ସେନ୍‌ସେକ୍ସ ବୃଦ୍ଧି: ନିବେଶକ ମାଲାମାଲ୍‌

ମୁମ୍ବାଇ ୯-୮: କେନ୍ଦ୍ର ସରକାର ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବୃଦ୍ଧି କରିଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ ବୋଲି ବିଚାର କରୁଥିବା ସୂଚନା ମିଳିବା ପରେ ଗୁରୁବାର ଷ୍ଟକ୍‌ ମାର୍କେଟରେ ଉଭୟ ସେନ୍‌ସେକ୍ସ ଓ ନିଫ୍ଟିରେ ବୃଦ୍ଧି ଘଟିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ୬୩୬.୮୬ ପଏଣ୍ଟ ବୃଦ୍ଧି ସହ ୩୭,୩୨୭.୮୬ରେ ବନ୍ଦ ହୋଇଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ୧୭୬.୯୫ ପଏଣ୍ଟ ବୃଦ୍ଧି ପାଇ ୧୧,୦୩୨.୪୫ରେ ବନ୍ଦ ହୋଇଛି। ଫଳରେ ନିବେଶକ ମାଲାମାଲ୍‌ ହୋଇଛନ୍ତି। ସେମାନଙ୍କୁ ଗୋଟିଏ ଦିନରେ ପ୍ରାୟ ୧.୯୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ସରଚାର୍ଜକୁ ନେଇ ଉଦ୍‌ବିଗ୍ନ ଏଫ୍‌ପିଆଇ ଷ୍ଟକ ବଜାରରୁ ନିଜର ନିବେଶ ପ୍ରତ୍ୟାହାର ଆରମ୍ଭ କରିବାରୁ ଅଗଷ୍ଟ ୭ ସୁଦ୍ଧା ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଙ୍କ ମାର୍କେଟ କ୍ୟାପିଟାଲ ୧୫୧.୩୫ ଲକ୍ଷ କୋଟିରୁ ୧୩୮.୮୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା...

ଭାରତ ହେବ ମୋବାଇଲ ମାନୁଫାକ୍‌ଚରିଂ ହବ୍‌

ନୂଆଦିଲ୍ଲୀ,୨।୮: ଭାରତ ମୋବାଇଲ ଉତ୍ପାଦନରେ ଏକ ହବ୍‌ ହେବାକୁ ଯାଉଛି। ଉତ୍ପାଦନ ଲାଗି ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ଯୋଜନାର ଲାଭ ନେବାକୁ ୨୨ ନୂଆ...

ପ୍ରବାସୀ ଶ୍ରମିକଙ୍କୁ ସୁଲଭ ଭଡ଼ାଘର

ନୂଆଦିଲ୍ଲୀ,୮।୭ : ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ଛୋଟଛୋଟ ଫ୍ଲାଟ୍‌ଗୁଡିକୁ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କୁ ସୁଲଭ ଭଡ଼ାଘର ଭାବେ ପ୍ରଦାନ କରାଯିବାକୁ...

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ମାଷ୍ଟରସେଫ୍‌ର ଏହି ୩ ବିଚାରପତି, ଜାଣିଲେ ହେବେ…

ନୂଆଦିଲ୍ଲୀ,୪।୧: ଆରମ୍ଭ ହୋଇଛି କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ ଇଣ୍ଡିଆ। ଚଳିତ ଥର ଏଥିରେ ବିଚାରପତି ଭାବେ ସେଫ୍‌ ବିକାଶ ଖାନ୍ନା, ସେଫ୍‌ ରଣବୀର ବ୍ରା,...

ହ୍ବିସିଲ ବ୍ଲୋୟର ମାମଲାରେ ସଲିଲ ପାରେଖଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ,୧୧-୧: ଇନଫୋସିସ ସିଇଓ ସଲିଲ ପାରେଖ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ହ୍ବିସିଲବ୍ଲୋୟର ଅଭିଯୋଗ ଆଣିଥିଲେ। ସିଇଓ ପାରେଖ ଏବଂ ସିଏଫ୍‌ଓ ନିଲଞ୍ଜନ ରାୟଙ୍କ...

ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ଜମା ୬% ହ୍ରାସ

ଜୁରିକ,୨୬।୬ : ଭାରତୀୟ ବ୍ୟକ୍ତି ବିଶେଷ ଏବଂ କମ୍ପାନୀଙ୍କ ସୁଇସ୍‌ ବ୍ୟାଙ୍କ ଜମାରେ ୨୦୧୯ରେ ୬% ହ୍ରାସ ଦେଖାଯାଇଛି। ଏହି ସମୟରେ ଭାରତୀୟ ମାନେ ସୁଇସ...

ଡାଟା ସୁରକ୍ଷା ବିଲ୍‌: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…

ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ...

ଜିଓରେ ଫେସ୍‌ବୁକ୍‌ ଅଂଶଧନ ହାସଲକୁ ସିସିଆଇ ମଞ୍ଜୁରୀ

ନୂଆଦିଲ୍ଲୀ,୨୫।୬ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ୯.୯୯% ଅଂଶଧନ ହାସଲ କରିଛି। ଏହାକୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ବୁଧବାର ମଞ୍ଜୁରୀ...

Advertisement
Archives

Model This Week