ହୋସ୍‌ ଉଡାଇଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ କୁଇନ୍‌ ଯେତେବେଳେ ବି ସ୍ପଷ୍ଟ ହୁଅନ୍ତି ସେତେବେଳେ ସେ ଏକ ଭିନ୍ନ ଅନ୍ଦାରେ ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୋନମ୍‌ ବେଳେବେଳେ ଏମିତି କିଛି ଫଟୋ ଶେୟାର କରନ୍ତି ଯାହାକୁ ଦେଖି ଫିଦା ହୁଅନ୍ତି ତାଙ୍କ ପ୍ରଶଂସକ। ନିକଟରେ ସେ ଡ୍ୟାନ୍ସ ପୋଜରେ କିଛି ଫଟୋ ଶେୟାର କରିବା ସହ ଲେଖିଛନ୍ତି ‘Dance like no one is watching’। ଏହାକୁ ଦେଖି ଏବେ ଦିଓ୍ବାନା ହୋଇଛନ୍ତି କେତେଜଣ ୟଙ୍ଗଷ୍ଟର। ସୋମନ୍‌ ଏବେ ବଲିଉଡରୁ ସାମାନ୍ୟ ଦୂରେଇ ଯାଇଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ରହିଛନ୍ତି ଆକ୍ଟିଭ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟକୁ ସୋମବାର ରାତିରେ ହ୍ୟାକ୍‌ (ବିନା ଅନୁମତିରେ ଅନ୍ୟ ନେଟଓ୍ବର୍କରେ ପ୍ରବେଶ) କରାଯାଇଛି। ତାଙ୍କର ପ୍ରୋଫାଇଲ୍‌ ପିକ୍ଚରକୁ...

ଟୁଇଟର୍‌ରେ ଟ୍ରେଣ୍ଡ୍‌ କରୁଛି ‘ବୟକଟ୍‌ ଛପାକ୍‌’

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜେଏନୟୁ କ୍ୟାମ୍ପସ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ଦୀପିକାଙ୍କ ଏହି ଗସ୍ତ କିଛି ଲୋକଙ୍କୁ ପସନ୍ଦ ଆସିନାହିଁ। ସୋସିଆଲ୍‌...

ବାଜି ମାରିନେଲା ହାଉସ୍‌ଫୁଲ୍‌-୪

ଦୀପାବଳିରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ୍‌-୪ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜର ୪ ଦିନ ଭିତରେ ଫିଲ୍ମଟି ୮୩ କୋଟି ଟଙ୍କା...

ଆସିପାରେ ‘ତନୁ ଓ୍ବେଡସ୍‌ ମନୁ’ର ତୃତୀୟ ଭାଗ

ମୁମ୍ବାଇ: ବଲିଉଡ୍‌ ମୁଭି ‘ତନୁ ଓ୍ବେଡସ୍‌ ମନୁ’ର ଜବରଦସ୍ତ ରେସ୍‌ପନ୍ସ ପରେ ଏହାର ଦ୍ୱିତୀୟ ଭାଗ ଦେଖିବାକୁ ମିଳିଥିଲା। ଏବେ ଏହି ହିଟ୍‌ ଫିଲ୍ମର ତୃତୀୟ...

ଅମିତାଭ୍‌ ଅସୁସ୍ଥ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଅସୁସ୍ଥତା କାରଣରୁ ଯୋଗଦେଇ ପାରିବେ ନାହିଁ। ଏନେଇ ସେ...

ଶୀଘ୍ର ବିବାହ କରିବି: କାଜଲ ଅଗ୍ରଓ୍ବାଲ

ବମ୍ବେ: ବିବାହ କରିବାକୁ ମନ ବଳାଇଲେଣି ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। କଥାଟି ଏମିତି କହୁନାହୁଁ, ବରଂ ନିକଟରେ ଏକ ଶୋ’ରେ ସାକ୍ଷାତକାର ଦେବା ସମୟରେ ସେ...

ସାହିଦଙ୍କ ସହ କାମ କରିବାକୁ ନେଇ ସର୍ତ୍ତ ରଖିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପରିଣିତି ଚୋପ୍ରା ଏବେ ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଆଉ ଅନ୍ୟପଟେ କବିର ସିଂ ଫେମ୍‌ ସାହିଦ କପୁର...

୧୪ରେ ରିଲିଜ ହେବ ‘ଗେମ୍‌ ଓଭର’

ମୁମ୍ବାଇ: ଆଗାମୀ ବହୁଭାଷିକ ଥ୍ରିଲର ‘ଗେମ୍‌ ଓଭର’ ରିଲିଜ ଅପେକ୍ଷାରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। । ଏଥିରେ ସେ ଜଣେ ଭିନ୍ନକ୍ଷମ ଚରିତ୍ରରେ ଅଭିନୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *