Posted inଫୁରସତ

ହାତରେ ତଲଓ୍ବାର ଧରି କଲେ ରିପୋର୍ଟିଂ: ଭିଡିଓ ଭାଇରାଲ

ବଲିଉଡ୍‌ ମୁଭି ବଜରଙ୍ଗି ଭାଇଜାନର ଖବର ଦାତା ଚାନ୍ଦ ନଓ୍ବାବଙ୍କ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଏବେ ପାକିସ୍ତାନର ଏମିତି ଜଣେ ଖବରଦାତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯିଏ ହାତରେ ତଲଓ୍ବାର ଧରି ଖବର ସଂଗ୍ରହ କରୁଥିବା ଦେଖାଯାଇଛି। ଏହି ଖବରଦାତାଙ୍କ ନାଁ ଅମିନ ହଫିଜ ବୋଲି କୁହାଯାଉଛି। ସେ ଜିଓ ନ୍ୟୁଜରେ କାମ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ୨୦୧୮ରେ ମଧ୍ୟ ହଫିଜଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେତେବେଳେ ସେ ଗଧ ଉପରେ ବସି ରିପୋର୍ଟିଂ କରୁଥିବା ଦେଖାଯାଇଥିଲା। ଜିଓ ଟେଲିଭିଜନର ସୂଚନା ଅନୁଯାୟୀ, ହଫିଜ ଯେଉଁ ସ୍ଥାନରେ ରିପୋର୍ଟିଂ କରୁଥିଲେ ତାହା ଲାହୋର କିଲା। କିଛିଦିନ ପୂର୍ବରୁ ଏହି କିଲାରେ ଏକ ବିବାହ ଅନୁଷ୍ଠିତ ହୋଇଥିବା କୁହାଯାଏ। ଯାହାକୁ ନେଇ ବିବାଦ ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬୧୦ରୁ ସିଧା ୬୩ କିଲୋ

୬୧୦ କିଗ୍ରା ଓଜନରୁ ସିଧା ୬୩ କିଗ୍ରା। ଆମେ କଥା ହେଉଛୁ ସାଉଦି ଆରବର ଖାଲିଦ ମୋହସିନ ଅଲ ଶାୟରୀଙ୍କ ବିଷୟରେ। ମୋଟାପଣକୁ ନେଇ ଅଧିକାଂଶ...

କାର୍‌ ଚଳାଉଛନ୍ତି ମୂଷା

ଓ୍ବାଶିଂଟନ୍‌: ଆମେରିକାର ରିଚ୍‌ମଣ୍ଡ ୟୁନିଭର୍ସିଟିରେ ମୂଷାମାନେ କାର୍‌ ଚଲାଉଛନ୍ତି। ମନୁଷ୍ୟମାନେ ବ୍ୟବହାର କରୁଥିବା କାର୍‌ ନୁହେଁ ବରଂ ପ୍ଲାଷ୍ଟିକ୍‌ ଖୋଳାରେ ତିଆରି ହୋଇଥିବା ସ୍ବତନ୍ତ୍ର ପ୍ରକାର...

ପର୍ଯ୍ୟଟନ ମାନଚିତ୍ରଠୁ ଦୂରରେ ‘ଚୁଡ଼ଙ୍ଗଗଡ଼’

କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ରାଜ୍ୟ ଓଡ଼ିଶା। ଏହି ମାଟି ତା’ର କୋଳରେ ଅନେକ ବୀରଙ୍କୁ ଜନ୍ମ ଦେଇଛି। ସେମାନଙ୍କ ପରାକ୍ରମ, ବୀରତ୍ୱ ଗାଥା...

୫ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ। ରାଜାଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ...

ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା

ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ...

ଘୋଡ଼ା ଦୌଡ଼ିଲେ ଗାଡ଼ି ଚାଲେ: ଷ୍ଟିୟରିଂ ସମ୍ଭାଳନ୍ତି ଚାଳକ

ଇଞ୍ଜିନ ହେଉଛି ଗାଡିର ମୁଖ୍ୟ ଅଂଶ। ଏହା ଯେତେ ପାଓ୍ବାରଫୁଲ, ଗାଡ଼ି ସେତେ ଭଲ ଚାଲେ ଓ ତା’ର ଚାହିଦା ସେତେ ଅଧିକ ରହେ। ଇଞ୍ଜିନର...

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି...

ଜୁନ୍‌ ୨୪ରେ ଲାଲ୍‌ ଟହ ଟହ ଷ୍ଟ୍ରବେରୀ ଚନ୍ଦ୍ରମା ! …

ନୂଆଦିଲ୍ଲୀ,୨୨।୬: ଜୁନ୍‌ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ...

Advertisement
Archives

Model This Week