ୟୁନିୟନ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୮-୮: ଅଲ୍‌ ଇଣ୍ଡିଆ ୟୁନିୟନ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ଏଆଇୟୁବିଓଏଫ୍‌) ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୩.୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଦେବାଶିଷ ଘୋଷ, ଏଓୟୁବିଓଏ ସାଧାରଣ ସମ୍ପାଦକ ଯତିକାନ୍ତ ମହାନ୍ତି, ସଭାପତି ଲିଙ୍ଗରାଜ ଆଚାର୍ଯ୍ୟ, ଓ୍ବିମେନ୍‌ ଓ୍ବିଙ୍ଗ ପ୍ରତିନିଧି ଶ୍ରୀମତି ରୋଜା,ଏଆଇଏସ୍‌ବିଓଏଫ୍‌ ସଭାପତି ସମ୍ବିତ ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ପାଇଁ ଗୋଦ୍‌ରେଜ ପରିବାରରେ ଫାଟ

ନୂଆଦିଲ୍ଲୀ,୨୮-୬: ଦେଶର ଧନୀ ବ୍ୟବସାୟୀ ପରିବାର ମଧ୍ୟରେ ଗଣାଯାଉଥିବା ଗୋଦ୍‌ରେଜ ପରିବାରରେ ଏବେ ଫାଟ ସୃଷ୍ଟି ହୋଇଛି। ଜମି ଭାଗବଣ୍ଟାକୁ ନେଇ ଏବେ ଏହି ପରିବାର...

ପୁରୀ-ହବିବଗଞ୍ଜ-ପୁରୀ ଟ୍ରେନର ମିଳିତ ବଗି ସଂଯୋଗ

ଭୁବନେଶ୍ୱର,୨୧-୫ : ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଣ କରିବା ଲକ୍ଷ୍ୟରେ ରେଲଓ୍ବେ ପକ୍ଷରୁ ପୁରୀ-ହବିବଗଞ୍ଜ-ପୁରୀ ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ମିଳିତ ବଗି ସ୍ଥାୟୀ...

ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ...

ଏଟିଏମ୍‌ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା

ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍‌ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର...

ଅଟୋମୋବାଇଲ କ୍ଷେତ୍ରକୁ ୨୬ ହଜାର କୋଟି

ନୂଆଦିଲ୍ଲୀ,୧୬ା୯:  ଦେଶର ଅଟୋମୋବାଇଲ କ୍ଷେତ୍ରକୁ ଉତ୍ପାଦନ ସଂଯୋଗୀ ନିବେଶ (ପିଏଲ୍‌ଆଇ) ଯୋଜନା ପରିସରଭୁକ୍ତ କରାଯାଇଛି। ଏହି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ବୁଧବାର...

ଜେଟ୍‌ ଏୟାରଓ୍ବେଜ ନେଇ ମାଲ୍ୟାଙ୍କ ଅଭିଯୋଗ;ସରକାର ଘରୋଇ କମ୍ପାନୀଙ୍କ ପ୍ରତି ଭେଦଭାବ କରୁଛନ୍ତି

ନୂଆଦିଲ୍ଲୀ,୧୮-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦୁଃଖ ବ୍ୟକ୍ତ କରିଛନ୍ତି। ଘରୋଇ ଏୟାରଲାଇନ୍ସକୁ...

ଆଇଏମ୍‌ଓ କାଉନ୍‌ସିଲକୁ ଭାରତ ପୁନଃନିର୍ବାଚିତ

ଲଣ୍ଡନ,୧୨|୧୨: ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ୨୦୨୨-୨୩ ଦ୍ୱିବାର୍ଷିକ କାଉନ୍‌ସିଲକୁ ଭାରତ ସଦସ୍ୟ ଭାବେ ପୁନଃନିର୍ବାଚିତ ହୋଇଛି। ଆଇଏମ୍‌ଓ ମୁଖ୍ୟାଳୟ ଲଣ୍ଡନଠାରେ ଗତ ୬ ତାରିଖରୁ ୧୫...

ନାଲ୍‌କୋ ପକ୍ଷରୁ ଆମ୍ବେଡକର ଜୟନ୍ତୀ

ଭୁବନେଶ୍ୱର,୧୮-୪: ରାଷ୍ଟ୍ରାୟତ୍ତ ନାଲ୍‌କୋ ପକ୍ଷରୁ ସ୍ଥାନୀୟ ନାଲ୍‌କୋ ନଗରଠାରେ ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଡ୍‌କରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନାଲ୍‌କୋ...

Advertisement
Archives

Model This Week