ସାବିତ୍ରୀ ପାଳିଲେ ଚୌଦ୍ୱାର ଜେଲରେ ଥିବା ମହିଳା

ଚୌଦ୍ୱାର,୨୨।୫(ଡି.ଏନ୍‌.ଏ): ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ କୌଣସି କାରଣରୁ ଜେଲରେ ଥିବା ମହିଳା କଏଦୀମାନେ ମଧ୍ୟ ଏହି ପୂଜା କରିଥାନ୍ତି। ଏବେ କରୋନା ପାଇଁ ଜେଲରେ ଥିବା କଏଦୀଙ୍କୁ ଦେଖା କରିବା ପାଇଁ ପରିବାର ଲୋକଙ୍କୁ ଅନୁମତି ମିଳୁନାହିଁ। ତେବେ କଟକ ଜିଲା ଚୌଦ୍ୱାର ଜେଲରେ ଥିବା ୪୦ଜଣ ମହିଳାଙ୍କ ପାଇଁ ଜେଲ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଛନ୍ତି। ଜେଲ ପକ୍ଷରୁ ସେମାନଙ୍କ ପାଇଁ ଶାଢ଼ୀ, ଶଙ୍ଖା ଓ ଫଳ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ରଖି ବିନା ବ୍ରାହ୍ମଣରେ ମହିଳାମାନେ ଏହି ପୂଜା କରିଥିବା ଚୌଦ୍ୱାର ଜେଲର ଅବିନାଶ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ପାଇଁ ଦେଲେ ଜୀବନ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଢିଙ୍କିଆ ଗ୍ରାମର ଜଣେ ଯୁବକ ଶୁକ୍ରବାର ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ରେମାଳ ଡ୍ୟାମ୍‌ରେ ବୁଡ଼ି ପ୍ରାଣ...

ଭୋଜି କରି ୭ ହଜାର ତଣ୍ଡ ଗଣିଲେ ଆୟୋଜକ

ରୂପ୍‌ସା,୬।୫(ଡି.ଏନ.ଏ.)  କରୋନା ସ୍ଥିତି ଜଟିଳ ହେଉଥିବାରୁ କଡ଼ାକଡ଼ି ଭାବେ କଟକଣା ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା...

କଳ୍ପନାଙ୍କ କୀର୍ତ୍ତିକୁ ମିଳିନି ନ୍ୟାୟ

ଢେଙ୍କାନାଳ ଅଫିସ, ୨୨।୭: ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଯଶକୀର୍ତ୍ତିକୁ ଉଚିତ ନ୍ୟାୟ ମିଳିନାହିଁ। ଏପରି ଜଣେ ନିଆରା ପ୍ରତିଭାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଉପଯୁକ୍ତ...

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ...

ଡିଜେଲ ସରିଯିବାରୁ କାମ କଲାନି ଏସି: ୨ ଘଣ୍ଟା ଅଟକିଲା ଟ୍ରେନ

ବାଲେଶ୍ୱର ଅଫିସ, ୨୨।୮-ବାଲେଶ୍ୱର ରେଳଷ୍ଟେଶନର ୨ ନମ୍ବର ପ୍ଲାଟଫର୍ମରେ ଯଶୋବନ୍ତପୁର-କାମାକ୍ଷା ଏକ୍ସପ୍ରେସ୍‌ ଟ୍ରେନ୍‌ (ନଂ. ୧୨୫୫୨) ରୁ ଡିଜେଲ ସରିଯିବାରୁ ସମସ୍ତ ଏସି କାମ କରି...

୧୪୨ତମ ଗୋପବନ୍ଧୁ ଜୟନ୍ତୀ: ଚଳଚଞ୍ଚଳ ଜନ୍ମପୀଠ ସୁଆଣ୍ଡୋ, ସତ୍ୟବାଦୀ; ଅପରାହ୍ନରେ ପହଞ୍ଚିବେ ରାଜ୍ୟପାଳ

ସାକ୍ଷୀଗୋପାଳ,୯।୧୦(ଡି.ଏନ୍‌.ଏ.)- ନିସ୍ବାର୍ଥପର ଜନସେବୀ, ଓଡ଼ିଆଜାତିର ଦରଦୀ ପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୨ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସମାବେଶକୁ ନେଇ ପୁଣ୍ୟାତ୍ମାଙ୍କ ଜନ୍ମପୀଠ...

ବିଜେପୁର ଉପନିର୍ବାଚନ : ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.) : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନ ମଣ୍ଡଳିର ୨୮୫ଟି ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା...

ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ

କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ...

Advertisement
Archives

Model This Week