Posted inଜାତୀୟ

ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୯୦ରେ ପହଞ୍ଚିଲା

ନୂଆଦିଲ୍ଲୀ,୨୫।୫: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ଏବେ କଣ୍ଟେନମେଣ୍ଟ ଜାନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୯୦ରେ ପହଞ୍ଚିଛି। ୪୧ ନୂଆ ଜୋନ୍‌ ସାମିଲ ହେବା ପରେ ଏବେ ଏହା ୯୦ରେ ପହଞ୍ଚିଛି। ରାଜଧାନୀରେ ସୋମବାର ସୁଦ୍ଧା ୧୪,୦୫୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬,୭୭୧ ଜଣ ସୁସ୍ଥ ହୋଇ ସାରିଲେଣି ଓ ୨୭୬ ଜଣଙ୍କ ମୃତ୍ୟୁ ହେଲାଣି। ତେବେ ଲକ୍‌ ଡାଉନ ସମୟରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟାରେ ବୃଦ୍ଧି ଘଟିବା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଙ୍କ ସଂଖ୍ୟା ୩ ହଜାର ଟପିଲା, ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଖ୍ୟା ଜାରି କଲେ ମୋଦି

ନୂଆଦିଲ୍ଲୀ,୯।୪: ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା...

‘ଆତଙ୍କବାଦକୁ ଅସ୍ତ୍ର କରି ଭାରତ ସହ କଥାବାର୍ତ୍ତା ଅସମ୍ଭବ’: ଏସ ଜୟଶଙ୍କର

ନୂଆଦିଲ୍ଲୀ,୩୧ ।୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ ଉପରେ ଆକ୍ରମଣ କରି ବୈଦେଶିକ...

ଗଛରେ ପିଟି ହେଲା କାର୍‌: ୩ ଜୀବନ୍ତ ଦଗ୍ଧ

ବିଳାସପୁର,୨୨।୧: ଛତିଶଗଡ଼ର ବିଳାସପୁର ଜିଲାରେ ଏକ କାର୍‌ ଗଛରେ ପିଟି ହୋଇ ଜଳିଯିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖଇରା-ପୋଦି ଗ୍ରାମ ନିକଟରେ ଏହି...

ଭାଜପା ରାଲିରେ ଫୁଟିଲା ଗୁଳି

ବେଙ୍ଗାଲୁରୁ,୧୮।୮ : ଭାଜପାର ଜନ ଆଶୀର୍ବାଦ ଯାତ୍ରା ବେଳେ ଯାଦଗିରଠାରେ କିଛି କର୍ମୀ ଫାଙ୍କା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

କମୁଛି ଯମୁନା ଜଳସ୍ତର, ଦିଲ୍ଲୀରେ ପୁଣି ବର୍ଷା

ନୂଆଦିଲ୍ଲୀ/ଗାଜିଆବାଦ,୧୬।୭: ଯମୁନା ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାବେଳେ ରାଜଧାନୀ ଦିଲ୍ଲୀରେ ଶନିବାର ପୁଣି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ମୁତାବକ ଆଗାମୀ...

ତେଜସ୍ବୀଙ୍କୁ ସୁଶିଲ ମୋଦିଙ୍କ ପ୍ରଶ୍ନ: ଚାକିରି ନ କରି ବି ୫ କୋଟିରୁ ଅଧିକ ସମ୍ପତ୍ତି

ପାଟନା, ୧୫।୧୦: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଇତିମଧ୍ୟରେ ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ରାଘୋପୁର ଆସନ ପାଇଁ ନାମାଙ୍କନ ପତ୍ର...

ବାମ ସଙ୍ଗଠନ ଦଖଲରେ ଜେଏନ୍‌ୟୁ

ନୂଆଦିଲ୍ଲୀ,୧୭ା୯(ପି.ଟି.): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)କୁ ବାମପନ୍ଥୀ ଛାତ୍ର ସଙ୍ଗଠନଗୁଡ଼ିକ ଦଖଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ୪ ପ୍ରମୁଖ ପଦବୀରେ ଆଇଏଏସ୍‌ଏ, ଏସ୍‌ଏଫ୍‌ଆଇ,...

ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଅ:ଏଏପି

ନୂଆଦିଲ୍ଲୀ,୨୧ା୪: ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀରେ କ୍ଷମତାସୀନ...

Advertisement
Archives

Model This Week