Posted inUncategorized

ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୧ା୧୧-ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ କାମ୍ପସାହିର ପଞ୍ଚାନନ ଗୌଡ଼। ମାମଲା ନଂ.୨୩୩/୧୯ ଅନୁସାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ପଞ୍ଚାନନ ଅନ୍ୟ ଜିଲାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ଆଣି ସୋମନାଥନଗରରେ ଘରଭଡା ନେଇ ରହିଥିଲେ। ଏପରିକି ତାଙ୍କଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ କୌଶଳକ୍ରମେ ନେଇଯାଇଥିଲେ। ସମ୍ପୃକ୍ତ ଯୁବତୀ ଉକ୍ତ ଟଙ୍କା ମାଗିବାରୁ ପଞ୍ଚାନନ ମାରପିଟ କରିବା ସହ ଚାଲିଯିବାକୁ କହିଥିଲେ। ପରେ ସେ ଯୁବତୀଙ୍କୁ ଛାଡି କେଉଁଆଡେ ପଳାଇ ଯାଇଥିଲେ। ଯୁବତୀ ଜଣକ ତାଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ଜବାବ ମିଳି ନ ଥିଲା। ତେଣୁ ଏ ନେଇ ସେ ଟାଉନ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

କୋଟଗଡ଼ ଗ୍ରାମରେ ଖଟ ବୁଲିବା ଘଟଣା: ଗିରଫ ହେଲେ ଗୁଣିଆ

ନୟାଗଡ଼ ଅଫିସ,୨୭।୬: ନୟାଗଡ଼ ଜିଲା ରଣପୁର ଥାନା କୋଟଗଡ଼ ଗ୍ରାମରେ ଖଟ ବୁଲିବା ଘଟଣାରେ ବୁଧବାର ପୋଲିସ ସମ୍ପୃକ୍ତ ଗୁଣିଆଙ୍କୁ ଗିରଫ କରିଛି। ସେ ହେଲେ...

ଜଳିଗଲା ୩ ଦୋକାନ: ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ

ଭଦ୍ରକ ଅଫିସ,୧୪।୧୨: ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ୩ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଲକ୍ଷ ଟଙ୍କାର...

କ୍ରଲ୍‌ରେ ପଶିଲା ଦନ୍ତା ହାତୀ ରାକେଶ  

ଢେଙ୍କାନାଳ ଅଫିସ,୧୦ା୬- ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାର ହାତୀ ରେସ୍କ୍ୟୁ ସେଣ୍ଟରରେ ଗତ ଜାନୁୟାରୀ ୨୨ରୁ ଶିକୁଳିରେ ବାନ୍ଧି ରଖାଯାଇଥିବା ତାଳଚେର ଅଞ୍ଚଳର ନରହନ୍ତା ଦନ୍ତା...

ପ୍ରତି ପଞ୍ଚାୟତ, ୱାର୍ଡ ସ୍ତରରେ ଗଠନ ହେବ ଆର୍‌ଆର୍‌ଟି

ଖୋର୍ଦ୍ଧା ଅଫିସ,୮।୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ସଖ୍ୟା ୪୨ରେ ପହଞ୍ଚିଛି। ଏ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ-୧୯...

ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ହାଟଡିହୀ,୧୬l୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳିର ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମକୁ ବିଧାୟକ...

ଦୁଃଶାସନ ହତ୍ୟା ମାମଲା, ୪ଜଣଙ୍କୁ ଅଟକ ରଖି ପୋଲିସର ତନାଘନା

ବୌଦ୍ଧ, ୨୧ା୪(ସ୍ବ.ପ୍ର) ବୌଦ୍ଧ ଥାନା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଶଲପୁର ଗ୍ରାମ ସମୀପ ଏକ କ୍ଷେତରୁ ରବିବାର ଗଁାର ଦୁଃଶାସନ ଗୁରୁ (୪୫)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ...

ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା: ଜଣ୍ଡିସ୍‌କୁ ଡାକୁଛି ଗୋଳିଆପାଣି

ବ୍ରହ୍ମପୁର ଅଫିସ୍‌,୨୬ା୭- ସ୍ବଚ୍ଛ ପାଣି ଯୋଗାଇବାରେ ଜନସ୍ବାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ଏବେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଦୁଇ ଦିନ ହେଲା ପାଇପ୍‌ରେ କେବଳ ଗୋଳିଆ...

Coronavirus Update

Archives

Model This Week

Why Dharitri