ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ଏହି ୨ଟି ହୋଟେଲ ହେଉଛି ସିଟି ରୋଡର ସାଗର ତରଙ୍ଗ ଏବଂ ବଳିଆପଣ୍ଡା ଅଞ୍ଚଳର ବ୍ଲୁ ଲିଲି। ଏତଦ୍‌ବ୍ୟତୀତ ସିଟି ରୋଡସ୍ଥିତ ପାନ୍ଥନିବାସରେ ମଧ୍ୟ ଏଭଳି ବ୍ୟବସ୍ଥା ହୋଇଛି। ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ସାଗର ତରଙ୍ଗ ପାଇଁ ଦୈନିକ ୨,୫୦୦ ଟଙ୍କା, ପାନ୍ଥନିବାସ ୩,୦୦୦ ଟଙ୍କା ଏବଂ ବ୍ଲୁ ଲିଲିରେ ରହିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ୩,୫୦୦ ଟଙ୍କା ଦେବାକୁ ପଡ଼ିବ। କ୍ବାରାଣ୍ଟାଇନରେ ଖାଦ୍ୟ ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାୟକ ହେବେ ତାରା: ‘ଛି ଛି’ ଗୀତରେ ସରକାରଙ୍କୁ କରିବେ ଟାର୍ଗେଟ

ଜୟପୁର,୨୯।୧୨(ଡି.ଏନ୍‌.ଏ.): ଜୟପୁରରୁ ନେଇ ଭୁବନେଶ୍ୱର, ସବୁଠି ରହିଛି ତାରାପ୍ରସାଦ ବାହିନୀପତିଙ୍କ ଦବ୍‌ଦବା। ପୋଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ...

ବରଗଡ଼ ଜିଲାରେ ଭୋଟ ଗଣତି: ୯ ଆସନରେ ବିଜେଡ଼ି, ୩ଟିରେ ଭାଜପା ଆଗୁଆ

ବରଗଡ଼ ଅଫିସ୍‌,୨୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର ଚାଲିଛି । ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲାର ୧୨ଟି ବ୍ଲକ ଅନ୍ତର୍ଗତ ଜୋନ୍‌-୧ ଗୁଡ଼ିକର...

ବରଗଡ଼ରେ ଖସୁଛି କରୋନା ଗ୍ରାଫ୍‌: ଆଜି ମାତ୍ର ୩୫ ପଜିଟିଭ୍‌ ଚିହ୍ନଟ, ୮୫୩୪ରେ ପହଞ୍ଚିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗୁରୁବାର ଜିଲାରେ ମାତ୍ର ୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍‌ ଟିକା

ଛତ୍ରପୁର,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...

ଭୁବନେଶ୍ୱରକୁ ଲମ୍ବିଛି ନକଲି ସସ୍‌ର ଚେର

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୩।୧୦: ନକଲି ସାମଗ୍ରୀ ପ୍ରସ୍ତୁତି ନେଇ କଟକ ପରେ ଏହାର ଚେର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ମିଳିଛି। ଶନିବାର ମଲଗୋଦାମ ଥାନା...

ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର

ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ...

ନବୀନଙ୍କୁ ପ୍ରଶଂସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସାରେ ପୋତି ପକାଇଛନ୍ତି। ନୀତିଶ କହିଛନ୍ତି, ନବୀନ ଜଣେ ରାଜନେତା ହିସାବରେ ଭିନ୍ନ...

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ...

Advertisement
Archives

Model This Week