ସୂର୍ଯ୍ୟୋପରାଗରେ କରନ୍ତୁ ଏହି ୩ ମନ୍ତ୍ରର ଜପ.. ଟଳିବ ବିପଦ…

ଜୁନ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଦୃଶ୍ୟମାନ। ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ଏହା ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ସ୍ପର୍ଶ: ଦିବା ଘ୧୦।୩୮।୧୦, ଗ୍ରହଣ ମଧ୍ୟ: ଦିବା ୧୨।୨୫।୫୯, ସର୍ବମୋକ୍ଷ: ଦିବା ୦୨।୦୯।୩୦, ଗ୍ରାସମାନ: ୦.୬୪, ଗ୍ରାସ ଅବଧି: ଘ୩।୩୧।୧୯.୬ ହେବ। ଉପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ରାତ୍ରି ୧୦।୩୮।୧୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି।

ତେବେ ସୂର୍ଯ୍ୟୋପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ(ପାକତ୍ୟାଗ ନିଷେଧ) ସମୟରେ କିଛି ମନ୍ତ୍ରର ଜପ କରିପାରିବେ। ଏହାଦ୍ୱାରା ବିପଦ ଟଳିବ।

ମନ୍ତ୍ର:
– ତମୋମୟ ମହାଭୀମ ସୋମସୂର୍ଯ୍ୟବିମର୍ଦନ। ହେମତାରାପ୍ରଦାନେନ ତମ ଶାନ୍ତିପ୍ରଦୋ ଭବଃ।
– ବୁଧୁନ୍ତୁଦ ତମସ୍ତୁଭ୍ୟମ୍‌ ସିଂହିକାନନ୍ଦନାଚ୍ୟୁତ। ଦାନେନାନେନ ନାଗସ୍ୟ ରକ୍ଷା ମା ବେଧଜାଦଭାୟାତ୍‌।
– ଓଁ ଆଦିତ୍ୟାୟ ବିଦ୍‌ମହେ,ଦିବାକରାୟ ଧିମହୀ, ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ମଣିଷ ହୁଏ ଦୁଃଖୀ, ହୋଇଯାନ୍ତୁ ସାବଧାନ

ଜୀବନର ଦୁଃଖ ଏବଂ କଷ୍ଟ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ମଣିଷ ସମସ୍ତ ଯନ୍ତ୍ରଣାରୁ...

ଲେଖିବାବେଳେ ଶିଶୁ ପାଲଟି ଯାଏ

ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର କବିତା,ଗଳ୍ପ, ଭ୍ରମଣ କାହାଣୀ, ଜୀବନୀ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଖୁବ୍‌...

ଶ୍ରାବଣ ମାସରେ ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ଚାକିରି କ୍ଷେତ୍ରରେ ଆସିପାରେ ନୂଆ ଅଫର୍‌

ଆରମ୍ଭ ହୋଇଛି ଶ୍ରାବଣ ମାସ। ଜୁଲାଇ ୨୫ରୁ ଏହା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୨ରେ ଶେଷ ହେବ। ମାସଟି ଭଗବାନ ଶିବଙ୍କ ପ୍ରିୟ ମାସ...

ପୋଟଳରେ ରହିଛି ଏହିସବୁ ଔଷଧୀୟ ଗୁଣ

୧. ପୋଟଳ ଖାଇଲେ ପେଟ ଦରଜ ଭଲ ହେବା ସହ ପାଣି ଜମିବା ସମସ୍ୟାରୁ ମୁକ୍ତି ମିଳିଥାଏ। ୨. ଏଥିରେ ମ୍ୟାଗ୍ନେସିୟମ, ଫସଫରସ୍‌ ଭଳି ପୋଷକତତ୍ତ୍ୱ...

ଆଖିତଳ ଦାଗ ଦୂର କରିବାର ଉପାୟ ଆଖି ତଳର

କଳାଦାଗ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର କ୍ରିମ୍‌ ରହିଛି। ଏହା ସହିତ ବ୍ୟୁଟି ପାର୍ଲରରେ ବି ବିଭିନ୍ନ ପ୍ରକାରର ଉପଚାର କରିହୁଏ। ତେବେ ଏହି...

ବିବାହ ପରେ କ୍ୟାରିୟର

ବିବାହ ପରେ ନାରୀ ଜୀବନରେ ଆସିଥାଏ ଅନେକ କିଛି ପରିବର୍ତ୍ତନ। ପରିବର୍ତ୍ତିତ ସମୟ ସହ କେତେଜଣ ସାଲିସ କରି ନିଅନ୍ତି ତ ଆଉ କେତେଜଣ ନିଜେ...

ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍‌ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି...

ନୂଆ ଅଫିସ୍‌କୁ ଯାଉଥିଲେ…

ନୂଆ ଅଫିସ୍‌ରେ ଯୋଗ ଦେଉଥିଲେ ସେଠାକାର ମାହୋଲ୍‌ରେ ଆଡ୍‌ଜଷ୍ଟ୍‌ କରିବାକୁ ପଡିଥାଏ। ଯଦି ଆପଣ କୌଣସି ଅଫିସ୍‌ରେ ଯୋଗ ଦେଉଛନ୍ତି, ତେବେ ଜାଣି ରଖନ୍ତୁ କିଛି...

Advertisement
Archives

Model This Week