ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଅମରା ଓ ରାଟିଣୀ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ ସୁଦ୍ଧା ଏହି ହାତୀଗୁଡିକ ଆନ୍ଧ୍ରର ବସନ୍ଧରା ଏବଂ ଓଡିଶାର ଭିନୋଳା, ବାପୁଜୀ ପେଣ୍ଠ ଅଞ୍ଚଳ ଦେଇ ଆନ୍ଧ୍ରର ସୀମାନ୍ତବର୍ତ୍ତୀ ମିଳିଆପୁଟି ନିକଟବର୍ତ୍ତୀ ଜଙ୍ଗଲରେ ରହିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ହାତୀଙ୍କ ପାଇଁ କୌଣସି ସ୍ଥାନରେ କ୍ଷୟକ୍ଷତି ଘଟିନାହିଁ। ବିଗତ ବର୍ଷ ଗଜପତି ଜିଲାର ମହେନ୍ଦ୍ରଗିରି, ରାୟଗଡ, ଗୋଷାଣୀ ଏବଂ ପାରଳାଖେମୁଣ୍ଡି ଉପକଣ୍ଠ ସେଞ୍ଚରିଆନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ପାହାଡିଆ ଅଞ୍ଚଳରେ କେତେକ ହାତୀଙ୍କୁ ଦେଖିବାକୁ ମିଳିଥିଲା। ସେ ସମୟରେ ହାତୀମାନେ ଅନେକ ଫସଲ କ୍ଷୟକ୍ଷତି ଘଟାଇଥିଲେ। ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସେମାନେ ଜିଲାର ବିଭିନ୍ନ ଜଙ୍ଗଲରେ ରହିଥିଲେ। ତେବେ ହାତୀଙ୍କ ପାଇଁ କୌଣସି କ୍ଷତି ଘଟି ନ ଥିଲେ ମଧ୍ୟ ଅଞ୍ଚଳବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗିରି ଜଳକୁଣ୍ଡରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ରାୟଗଡ଼ା,୨୬।୩(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମହକୁମାସ୍ଥିତ ଐତିହାସିକ ଶୈବପୀଠ ଦେବଗିରି ପାହାଡ଼ରୁ ପୋଲିସ ରବିବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତା ଛାତ୍ରୀ...

କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା

ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ...

ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି...

ପାଣିରେ ବୁଡ଼ି ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ : କର୍ମଚାରୀଙ୍କ ଅବହେଳା ଅଭିଯୋଗ, ଉତ୍ତେଜନା

କୋରୁକୋଣ୍ଡା,୧୫।୭(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଗଙ୍ଗଲା ଆବାସିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବାବେଳେ ପାଣିରେ ବୁଡ଼ି...

ଲିଫ୍ଟ ଇରିଗେଶନ ଅଫିସ ନିକଟ ଧାନ ଜମିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ

ଗୁଣପୁର,୧।୧୦(ଡି.ଏନ୍‌.ଏ.): ରାୟଗଡା ଜିଲା ଗୁଣୁପୁର ଥାନା ଲିଫ୍ଟ ଇରିଗେଶନ ଅଫିସ ନିକଟରେ ଥିବା ଧାନ ଜମି ଭିତରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ...

ହୋଇପାରିଲାନି ଇନ୍ଦ୍ରାବତୀ ପ୍ରକଳ୍ପ ହାଇସ୍କୁଲ ହସ୍ତାନ୍ତର ପ୍ରକ୍ରିୟା

ତେନ୍ତୁଳିଖୁଣ୍ଟି,୧୭ା୬(ଚିଦାନନ୍ଦ ସାହୁ) ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଶୁକ୍ରବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ହସ୍ତାନ୍ତର ହେବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ...

ନିଜର ସ୍ବାର୍ଥକୁ ବଳିଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବା ଆବଶ୍ୟକ: ମନ୍ତ୍ରୀ ଅତନୁ ସବ୍ୟସାଚୀ

ରାୟଗଡା,୧୫।୮(ଭାଗ୍ୟଶ୍ରୀ ମିଶ୍ର): ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଖାଉଟି...

Advertisement
Archives

Model This Week