Posted inଖେଳ

୮୧ରେ ଅଟକିଲା ଟିମ୍‌ ଇଣ୍ଡିଆ

କଲମ୍ବୋ,୨୯।୭: ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ୨୦ ଓଭରରେ ୮୧ ରନ୍‌ରେ ଅଟକିଛି ଟିମ୍‌ ଇଣ୍ଡିଆ।

୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ସାବ୍ୟସ୍ତ କରିପାରି ନ ଥିଲେ ଟପ୍‌ଅର୍ଡର।

ଅଧିନାୟକ ଧାଓ୍ବନ ଏବଂ ରୁତୁରାଜ ଗାଏକ୍ୱାଡ଼ ଓପନିଂ କରିଥିଲେ। ହେଲେ ପ୍ରଥମ ଓଭର ୪ ବଲ୍‌ରେ ଅଧିନାୟକ ଧାଓ୍ବନ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ। ସେହିପରି ରୁତୁରାଜ ଗାଏକ୍ୱାଡ଼-୧୪ ରନ୍‌, ଦେବଦତ୍ତ ପାଡିକଲ-୯, ନୀତୀଶ ରାଣା-୬, ଭୁବନେଶ୍ୱର-୧୬, ରାହୁଲ ଚହର ୫, କୁଲଦୀପ- ୨୩ ରନ୍‌, ସାକାରିଆ ୫ ରନ୍‌ କରିଥିଲେ। ଶ୍ରୀଲଙ୍କାର ୱାନିନ୍ଦୁ ହାସରାଙ୍ଗା ୪ ଉଇକେଟ ନେଇଥିବା ବେଳେ ଅଧିନାୟକ ଦାସୁନ ଶାନାକା ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଝଗଡ଼ାକୁ ଆମେ ଡରୁନାହୁଁ, ଆମକୁ ଧକ୍କା ଦେଲେ ଆମେ ତାର ଜବାବ ଦେବୁ: ଇଂଲଣ୍ଡ କୋଚ୍‌

ଲଣ୍ଡନ,୧୯।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଅନେକ କାରଣରୁ ସ୍ମରଣୀୟ ଥିଲା। ହେଲେ ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କିଛି ବିବାଦୀୟ...

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ...

ଭାରତୀୟ କ୍ରିକେଟ ଦଳରେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ନାହାନ୍ତି

ନୂଆଦିଲ୍ଲୀ, ୧୧ା୫ (ପି.ଟି.)- ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ବହୁ ଭଲ ଫିଲ୍‌ଡର ରହିଛନ୍ତି, ହେଲେ ଜଣେ ହେଲେ ଯୁବରାଜ ସିଂଙ୍କ ଭଳି ପୂର୍ଣ୍ଣାଙ୍ଗ ଫିଲ୍ଡର...

ପଶ୍ଚିମବଙ୍ଗ ଚାମ୍ପିୟନ, ଓଡ଼ିଶା ରନରଅପ୍‌

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଭାରତୀୟ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର କଳିଙ୍ଗ...

ହାଇଦ୍ରାବାଦକୁ ୫ ଉଇକେଟରେ ହରାଇଲା ଲକ୍ଷ୍ନୌ

ଲକ୍ଷ୍ନୌ, ୭।୪: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୦ମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ...

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌

ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି।...

କରୋନା ପଜିଟିଭ୍‌ ସତ୍ତ୍ୱେ ପଡିଆରେ ମ୍ୟାଚ୍‌ ଖେଳୁଥିଲେ ଏହି ଖେଳାଳି

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏବଂ ଅନ୍ୟାନ୍ୟ କ୍ରିକେଟ ବୋର୍ଡ କରୋନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଉଛି। ଅନ୍ୟପଟେ ପାକିସ୍ତାନର ଜଣେ ଘରୋଇ...

ମ୍ୟାଚ୍‌ ଖେଳିବାବେଳେ ଚିୟର୍‌ଲିଡର୍ସଙ୍କୁ ପ୍ରେମ କରିବସିଥିଲେ ଏହି ଖେଳାଳି

ଭାରତ ଗସ୍ତରେ ଆସିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ। ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜକୁ ବରାବର କରିଛି। ଏବେ ଟେଷ୍ଟ...

Advertisement
Archives

Model This Week