ସ୍ପେନ୍‌ରେ ଦିନକରେ ୨ ହଜାର ସଂକ୍ରମିତ

ମାଡ୍ରିଡ୍‌,୧୬।୩ : ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ହାର କମିଥିବାବେଳେ ୟୁରୋପୀୟ ଦେଶଗୁଡ଼ିକରେ ଏହା ଦ୍ରୁତବେଗରେ ମାଡିଚାଲିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଇଟାଲୀ ପରେ ସ୍ପେନ୍‌ ୟୁରୋପରେ ସର୍ବାଧିକ ପ୍ରଭାବିତ ଦେଶ। ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୭୫୩ରେ ପହଞ୍ଚତ୍ଥିବାବେଳେ ୨୮୮ ଜଣଙ୍କ ଜୀବନ ଗଲାଣି। ସ୍ପେନ୍‌ ସରକାର ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନସ୍ଥଳ ଆଦି ବନ୍ଦ କରିଦେଇଥିବାବେଳେ ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଇରାନରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକା କଟକଣା ଯୋଗୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଇରାନ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ମଧ୍ୟପ୍ରାଚ୍ୟ ରାଷ୍ଟ୍ର। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୯୩୮ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୭୨୪।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ବିରୋଧ ପ୍ରଦର୍ଶନ କଲେ ଗିରଫ ହେବ’

ଇସଲାମାବାଦ,୬ା୨: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ସୋମବାର ଇମ୍ରାନ ଖାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇମ୍ରାନ ପୁଣିଥରେ ସରକାର ବିରୋଧୀ  ପ୍ରଦର୍ଶନ ଆରମ୍ଭ...

ନ୍ୟୁଜିଲାଣ୍ଡ ହ୍ବାଇଟ୍‌ ଆଇଲାଣ୍ଡରେ ଜ୍ୱାଳାମୁଖୀ ବିସ୍ଫୋରଣ, ବହୁ ପର୍ଯ୍ୟଟକ ଆହତ

ଓ୍ବେଲିଂଟନ୍‌,୯।୧୨: ନ୍ୟୁଜିଲାଣ୍ଡର ସମ୍ବେଦନଶୀଳ ହ୍ବାଇଟ ଆଇଲାଣ୍ଡରେ ସୋମବାର ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆଖପାଖ ଅଞ୍ଚଳ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ବିସ୍ଫୋରଣ ସମୟରେ ଆଖ...

ନିବେଶ ଲାଗି ବ୍ରିକ୍ସ୍‌ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ

ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍‌ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍‌ ବିଜନେସ୍‌ ଫୋରମ୍‌ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ...

ଜନ୍ମ ଦିନର ଉପହାର: ଜୁଲାଇ ୧୨ ତାରିଖ ଘୋଷଣା ହେଲା ‘ମଲାଲା ଦିବସ’

ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ...

ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ...

ମାରିଆପୋଲରେ ପୁଣି ଏକ ସାମୁହିକ କବର ଠାବ, ହଜାରେରୁ ଅଧିକ ମୃତଦେହ ରହିଥିବା ଆଶଙ୍କା…

କ୍ୱିଭ୍‌, ୨୩।୪ : ଧ୍ୱଂସ ହୋଇଥିବା ୟୁକ୍ରେନ ସହର ମାରିଅପୋଲ ବାହାରେ ଆଉ ସାମୁହିକ କବର ଠାବ ହୋଇଛି। ଏନେଇ ସ୍ଥାନୀୟ ନଗରପାଳଙ୍କ ଉପଦେଷ୍ଟା ଏହି...

୧୯୦ ବର୍ଷରେ ପାଦଦେଲା ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ…

ସେଣ୍ଟ ହେଲେନା,୩।୧୨ : ଆନୁଷ୍ଠାନିକ ଭାବରେ ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ ୧୯୦ ବର୍ଷରେ ପାଦ ଦେଇଛି। ଗିନିଜ ୱାଲର୍‌ଡ ରେକର୍ଡ ଏହାକୁ ପୁରାତନ...

ନେପାଳ ରାଷ୍ଟ୍ରପତି ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କାଠମାଣ୍ଡୁ,୮ା୧୦: ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତ୍ରିଭୂବନ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ସଚିବ ଭେଶ ରାଜ ଅଧିକାରୀ କହିଛନ୍ତି,...

Advertisement
Archives

Model This Week