Posted inଜାତୀୟ

ସିବିଏସ୍‌ଇ ବଢାଇଲା ପରୀକ୍ଷା ଫି’

ନୂଆଦିଲ୍ଲୀ,୧୧।୮: ସିବିଏସଇ ବଢାଇଲା ପରୀକ୍ଷା ଫି’। ସିବିିଏସ୍‌ଇ ଅଧିନରେ ପଢୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢାଇ ଦିଆଯାଇଛି। ଫଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସେମାନଙ୍କୁ ୫୦ ଟଙ୍କା ବଦଳରେ ଏବେ ୧୨୦୦ ଟଙ୍କା ଦେବାକୁ ହେବ। ସେହିପରି ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ମଧ୍ୟ ବଢାଇ ଦିଆଯାଇଛି। ସେମାନଙ୍କୁ ଏବେ ୭୫୦ଟଙ୍କା ପରିବର୍ତ୍ତେ ଏବେ ୧୫୦୦ ଟଙ୍କା ଫି’ ଦେବାକୁ ପଡିବ। ଫି’ ନ ଦେଲେ ପରୀକ୍ଷା ବସିବାକୁ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୮ା୯(ପି.ଟି.): ମେଘାଳୟକୁ ବଦଳି କରାଯିବାରୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ କେ. ତାହିଲରମଣୀ ଇସ୍ତଫା ଦେଇଛନ୍ତି। ବଦଳିର ପୁନର୍ବିଚାର ପାଇଁ ସେ କରିଥିବା ଅନୁରୋଧକୁ...

ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୨୨ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ...

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା...

କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ପୁରସ୍କାର: ଭାଜପାରେ ସମ୍ମାନ, ମିଳିବ ମନ୍ତ୍ରୀପଦ !

ନୂଆଦିଲ୍ଲୀ, ୧୦।୩: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆ ମୋଡ଼ ଆସିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିଛନ୍ତି। ସେ ଏବେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ତାଙ୍କୁ...

ପର୍ବପର୍ବାଣୀ ସମୟରେ ବିନା ସଙ୍କୋଚରେ ରାଜ୍ୟ ସରକାର ଲଗାଇ ପାରିବେ ଲକଡାଉନ୍‌: କେନ୍ଦ୍ର

ନୂଆଦିଲ୍ଲୀ,୫ ।୮: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କିଛି ରାଜ୍ୟରେ କମ୍ ହୋଇଥିବା ବେଳେ କିଛି ରାଜ୍ୟରେ କିନ୍ତୁ ପୁଣିଥରେ ଏହା ବୃଦ୍ଧି ପାଇବା...

ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍‌ରେ କାମ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...

ଦିଲ୍ଲୀରେ ରହିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଯୋଗୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ରହିବେ। ଡାକ୍ତରଙ୍କ ପରାମର୍ଶରେ ଏକ ଅନୁକୂଳ...

ଶିଳ୍ପ ନୁହେଁ, ଦାଢ଼ି ବଢ଼ାଉଛନ୍ତି ମୋଦି

କୋଲକାତା,୨୬।୩ : ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ନିକଟରେ...

Advertisement


Archives

Model This Week