Posted inଜାତୀୟ

୫୮ ପୁରୁଣା ଆଇନ ରଦ୍ଦ ହେବ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଦେଶରେ ପ୍ରଚଳିତ ୫୮ଟି ପୁରୁଣା ଆଇନକୁ ରଦ୍ଦ କରିବା ଲାଗି ସୋମବାର ଲୋକ ସଭାରେ ବିଲ୍‌ ଗୃହୀତ ହୋଇଛି। ଏହି ଆଇନ ଜନସାଧାରଣଙ୍କ ପାଇଁ ସୁବିଧାଜନକ ହୋଇ ନ ଥିବାରୁ ସେଗୁଡିକୁ ହଟାଇଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉକ୍ତ ବିଲ୍‌ ଆଗତ କରି କହିଥିଲେ, ଭାଜପା ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ୧୪୨୮ଟି ପୁରାତନ ଆଇନକୁ ରଦ୍ଦ କରାଗଲାଣି। ପରିବର୍ତ୍ତିତ ଆଇନ ସମ୍ପର୍କରେ ପୋଲିସକୁ ଶିକ୍ଷା ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ଜାଣିବାକୁ କଂଗ୍ରେସ ଏମ୍‌ପି ଶଶୀ ଥରୁର ଚାହିଁଥିଲେ। ବୈବାହିକ ବଳାତ୍କାର ଆଇନରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଥରୁର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ସର୍ଭେ ଉପରେ ଲାଗୁ ରୋକ, ନିର୍ବାଚନ କମିଶନଙ୍କୁ ଚିଠି ଲେଖିବେ ମାୟାବତୀ…

ଲକ୍ଷ୍ନୌ,୯।୧୦: ଆସନ୍ତା ୨୦୨୨ ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କେତେକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ଜନମତ ସର୍ଭେକୁ ବହୁଜନ...

ଭାଜପା ନିର୍ଦ୍ଦେଶରେ ଗିରଫ ହୋଇପାରେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୧୬।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅବକାରୀ ନୀତି ଘୋଟାଲା ସମ୍ପର୍କରେ ସିବିଆଇ ରବିବାର ପଚରାଉଚରା କରିବେ। ତେବେ ଏହା ପୂର୍ବରୁ ସେ ନିଜ...

୬ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା

ବେଙ୍ଗାଲୁରୁ,୨୬।୯: ବାୟୁସେନା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ ୨୭ ବର୍ଷୀୟ କ୍ୟାଡେଟ୍‌ଙ୍କ ମୃତଦେହ ଶନିବାର ଜଲାହଲ୍ଲିସ୍ଥିତ ଏୟାରଫୋର୍ସ ଟେକ୍‌ନିକାଲ କଲେଜ କ୍ୟାମ୍ପସ୍‌ରୁ ମିଳିଥିଲା। ଏହି ଘଟଣାରେ...

ଓଡ଼ିଶାର କମାଣ୍ଡୋ ଦେବାଶିଷ ସେଠୀ-ସୁଧୀର କୁମାର ଟୁଡୁଙ୍କୁ ଶୌର୍ଯ୍ୟ ଚକ୍ର…

ନୂଆଦିଲ୍ଲୀ, ୩୧।୫ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର କମାଣ୍ଡୋ ଶହୀଦ୍‌ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ...

ପ୍ରତିଶୋଧର ରାଜନୀତି କରୁଛି କେନ୍ଦ୍ର: ମମତା

କୋଲକାତା, ୨୯।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଇବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର...

ଟ୍ରମ୍ପ୍‌ ବୁଲିଯିବେ ତାଜମହଲ: ଦୁର୍ଗନ୍ଧ ହଟାଇବା ପାଇଁ ଯମୁନାରେ ଛଡ଼ାଗଲା ୫୦୦ କ୍ୟୁସେକ୍‌ ଜଳ

ଆଗ୍ରା,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି।...

ଝାଡ଼ଖଣ୍ଡରେ ଭୂକମ୍ପ ଝଟ୍‌କା

ରାଞ୍ଚି,୨୧।୮: ଝାଡ଼ଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଭୂକମ୍ପ ଅନୁଭୂତ...

ଭାରତକୁ ତାଲିବାନର ଚେତାବନୀ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ...

Advertisement
Archives

Model This Week