Posted inଜାତୀୟ

ହରିଶ୍‌ ସାଲଓ୍ବେଙ୍କୁ ଏକ ଟଙ୍କା ବକେୟା ନେବାକୁ ଡାକି ଦୁନିଆରୁ ଚାଲିଗଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଆଇନଜୀବି ହରିଶ୍‌ ସାଲେଓଙ୍କୁ ତାଙ୍କର ଏକ ଟଙ୍କା ବକେୟା ନେବା ପାଇଁ ଫୋନ୍‌ କରିଥିଲେ। ରାତି ୮ଟା ୫୦ରେ ହରିଶ୍‌ଙ୍କୁ ଫୋନ୍‌ କରି ବୁଧବାର ସନ୍ଧ୍ୟା ୬ଟାରେ ତାଙ୍କର ବକେୟା ଏକ ଟଙ୍କା ନେବାକୁ ଆସିବା ଲାଗି ଅନୁରୋଧ କରିଥିଲେ। ହରିଶ୍‌ ହ୍ୟୁଗ୍‌ର ଅନ୍ତର୍ଜାତୀୟ କୋର୍ଟରେ ପାକିସ୍ତାନରେ ବନ୍ଦୀ ଥିବା କୁଳଭୁଷଣ ଯାଦବଙ୍କ ପାଇଁ ଲଢୁଥିଲେ। ତେବେ ହରିଶ୍‌ ଏଥି ଲାଗି ଏକ ଟଙ୍କା ଫିସ୍‌ ନେବାକୁ କହିଥିଲେ। ମାତ୍ର ସୁଷମା ହରିଶ୍‌ଙ୍କ ବକେୟା ଦେବା ପୂର୍ବରୁ ପାର୍ଥିବ ଦୁନିଆ ଛାଡି ଚାଲିଯାଇଥିଲେ ବୋଲି ଏକ ସାକ୍ଷାତ୍‌କାରରେ ହରିଶ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତାର ସହ ଲକ୍ଷ୍ୟସ୍ଥଳକୁ କଲା ଭେଦ କଲା କ୍ରୁଜ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୫।୩: ଭାରତୀୟ ନୌସେନା ଶନିବାର ବ୍ରହ୍ମୋସର ଏକ ଉନ୍ନତ ସଂସ୍କରଣ କ୍ରୁଜ୍‌ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷା କରିଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ର ଲକ୍ଷ୍ୟକୁ ସଠିକ୍‌ ଭାବେ...

ନ୍ୟାୟିକ ବ୍ୟବସ୍ଥାରେ ମଣିଷର ବିଚାର କ୍ଷମତାର ସ୍ଥାନ ନେଇ ପାରିବନି ଏଆଇ: ପ୍ରଧାନ ବିଚାରପତି

ନାଗପୁର,୧୫।୧୨: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସମ୍ପ୍ରତି ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ)ର ପ୍ରଚଳନ ପାଇଁ ଯୋଜନା ନାହିଁ। ଏହା ଖୁବ୍‌ ଭଲ ପ୍ରଣାଳୀ ତେବେ ଏହା ଦ୍ୱାରା ନ୍ୟାୟିକ...

ଆମ୍‌ ଆଦମୀ ପାର୍ଟିରେ ଯୋଗଦେଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ବରିଷ୍ଠ ନେତା ଶନିବାର ପଦ୍ମଛାଡି ଝାଡୁ ଧରିଛନ୍ତି। ଅର୍ଥାତ୍‌ ଭାଜପା ନେତା ହରଶରଣ ସିଂ...

ସମ୍ବିଧାନକୁ ହାଇଜାକ୍‌ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି...

ସକ୍ରିୟ ମାମଲା ୨ ହଜାର ଉପରେ…

ନୂଆଦିଲ୍ଲୀ, ୨୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ...

ଜଗଦୀପ୍‌ ଧନଖର ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ…

ନୂଆଦିଲ୍ଲୀ, ୧୬।୭ : ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ  ଜଗଦୀପ ଧନଖରଙ୍କୁ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ଏହି...

କଂଗ୍ରେସରେ ନେତୃତ୍ୱ ସଙ୍କଟ ନାହିଁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୨୨ା୨(ପି.ଟି.): ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ନେତୃତ୍ୱ ସଙ୍କଟ ନାହିଁ। ଏହାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂଗଠନ କଂଗ୍ରେସ କାର୍ଯ୍ୟକାରୀ କମିଟି ସୋନିଆ ଗାନ୍ଧୀଙ୍କୁ...

Advertisement
Archives

Model This Week