈ, ବାଛୁରୀ, ଷଣ୍ଢ, କୁକୁରଙ୍କୁ ଖାଇବାକୁ ଦିଅାଯାଇଛି ସମ୍ପାଦକ ମନୋରଞ୍ଜନ ଜେନାଙ୍କ ନେତୃତ୍ୱରେ ଏହି ସଙ୍ଗଠନ ଲକ୍ଡାଉନ୍ ଜାରି ରହିବା ପଯର୍ୟନ୍ତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେବ ବୋଲି କହିଛି ଏହାବ୍ୟତୀତ ସ୍ପିକ୍ ଫର୍ ଅାନିମଲ୍ସର ଯୁବ ସ୍ବେଚ୍ଛାସେବୀମାନେ ରାତିରେ ଓ ଦିନରେ ସହରର ବିଭିନ୍ନ ସ୍ଥାନ ବୁଲି ବୁଲା କୁକୁରମାନଙ୍କୁ ଖାଦ୍ୟ ଖୁଅାଉଥତ୍ବା ଦେଖତ୍ବାକୁ ମିଳିଛି। ରାଜ୍ୟର ସମସ୍ତ ଗାଇଗୋରୁ ଓ ବୁଲା କୁକୁରଙ୍କ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଯୋଗାଇଦେବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଥତ୍ବା ବେଳେ ଲକ୍ଡାଉନ୍ ସମୟରେ ଖାଇବାକୁ ପାଉ ନଥତ୍ବା ଜୀବମାନଙ୍କୁ ଦୟା କରିବା ସହ ପ୍ରତିଦିନ ବ୍ୟକ୍ତିଗତ ଉଦ୍ୟମରେ କିଛି ଖାଦ୍ୟ ଦେବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ରାଜଧାନୀବାସୀଙ୍କୁ ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?