୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୯୦ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୯୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ୧,୨୭୩ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏବେ ଦେଶରେ ସୁସ୍ଥତାଙ୍କ ହାର ୨୯.୩୬ ପ୍ରତିଶତ ରହିଛି ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ। ଏବେସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି ୧୬,୫୪୦ ଓ ୩୭,୯୧୬ଜଣଙ୍କ ଚିକିତ୍ସା ଚାଲିଛି ବୋଲି ସେ କହିଛନ୍ତି। ୨୯ ଜିଲାରେ ଗତ ୨୧ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ସେହିପରି ଗତ ୧୪ ଦିନ ମଧ୍ୟରେ ୩୬ ଜିଲାରେ ମଧ୍ୟ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ସେମିତି ୪୬ ଜିଲାରେ ମଧ୍ୟ ଗତ ସପ୍ତାହକ ମଧ୍ୟରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହନ୍ତି ବୋଲି ସେ କହିଛନ୍ତି। ସମସ୍ତ ତଥ୍ୟ ଆସିବା ପରେ ରାଜ୍ୟ ଗୁଡିକୁ ରେଡ, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ ଅନୁଯାୟୀ ଏକ ତାଲିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି...

ଜୋଷୀମଠରେ ମାଡି ଆସୁଛି ବିପଦ! ୧୨ ଦିନରେ ୫.୪ ସେଣ୍ଟିମିଟର ଦବିଲାଣି ଭୂମି, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର

ଡେରାଡୁନ,୧୩ ।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନ୍ୟାଶନାଲ ରିମୋଟ ସେଂସିଂ ସେଣ୍ଟର ଜୋଷୀମଠ ସହରର ସାଟେଲାଇଟ ଚିତ୍ର ଜାରି କରିଛି । ଏହି ଚିତ୍ରରୁ...

ଗାନ୍ଧୀ ପରିବାର ବିନା କଂଗ୍ରେସର ଭଲ ପ୍ରଦର୍ଶନ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଏମିତିକି ହରିୟାଣାରେ ଭାଜପା ପାଇଁ କଂଗ୍ରେସ ବଡ ସମସ୍ୟା ହୋଇ...

‘ଘର ଲୋକ ହିଁ ଘର ଛାଡିବାକୁ କଲେ ବାଧ୍ୟ’

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ଛାଡିବା ପରେ ପ୍ରଥମଥର ଗୁଲାମ ନବୀ ଆଜାଦ ଗଣମାଧ୍ୟମ ଜରିଆରେ ଦଳ ଉପରେ ବର୍ଷିଛନ୍ତି। କିଏ ନିଜେ ପରିବାର ଛାଡିବାକୁ ଚାହେଁ। ମୋତେ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ

ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା...

ଲାଲୁଙ୍କୁ ଭେଟିଲେ କେସିଆର୍‌

ପାଟନା,୩୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଭେଟିଛନ୍ତି। ରାବ୍ରି...

୨୦୨୦ ମାର୍ଚ୍ଚ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୯ ଦିନ ଧରି...

ପିତାଙ୍କ ଅନ୍ତେ ଝିଅଙ୍କୁ ବି ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ରାୟ…

ଜୟପୁର, ୧୯।୧ : ପରିବାରରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ସେମାନେ ବିବାହ କରିଥାନ୍ତୁ ଅବା ଅବିବାହିତ ରହିଥାନ୍ତୁ, ସେମାନଙ୍କର...

Advertisement
Archives

Model This Week