Posted inଜାତୀୟ

୫ ମୁଖ୍ୟମନ୍ତ୍ରୀଙ୍କ ସହ ରୁଷ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୧।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ ସହ ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଗୋଆ ଓ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ୱରେ ଏମାନେ ଭ୍ଲାଦିଭୋଷ୍ଟକରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଯୋଗୀ କୃଷି କ୍ଷେତ୍ରରେ ଅପୋସ ସହଯୋଗକୁ ନେଇ କଥା ହେବେ ବୋଲି ଜଣାପଡିଛି। ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି କଣ୍ଟ୍ରାକ୍ଟ ଫାର୍ମିଙ୍ଗରେ ସହଯୋଗ। ଆଉ ଏହି ୪ ଦିଦିଆ ଗସ୍ତ କାର୍ଯ୍ୟକ୍ରମରେ ଯୋଗୀ କେତେଗୁଡିଏ ଏମ୍‌ଓୟୁରେ ଦସ୍ତଖତ କରିବେ ବୋଲି ଜଣାପଡିଛି। ଯୋଗୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ରୁଷ ଗସ୍ତ କରିଛନ୍ତି। ଏହାସହ ପାଖାପାଖି ୫୦ ଜଣ ଉଦ୍ଦ୍ୟୋଗପତି ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି...

ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି

ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର...

ପଶ୍ଚିମବଙ୍ଗରେ ୫୫ ବର୍ଷ ଧରି ବିକାଶ ଅଟକି ରହିଛି: ମୋଦି

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ଦୀର୍ଘ ୫୫ ବର୍ଷ ଧରି ବିକାଶ ଅଟକି ରହିଛି। ରାଜ୍ୟର ଭୋଟର ଭାଜପାକୁ ଆଶୀର୍ବାଦ ଦେଲେ ପୁଣି ଏଠାରେ ବିକାଶ ଆରମ୍ଭ ହେବ...

ସକ୍ରିୟ ମାମଲା ୭ ହଜାର ମୁହାଁ…

ନୂଆଦିଲ୍ଲୀ, ୨୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ବିପର୍ଯ୍ୟୟ ବର୍ଷକରେ ନେଇଛି ୧୭,୦୦ ଲୋକଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ, ଓଡ଼ିଶା ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୬।୬ : ଦେଶରେ ୨୦୨୧ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୭,୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୩୫୦ ଜଣ ମହାରାଷ୍ଟ୍ରର, ୨୨୩...

ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ…

ନୂଆଦିଲ୍ଲୀ,୨୮।୧ : ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ ଏକ ନୂତନ ନାମ ପାଇଛି। ବର୍ତ୍ତମାନ ଏହା ଅମୃତ ଉଦ୍ୟାନଭାବେ ନାମିତ ହୋଇଛି। ଅମୃତ ମହୋତ୍ସବ...

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ...

ଚରଣଜିତ ସିଂ, ହନି ଓ ମନିର କମ୍ବିନେଶନ: ଅକାଳି ଦଳ

ଚଣ୍ଡିଗଡ଼,୨୨ ।୧: ଅକାଳି ଦଳ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କିୟଙ୍କ ଘରେ ଇଡିର ରେଡ ସମୟରେ ମିଳିଥିବା କୋଟି କୋଟି ଟଙ୍କାକୁ...

Advertisement
Archives

Model This Week