Posted inଜାତୀୟ

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମୃତ ମାଓବାଦୀ ହେଉଛନ୍ତି ମଡକମ ହିଡମା। ତାଙ୍କୁ ଧରାଇଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ୨ଟି ମାରଣାସ୍ତ୍ର ଜବତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ଛତିଶଗଡ଼ର ୨ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି ମୁଁ ଅପରାଧ କରିଛି, ଗିରଫ କର’

ରାଞ୍ଚି,୩।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ସେ ଇଡିକୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବେଆଇନ...

ଜାତୀୟ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପାଲି,୫।୧: ରାଜସ୍ଥାନର ପାଲି ଜିଲା ଅନ୍ତର୍ଗତ ନିମ୍ବଲି ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ୧୮ତମ ଜାତୀୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ...

ସିବିଆଇକୁ ଭର୍ସନା, କେତେଜଣଙ୍କୁ ଦଣ୍ଡ ଦେଇଛ ପଚାରିଲେ ଏସ୍‌ସି…

ନୂଆଦିଲ୍ଲୀ,୪।୯: ସିବିଆଇର କାର୍ଯ୍ୟ ଶୈଳୀ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ଶନିବାର ଏକ ମାମଲାର ଶୁଣାଣି ସମୟରେ ଭର୍ସନା କରିବା ସହିତ କଠୋର ପ୍ରଶ୍ନ ପଚାରିଛନ୍ତି। ସୁପ୍ରିମକୋର୍ଟ...

କାମ ନ ଥାଇ ଘରୁ ବାହାରିଲେ ଜରିମାନା ୧୦ ହଜାର…

ମୁମ୍ବାଇ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ମହାରାଷ୍ଟ୍ରରେ କରୋନା ସ୍ଥିତି...

ଜିଅନ୍ତା ସାପକୁ ଗିଳିଦେଲା ଏକ ବର୍ଷର ଶିଶୁ: ଲାଞ୍ଜ ଦେଖିବା ପରେ ମା’ କଲେ ଏପରି..

ବରେଲି,୬।୯: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁ ଖେଳୁ ଖେଳୁ ଏକ ସାପକୁ ଗିଳି ଦେଇଥିଲା। ହେଲେ ତାଙ୍କ...

ଲଗାଣ ବର୍ଷା ଯୋଗୁ ଧୋଇଗଲା ୪୦ବର୍ଷର ପୁରୁଣା ପୋଲ

ଗାନ୍ଧୀନଗର, ୭।୧୦: ଗୁଜରାଟ ଜୁନାଗଡରେ ଲଗାଣ ବର୍ଷା ଯୋଗୁ ରବିବାର ୬୦ଫୁଟ ଲମ୍ବାର ପୋଲ ଧୋଇ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁ ବହୁ କାର ଖାଲ...

ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ,ଡେଲ୍‌ଟା ଭାରିଆଣ୍ଟ୍‌ ଯୋଗୁ ଏକ୍ଟୋପିକ୍‌ ଗର୍ଭାବସ୍ଥା ଅଧିକ ସୃଷ୍ଟି ହେଉଛି…

ନୂଆଦିଲ୍ଲୀ, ୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ୪୦୦ରୁ ଅଧିକ କରୋନା ଭାରିଆଣ୍ଟ୍‌ ଦୃଷ୍ଟିଗୋଚର ହୋଇ ସାରିଛି। ସେଥିମଧ୍ୟରୁ କେବଳ ଅଳ୍ପ କିଛି ଜନସ୍ବାସ୍ଥ୍ୟ...

ଠକ୍‌ ଠକ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଗିରଫ: ଗାଡ଼ିରେ ଲାଲ୍‌ ରଙ୍ଗ ପକାଇ କରୁଥିଲେ ଲୁଟ୍‌

ମିରଟ, ୬।୯: ଗାଡ଼ିରେ ଲାଲ୍‌ ରଙ୍ଗ ପକାଇ ଲୁଟ୍‌ କରୁଥିବା ଠକ୍‌ ଠକ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟଙ୍କୁ ଉତ୍ତରପ୍ରଦେଶର ମିରଟ ପୋଲିସ ଗିରଫ କରିଛି। ଏହି...

Advertisement
Archives

Model This Week