Posted inଜାତୀୟ

ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ବି ରୋମାଞ୍ଚକର

ନୂଆଦିଲ୍ଲୀ,୧୨।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେବାପରେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜାରି ରହିଛି। ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ବେଶ୍‌ ରୋମାଞ୍ଚକର। ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ସିନ୍ଧିଆ ହେଉଛନ୍ତି ଗୁଜରାଟ ବଡ଼ୌଦାର ଗାଏକ୍ୱାଡ୍‌ ମରାଠା ରାଜବଂଶର ଝିଅ। ୧୯୯୧ରେ ଦୁହିଁଙ୍କର ସାକ୍ଷାତ୍‌ ଜଣେ ବନ୍ଧୁଙ୍କ ପାର୍ଟିରେ ହୋଇଥିଲା। ପ୍ରଥମ ଦେଖାରେ ଜ୍ୟୋତିରାଦିତ୍ୟ ପ୍ରିୟଦର୍ଶିନୀଙ୍କୁ ଭଲ ପାଇ ବସିଥିଲେ। ଏହାପରେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ୍‌ ଫୋନ୍‌ ଆଦି ଜାରି ରହିଥିଲା। ପରେ ୧୯୯୪ ଡିସେମ୍ବର ୧୨ରେ ପ୍ରିୟଦର୍ଶିନୀ-ଜ୍ୟୋତିରାଦିତ୍ୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସେମାନଙ୍କର ଝିଅଙ୍କ ନାମ ଅନନ୍ୟା ରାଜେ ସିନ୍ଧିଆ ଏବଂ ପୁଅ ହେଉଛନ୍ତି ମହାଆର୍ଯ୍ୟମନ ସିନ୍ଧିଆ। ମହାଆର୍ଯ୍ୟମନ ପିତାଙ୍କ ଗତ ୨ ଦିନ ଧରି ପିତାଙ୍କ ରାଜନୈତିକ ପଟ୍ଟପରିବର୍ତ୍ତନ ସମ୍ପର୍କରେ ସୋସିଆଲ ମିଡ଼ିଆରେ ବହୁ କମେଣ୍ଟ ଦେବା ସହିତ ବେଶ୍‌ ସକ୍ରିୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି...

ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ଏଲ୍‌ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍‌ ଗସ୍ତ ପରେ...

କରୋନା ଔଷଧ ୨-ଡିଜିର ପାଉଚ ପିଛା ଦାମ ୯୯୦ ଟଙ୍କା

ନୂଆଦିଲ୍ଲୀ,୨୮।୫: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ୨-ଡିଜିର ମୂଲ୍ୟ ଶୁକ୍ରବାର...

ସୋମବାର ଇଦ୍‌

ନୂଆଦିଲ୍ଲୀ,୨୪।୫: ଭାରତରେ ଇଦ୍‌ ଉଲ୍‌-ଫିତର ସୋମବାର ପାଳିତ ହେବ। ଶନିବାର ଆକାଶରେ ଚନ୍ଦ୍ର ଦେଖା ନ ଦେବାରୁ ୨୫ରେ ଇଦ୍‌ ପାଳନ ଲାଗି ଦିଲ୍ଲୀ ଜାମା...

ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନେ ପୁଣି କୋର୍ଟ ପହଞ୍ଚିଛନ୍ତି। ଏମାନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଶୁକ୍ରବାର ପୁଣିଥରେ ପଟିଆଲା ହାଉସ କୋର୍ଟ...

ମହାରାଷ୍ଟ୍ରରେ ରାସାୟନିକ କାରଖାନାରେ ବିସ୍ଫୋରଣ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ଘଟିଛି। ସ୍ଥାନୀୟ ଶିରପୁରଠାରେ ଥିବା ଏହି କାରଖାନାରେ ପୂର୍ବାହ୍ନ ୯ଟା ୧୫ରେ...

ଘର ବାହୁଡ଼ା ପରେ ହଟିଲା ଜେଡ୍‌ ସିକ୍ୟୁରିଟି

କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର...

Advertisement


Archives

Model This Week

Why Dharitri