Posted inଫୁରସତ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ। ଆଜି ଏମିତି ଜଣେ ଯୁବକ ସମ୍ପର୍କରେ କହିବୁ ଯାହାକୁ ବିଦେଶରେ ଚାକିରି ମିଳିଛି କିନ୍ତୁ ସେ ଭାରତ ଛାଡ଼ି ଯିବାକୁ ରାଜି ନୁହନ୍ତି। ୨୧ ବର୍ଷୀୟ ଯୁବକ ସଚିନ ସନଓ୍ବାଲ  ଇଞ୍ଜିନିୟରିଂରେ ଗ୍ରାଜୁଏଟ୍‌ କରିଛନ୍ତି। ଏହା ପରେ ତାଙ୍କୁ କାନାଡାରୁ ଏକ ଫାର୍ମରେ ଚାକିରି ଅଫର ମିିଳିଛି। ମାସକୁ ଦରମା ୧ କୋଟି। କିନ୍ତୁ ସଚିତ ଭାରତରେ କମ୍‌ ଦରମାରେ ଚାକିରି କରିବାକୁ ଚାହାନ୍ତି। ସଚିନଙ୍କ ପିତା ଉତ୍ତରାଖଣ୍ଡର ଭୀମତାଲ୍‌ରେ ଚା’ ବିକୁଛନ୍ତି। ସଚିନ୍‌ କୁହନ୍ତି ତାଙ୍କ ପରିବାରରେ ସେ ପ୍ରଥମ ଗ୍ରାଜୁଏଟ୍‌। କାନାଡ଼ାରୁ ଚାକିରି ଅଫର ମିଳିବା ପରେ ତାଙ୍କ ପରିବାର ଲୋକ ବହୁତ ଖୁସି। କିନ୍ତୁ ସେ ଚାହାନ୍ତିନି ବିଦେଶରେ ଯାଇ ଚାକିରି କରିବେ। କାରଣ ତାଙ୍କ ପିତା ବହୁ କଷ୍ଟ କରି ତାଙ୍କୁ ପାଠ ପଢ଼ାଇଛନ୍ତି। ତେଣୁ ସେ ବିଦେଶରେ ଯାଇ କେମିତି କାମ କରିବେ। ଏଣୁ ଏହି ଅଫରକୁ ସେ ଛାଡ଼ି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri