୨୨ ବର୍ଷ ହେଲା ମୋ ଜୀବନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍‌ଗନ

କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର। ସେମାନେ ଘରେ ରହିବା ସହ ଲକ୍‌ଡାଉନ୍‌ରେ କିପରି ସମୟ କାଟୁଛନ୍ତି ସେ ନେଇ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଭିଡିଓ ଶେୟାର କରୁଛନ୍ତି। ଏହି କ୍ରମରେ ଅଭିନେତା ଅଜୟ ଦେବଗନ୍‌ ଅଭିନେତ୍ରୀ ସ୍ତ୍ରୀ କାଜୋଲଙ୍କ ସହ ନିଜର ଏକ ଫଟୋ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପ୍ସନ ଲେଖିଛନ୍ତି ଏମିତି ଲାଗୁଛି ଲକ୍‌ଡାଉନ୍‌ ଆରମ୍ଭ ହେବା ୨୨ ବର୍ଷ ହୋଇଯାଇଛି। ତେବେ ଅଜୟ ଶେୟାର କରିଥିବା ଏହି ଫଟୋ ଓ କ୍ୟାପ୍ସନକୁ ପ୍ରଶଂସକ ବେସ୍‌ ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ...

ଦୀପିକାଙ୍କ ରୋମାନ୍ସ ଫିଲ୍ମ‘ଗେହରାଇୟାଁ’କୁ ନେଇ ବର୍ଷିଲେ ଏହି ଅଭିନେତ୍ରୀ

ନିକଟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଏହା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ...

ଦିଲ୍ଲୀ କ୍ରାଇମ-୨ ପରେ କୌଶଲ ଓଜାଙ୍କ ଫିଲ୍ମରେ ଆସିବେ ନଜର

‘ଦିଲ୍ଲୀ କ୍ରାଇମ-୨’ ପରେ ଏବେ ଅଭିନେତ୍ରୀ ରସିକା ଦୁଗଲ ନିର୍ଦ୍ଦେଶକ କୌଶଲ ଓଜାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଲିଟିଲ ଥୋମାସ’ରେ ସେ ନଜର ଆସିବେ। ଫିଲ୍ମଟି ଡ୍ରାମା-କମେଡି...

ସୀମା ଟପିଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କିଛିଦନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଯୋଡି ହୋଇଯାଇଛନ୍ତି।...

ଦ୍ୱାଦଶ ଶ୍ରେଣୀରେ ଦେଶରେ ଟପ୍ପର ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୨ ଅକ୍ଟୋବର ୧୯୮୮ରେ ହରିୟାଣାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିଲେ।...

ସିମ୍‌ କାର୍ଡରେ ସୋନୁ ସୁଦଙ୍କ ଫଟୋ ବନାଇଲେ ବ୍ୟକ୍ତି: ଏମିତି ମଜାଳିଆ ଉତ୍ତର ଦେଲେ ଅଭିନେତା

କରୋନା ମହାମାରୀ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅଭାବୀ ଲୋକଙ୍କୁ ସହଯୋଗ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲୋକେ ତାଙ୍କୁ...

ଏହି ଅଭିନେତ୍ରୀଙ୍କ ଉପରେ ହୋଇଛି ଏସିଡ୍‌ ଆକ୍ରମଣ ଉଦ୍ୟମ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍‌ ଆକ୍ରମଣ ଉଦ୍ୟମ କରାଯାଇଛି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ଭିଡିଓ ମାଧ୍ୟମରେ ସୂଚନା...

ଶହନାଜ ଗିଲଙ୍କ ଅଲ ବ୍ଲାକ ଲୁକ୍‌

ମୁମ୍ବାଇ: ପଞ୍ଜାବି ସିଙ୍ଗର ଶହନାଜ ଗିଲ ଏବେ ଖୁବ୍ ଚର୍ଚ୍ଚାରେ । ପଞ୍ଜାବର କ୍ୟାଟ୍ରିନା କୈଫ ଭାବେ ପରିଚିତ ଶହନାଜ ବିଗ୍ ବସ୍ ୧୩ରେ ବି...

Advertisement
Archives

Model This Week