Posted inଖେଳ

ସଚିନଙ୍କ ପ୍ରଥମ ପ୍ରେମ ନୁହନ୍ତି ଅଞ୍ଜଳୀ

ମୁମ୍ବାଇ,୧୪।୨- ଶୁକ୍ରବାର ଭାଲେନଟାଇନ୍ସ ଦିବସ ଅବସରରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୁଇଟରରେ ଏକ ଭିଡିଓ ଶେୟାର କରି ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ତାଙ୍କ ପ୍ରଥମ ପ୍ରେମ ନୁହନ୍ତି ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଭିଡିଓର କ୍ୟାପଶନରେ ମୋ ପ୍ରଥମ ପ୍ରେମ ବୋଲି ସେ ଲେଖିଛନ୍ତି। ତେବେ କ୍ରିକେଟ ହିଁ ତାଙ୍କ ପ୍ରଥମ ପ୍ରେମ। ଉକ୍ତ ଭିଡିଓରେ ପୂର୍ବତନ ଭାରତୀୟ ଅଧିନାୟକ ସଚିନ ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ରବିବାର ତେନ୍ଦୁଲକର ଦୀର୍ଘ ୬ ବର୍ଷ ପରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିଥିଲେ।
୨୦୧୩ରେ ଅବସର ଘୋଷଣା କରିଥିବା ସଚିନଙ୍କୁ ଏକ ଚ୍ୟାଲେଞ୍ଜରେ ବୋଲିଂ କରିଥିଲେ ଅଷ୍ଟ୍ରେଲିଆ ମହିଳା ଦଳର ଅଲରାଉଣ୍ଡର ଏଲିସେ ପେରି। ଆସନ୍ତା ମାର୍ଚ୍ଚ ୭ ତାରିଖରେ ସେ ପୁଣି ପଡ଼ିଆକୁ ଓହ୍ଲାଇ ରୋଡ ସେଫଟି ବିଶ୍ୱ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ: ଲଞ୍ଚ୍‌ ସୁଦ୍ଧା ଭାରତ ୧୪୪/୭

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଶନିବାର ଦ୍ୱିତୀୟ...

ଜିତିଲା ଟିମ୍‌ ଇଣ୍ଡିଆ; ଚମକିଲେ ପଦାର୍ପଣକାରୀ ଖେଳାଳି

ପୁଣେ,୨୩।୩: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ ଦିନିକିଆ ସିରିଜ୍‌ ଆରମ୍ଭ କରିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ କ୍ରିକେଟରେ ଖେଳାଯାଇଥିବା ପ୍ରଥମ...

ରୋହିତଙ୍କ କୀର୍ତ୍ତିମାନ

ଧର୍ମଶାଳା,୨୭।୨: ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଅନ୍ତିମ...

ଆଜି ଘରୋଇ ପଡିଆରେ ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ

ଲକ୍ଷ୍ନୌ,୧୬।୫: ଆଇପିଏଲ ୨୦୨୩ର ୬୩ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମୁହାଁମୁହିଁ ହେବେ। ଏହି ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ...

ଭାରତର ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବା ଆଶା ଚୂରମାର୍‌

ଆଡିଲେଡ,୧୦।୧୧: ଭାରତର ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବା ଆଶ ଶେଷରେ ଚୂରମାର୍‌ ହୋଇଛି। ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ଭାବେ ପରାଜୟ ହୋଇଛି ଭାରତ। ୧୬୯ ରନ୍‌ର...

ପୁଡୁଚେରୀ କ୍ରିକେଟ ଟିମ୍‌ ମୁଖ୍ୟ କୋଚ୍‌ ହେଲେ ସାଲ୍‌ଭି

ଚେନ୍ନାଇ/ମୁମ୍ବାଇ, ୪ା୬ (ପି.ଟି.)-ଭାରତର ପୂର୍ବତନ ସିମ୍‌ ବୋଲର ଆବିଷ୍କାର ସାଲ୍‌ଭି ଆସନ୍ତା ଘରୋଇ ସିଜନ ପାଇଁ ପୁଡୁଚେରୀ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିତାଲି

ନୂଆଦିଲ୍ଲୀ,୮।୬: ଭାରତୀୟ ମହିଳା କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯...

ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି...

Advertisement
Archives

Model This Week