Posted inଖେଳ

ମୋହାଲି ଷ୍ଟାଡିୟମ ବଲବୀରଙ୍କ ନାମରେ ହେବ

ଚଣ୍ଡିଗଡ଼, ୨୬।୫(ପି.ଟି.)-
ସୋମବାର ୯୬ ବର୍ଷରେ ମୃତ୍ୟୁବରଣ କରିଥିବା ହକି ଆଇକନ୍‌ ବଲବୀର ସିଂ ସିନିୟରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୋହାଲି ଷ୍ଟାଡିୟମକୁ ଉକ୍ତ କିମ୍ବଦନ୍ତୀ ଖେଳାଳିଙ୍କ ନାମରେ ନାମିତ କରାଯିବ ବୋଲି ଏହି ଅବସରରେ ଯୋଗଦେଇ ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧି ପ୍ରକାଶ କରିଛନ୍ତି। ପୂର୍ବତନ ଭାରତୀୟ ହକି ଅଧିନାୟକ ପର୍ଗତ ସିଂ ମଧ୍ୟ ଉପସ୍ଥିତ ଥିଲେ। ବଲବୀରଙ୍କ ମରଶରୀରକୁ ମୋହାଲିସ୍ଥିତ ପୋର୍ଟିସ ଡାକ୍ତରଖାନାରୁ ସେକ୍ଟର ୩୬ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ସେଠାରେ ଶେଷ ଦର୍ଶନପରେ ଶ୍ମଶାନକୁ ନିଆ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ୍‌: ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଅକଲାଣ୍ଡ,୨।୪(ଏପି): ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬୫ ରନରେ ବିଜୟୀ ହୋଇଛି। ୩ଟି ଯାକ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସିରିଜ...

ବିଶ୍ୱକପ୍‌ବେଳେ ଅନୁଷ୍କାଙ୍କୁ ଚା’ ଆଣି ଦେଉଥିଲେ ଚୟନକର୍ତ୍ତା

ପୁଣେ,୩୧।୧୦:ଭାରତୀୟ ଦଳର ପୂର୍ବତନ ଉଇକେଟ୍‌କିପର୍‌ ଫାରୁଖ ଇଞ୍ଜିନିୟର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ନିଯୁକ୍ତ ଚୟନ ସମିତିରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି କହିଛନ୍ତି। ଆମ...

ବୋପାନ୍ନା-କୁଲହଫ୍‌ ଫାଇନାଲରେ

ଦୋହା, ୧୦ା୧ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଏଠାରେ ଚାଲିଥବା ୧,୪୬୫,୨୬୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ କାତାର ଓପନ...

ନେଗେଟିଭ୍‌ ପରେ ପାକିସ୍ତାନ ଦଳରେ କାଶିଫ୍‌

ଲଣ୍ଡନ,୧୬ା୭ (ଏ.ପି.)-ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପ୍ରୋଟୋକଲ୍‌ ଅନୁସାରେ ବାମହାତୀ ସ୍ପିନର କାଶିଫ ଭଟ୍ଟିଙ୍କର ଦୁଇଥର କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ଆସିବାପରେ ବର୍ତ୍ତମାନ...

ରାଜ୍ୟ ଆଥଲେଟିକ୍‌ ମିଟ୍‌: ଦ୍ୱିତୀୟ ଦିବସରେ ୫ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୭ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ଦ୍ୱିତୀୟ ଦିବସରେ ୫ଟି ମିଟ୍‌...

ବିଶ୍ୱକପ୍‌ରେ ଭାରତଠାରୁ ହାରିବା ନୂଆ ନୁହେଁ

ଲଣ୍ଡନ, ୨୩ା୬ (ପି.ଟି.)-ରବିବାର ଖେଳାଯିବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ତାଙ୍କ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ...

କୋହଲିଙ୍କ ମୁଣ୍ଡବିନ୍ଧା: ମ୍ୟାଚ୍‌ ହାରିଲେ, ଜରିମାନା ବି ଦେଲେ

ମୁମ୍ବାଇ,୨୬।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୬୯ ରନ୍‌ରେ ପରାସ୍ତ କରିଛି। କ୍ରମାଗତ ଚତୁର୍ଥ...

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

Advertisement


Archives

Model This Week