Posted inVideo

ଲକଡାଉନ- ବଢିଲା ଅସହାୟଙ୍କ ଦୁଃଖ | Lockdown leaves poor stranded and hungry

Featured Video Play Icon

ସାରା ଦେଶ ଏବେ ୨୧ ଦିନ ଲାଗି ଲକଡାଉନ । ରାସ୍ତାଘାଟ ଜନଶୂନ୍ୟ । ଦୋକାନ ବଜାରରେ ତାଲା ଝୁଲୁଛି । ଏହାପରେ ଅସହାୟ ଓ ରାସ୍ତା କଡରେ ବଂଚୁଥିବା ମଣିଷଙ୍କ ପାଇଁ ଏବେ ଜୀବନ ଯେମିତି ପାଲଟିଯାଇଛି ଦୁର୍ବିସହ । ଲକଡାଉନ ଅବଧି ପୁରିବାକୁ ଆହୁରି ୧୫ ଦିନ ଥିବାରୁ ସେମାନେ କେମିତି ବଞ୍ଚିବେ ତାହାକୁ ନେଇ ସେମାନଙ୍କ ଚିନ୍ତା ବଢିଯାଇଛି ।

 

Some of India’s legions of poor suddenly thrown out of work by a nationwide stay-at-home order are stranded and hungry without food. The unplanned lockdown has heaped further hardship on the quarter of the population who live below the poverty line and the 1.8 million who are homeless. Food has become first concern than the virus. Untold numbers are now out of work and have been left struggling to eat.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ମଡେଲ ମିରର

Model Mirror: Photography | Studio Dharitri | Dharitri Live For the first time in the state, Odisha’s popular newspaper...

Featured Video Play Icon

Sushma Swaraj passes away । ଚିର ନିଦ୍ରାରେ ସୁଷମା

Former External Affiars Minister of India and BJP heavyweight Sushma Swaraj is no more. She passed away Tuesday night...

Featured Video Play Icon

Let’s explore Balasore temples | ଚାଲ ବୁଲିବା ବାଲେଶ୍ୱରର ପ୍ରମୁଖ ମନ୍ଦିର

For nature lovers the Balasore has a plethora of tourist attractions like Panchalingeshwar, Emami Jagannath Temple, Khirachira Gopinath Temple,...

Featured Video Play Icon

ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ଵରରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ମୃତ ମହିଳାଙ୍କ ଶରୀରର ଏକାଧିକ ଜାଗାରେ କ୍ଷତ ଚିହ୍ନ ରହିଛି। ସେହିପରି ଅନ୍ୟଜଣେ ଗୁରୁତର...

Featured Video Play Icon

ଚିନ୍ତା ବଢାଉଛନ୍ତି ପଙ୍ଗପାଳ

କରୋନା ମହାମାରି ପାଇଁ ସାରା ଦେଶ ଚିନ୍ତାରେ ଥିବା ବେଳେ ଏବେ ଚାଷୀକୂଳ ଲାଗି ଆଉ ଏକ ସଙ୍କଟ ଆସି ପହଞ୍ଚିଛି । ତାହା ହେଉଛି...

Featured Video Play Icon

ଓଡ଼ିଆ ଭାଷାକୁ ପୋଲିସର ଅଣଦେଖା

ଓଡ଼ିଆ ଭାଷାରେ ଓଡ଼ିଆ ଶାସନ ହେବ। ଏଥିସହ ଆଇନ ଉଲଘଂନକାରୀଙ୍କୁ ଦଣ୍ଡ ବିଧାନ ହେବା ନେଇ ରାଜ୍ୟ ସରକାର ଆଇନ ପରିତ କରିଛନ୍ତି। ରାଜଧାନୀର ବିଭିନ୍ନ...

Featured Video Play Icon

ଭୁବନେଶ୍ୱରରେ କିଭଳି ଚାଲିଛି ମା’ଙ୍କ ପୂଜା

ରାଜଧାନୀରେ ଏଥର କରୋନା କଟକଣା ମଧ୍ୟରେ ଦଶହରା ପୂଜା କରାଯାଉଛି । ପ୍ରତ୍ୟେକ ବର୍ଷ ଭଳି ଏଥର କିନ୍ତୁ ସୁଉଚ୍ଚ ତୋରଣ ପ୍ରସ୍ତୁତ କରାଯାଇନାହିଁ ।...

Featured Video Play Icon

New Year Wishes From Ollywood । ଓଲିଉଡ ଷ୍ଟାରଙ୍କ ନୂଆବର୍ଷ ଶୁଭେଛା

The excitement to welcome New Year 2020 is quite high among everyone. Celebrities are no exception. As the world...

Advertisement
Archives

Model This Week