୪୩ ୟୁନିଟ୍‌ ରକ୍ତ ସଂଗୃହୀତ

ଆନନ୍ଦପୁର,୨୬। ୪(ସ୍ବ.ପ୍ର.)- ଘସିପୁରା ନିର୍ବାଚନମଣ୍ଡଳୀ ବୀରଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୪୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଗୋହିରା ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରସନ୍ନ ପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ବିଜେଡି ରାଜ୍ୟ ସମ୍ପାଦକ ତଥା ଜିଲା ଜୀବନ ବିନ୍ଦୁ ସଂଯୋଜକ ଆଶିଷ ଚକ୍ରବର୍ତ୍ତୀ, ଯୁବ ନେତା ଦେବପ୍ରିୟ ପାତ୍ର, ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ ରାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଉଦୟ ଭାସ୍କର ପଣ୍ଡା, ଜିଲା ବ୍ଲଡ ବ୍ୟାଙ୍କ ପିଆରଓ ଅକ୍ଷୟ ସାହୁ, ଏଲ ଟି ଗୌରିଶଙ୍କର ମଲ୍ଲିକ, ଲ୍ୟାବ ସହକାରୀ ଅଶୋକ ସୁର, ହେମରଞ୍ଜନ ମହାନ୍ତ ପ୍ରମୁଖ ବ୍ଲଡ ସଂଗ୍ରହ ଦାୟିତ୍ୱରେ ଥିଲେ। କୋଭିଡ-୧୯ ପରିପ୍ରେକ୍ଷୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହିତ ସ୍ବେଚ୍ଛାସେବୀ ମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ...

୨ ନାବାଳିକାଙ୍କୁ ବଳାତ୍କାର

ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...

କ୍ୱାର୍ଟର୍ସରୁ ମିଳିଲା ମହିଳା ପୋଲିସ ଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ

ଜି.ଉଦୟଗିରି,୨୭।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ମହିଳା ସବ୍‌ ଇନ୍ସପେକ୍ଟରକ୍‌ଙ୍କ ସରକାରୀ କ୍ୱାଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଏସ୍‌ଆଇ ଜଣଙ୍କ ହେଉଛନ୍ତି ସ୍ବାଗତିକା...

ପ୍ରମାଣ ପାଇ ବି ପୋଲିସ ଚୁପ୍‌

ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନୟାଖଣ୍ଡି ଗ୍ରାମରେ ଜଣେ ଭଡାଟିଆ କମଳାକାନ୍ତ ଦାସଙ୍କ ଘରୁ ଚୋରି ହେବା ଏବଂ ଚୋରି ଘଟଣାରେ ସମ୍ପୃକ୍ତ...

କନ୍ୟାଶ୍ରମର ୨୬ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭବାନୀପାଟଣା,୩୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲକିବନ୍ଦ ସରକାରୀ କନ୍ୟାଶ୍ରମର ୨୬ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ...

ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୧୨ – ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାର ବିଚାର କରି ଅନୁଗୋଳ ଜିଲା ଓ ଦୌରାଜଜ୍‌ କୋର୍ଟ ଅଭିଯୁକ୍ତ ସ୍ବାମୀ ଅନୁଗୋଳ...

ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡ଼ିବା ନେଇ ପ୍ରଶ୍ନବାଚୀ

ସୋନପୁର,୫ା୪(ନି.ପ୍ର.): ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢୁଛି। ଗତ ୨୦୧୫-୧୬ ମସିହାରୁ ଏହି ପ୍ରକଳ୍ପ ପାଇଁ ଅନୁଦାନ ରାଶି ବୃଦ୍ଧି ପାଇଛି।...

ପୂର୍ବତନ ପ୍ରଶାସକଙ୍କ ଦେହାନ୍ତ

ଧାମନଗର,୩୦ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ବଙ୍କିମ ଚନ୍ଦ୍ର ରାଉତଙ୍କର ୮୪ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଗୁରୁବାର...

Advertisement
Archives

Model This Week