Posted inଜାତୀୟ

ରାହୁଲ ମୁହଁ ଖୋଲିଲେ: ସରକାରଙ୍କ ନିଷ୍ପତ୍ତିି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସୃଷ୍ଟି କରିଛି ବିପଦ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଏହାଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥାର ମଧ୍ୟ ଉଲ୍ଲଂଘନ ହୋଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସୋମବାର ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଥିଲେ। ତେବେ ଏହାର ଗୋଟିଏ ଦିନ ପରେ ରାହୁଲ ଏହି ପ୍ରସଙ୍ଗରେ ନିଜର ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ପଛରେ ବାଇକ୍‌ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ

ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ...

ଭାରତରେ ଓମିକ୍ରନ୍‌ର ରହୁଛି ଏସବୁ ଲକ୍ଷଣ..

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀ ବେଳକୁ ବେଳ ମାରାତ୍ମକ ହେବାରେ ଲାଗିଛି । ଏବେ ଏହାର ନୂଆ ଭାରିଏଣ୍ଟ ଆଫ୍ରିକାରେ କାୟା ବିସ୍ତାର କରିଥିବା ବେଳେ...

ଓ୍ବାଇଏସ୍‌ଆର୍‌ସି ନେତାଙ୍କୁ ଛୁରିଭୁସି ହତ୍ୟା

ଶ୍ରୀକାକୁଲମ,୭।୧୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ନେତାଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ବରତମ ରାମଶେଶୁ(୫୨) ଗାରା ଏମ୍‌ପିପିର ଉପସଭାପତି ଏବଂ ଶ୍ରୀକାକୁଲମ...

‘ଗୋଲି ମାରୋ’ ସ୍ଲୋଗାନ ଦେଇ ୬ ଗିରଫ

ନୂଆଦିଲ୍ଲୀ,୧।୩(ପି.ଟି.): ଦିଲ୍ଲୀର ସବୁଠୁ ବ୍ୟସ୍ତ ରାଜୀବ ଚୌକ ମେଟ୍ରୋ ଷ୍ଟେଶନରେ ଶନିବାର ସକାଳେ ‘ଗୋଲି ମାରୋ’ ସ୍ଲୋଗାନ ଦେଇଥିବା ୬ ଜଣ ଯୁବକଙ୍କୁ ମେଟ୍ରୋ କର୍ମଚାରୀ ଓ...

କରୋନା ସ୍ଥିତି ସମୀକ୍ଷା କଲେ ମୋଦି-ଶାହା

ନୂଆଦିଲ୍ଲୀ,୨୪।୧୧: କରୋନା ମହାମାରୀ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକରେ ଯୋଗଦେଇ ସ୍ଥିତି...

୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶମିକଙ୍କ ଖାତାରେ ହଜାରେ ଲେଖାଏ ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଉତ୍ତରପ୍ରଦେଶ ସରକାର ଶନିବାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

୫ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବେ ଜଗନ ମୋହନ

ଅମରାବତୀ,୭।୬: ଆନ୍ଧ୍ର୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବାକୁ ଯାଉଛନ୍ତି ଜଗନ ମୋହନ ରେଡ୍ଡି।...

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ପୂଜା ଭଟ୍ଟ

ହାଇଦ୍ରାବାଦ,୨ା୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ବୁଧବାର ନିର୍ଦ୍ଦେଶିକା ତଥା ପ୍ରଯୋଜିକା ପୂଜା ଭଟ୍ଟ ସାମିଲ ହୋଇଛନ୍ତି। ହାଇଦ୍ରାବାଦରେ ରାହୁଲ ପଦଯାତ୍ରା...

Advertisement
Archives

Model This Week