କ’ଣ ଆପଣଙ୍କ ସଫଳତା ଦେଖି ଚିଡୁଛନ୍ତି କି ପାର୍ଟନର..

ଅନେକ ସମୟରେ ଆପଣଙ୍କ ସଫଳତାରେ ପାର୍ଟନର ଖୁସି ହେବା ଅପେକ୍ଷା ଅଧିକ ଚିଡ଼ିବା ଭଳି ମନେ ହୋଇଥାଏ। ଏଥିଯୋଗୁ ଉଭୟଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେବା ସହ ସମ୍ପର୍କରେ ଧୀରେ ଧୀରେ ଦୂରତ୍ୱ ବୃଦ୍ଧି ପାଇଥାଏ। ଶେଷରେ ଏହା ସମ୍ପର୍କକୁ ଶେଷ କରି ଦେଇଥାଏ।
ସାଙ୍ଗରେ ରହୁଥିବା ବେଳେ ଜଣଙ୍କର ସଫଳତା ସର୍ବଦା ଅନ୍ୟ ଜଣଙ୍କୁ କଷ୍ଟ ଦେଇଥାଏ। ଯଦି ଏଭଳି କିଛି ସମସ୍ୟା ଆପଣଙ୍କ ସହ ହେଉଅଛି, ତେବେ ବେଳ ଥାଉଥାଉ ଏହି ବିଷୟରେ କଥାବାର୍ତ୍ତା କରିନେବା ଉଚିତ। ଫଳରେ ସମ୍ପର୍କ ବଦଳରେ ଦୁହିଙ୍କ ମଧ୍ୟରେ ସ୍ନେହ, ସମ୍ମାନ ବଢ଼ିଥାଏ।
ପ୍ରଥମେ ପାର୍ଟନରଙ୍କ ଚିଡିବା କାରଣ କ’ଣ ହୋଇପାରେ ଜାଣନ୍ତୁ। ଅନେକ ସମୟରେ ସଫଳତା ଆଳରେ ଭୁଲ୍‌ ରାସ୍ତାରେ ଚାଲିଯିବାର ଆଶଙ୍କା ପାର୍ଟନରଙ୍କୁ ଲାଗୁଥାଇପାରେ। ଏଣୁ ଉଭୟଙ୍କୁ ଉକ୍ତ ବିଷୟରେ ଶାନ୍ତ ଭାବେ କଥା ହେବାକୁ ପଡ଼ିବ। ଏହାର ସମାଧାନ ଉଭୟଙ୍କ ମନରେ ଉଭୟଙ୍କ ପାଇଁ ସମ୍ମାନ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri