ମୁହାଁମୁହିଁ ଧକ୍କା ହୋଇ ଗ୍ୟାସ୍‌ ଟ୍ୟାଙ୍କର-କୋଇଲା ବୋଝେଇ ଟ୍ରକ୍‌ ଜଳିଯିବା ଘଟଣା: ଟ୍ୟାଙ୍କରରୁ ଗ୍ୟାସ୍‌ ରିଫିଲ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ଯୁଯୁମୁରା ଥାନା ନିକଟରେ ଶନିବାର ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର ଓ କୋଇଲା ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରବିବାର ସକାଳୁ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ରିଫିଲ୍‌ କରାଯାଇ ଅନ୍ୟ ଏକ ଟ୍ୟାଙ୍କର ବଦଳା ଯାଇଛି । ତୈଳ କମ୍ପାନୀ, ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ବତନ୍ତ୍ର ସ୍କ୍ବାଡ୍‌ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଛି।
ସୂଚନାନୁଯାୟୀ, ଶନିବାର ଭୋର ସମୟରେ ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର (ଓଡି ୫ ଏଚ୍‌- ୧୦୯୯) ସମ୍ବଲପୁରରୁ କଟକ ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ (ସିଜି ୧୩ଏବି-୭୬୯୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଡ଼ି ଭିତରେ ଥିବା ୨ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିଲେ। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ନେଇ ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ

କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...

ବସ୍‌ଷ୍ଟାଣ୍ଡ ପରିସ୍ରାଗାର, ଶୌଚାଳୟ ଅବହେଳିତ : ଦୁର୍ଗନ୍ଧରେ ନାକ ଫାଟୁଛି

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ନିର୍ମିତ ଶୌଚାଳୟ ଏବଂ ପରିସ୍ରାଗାର ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା...

ଖୋଲୁନି ରହସ୍ୟ, ବଢୁଛି ଦ୍ୱନ୍ଦ୍ୱ

ଢେଙ୍କାନାଳ ଅଫିସ, ୫।୨ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩) ଅପହରଣ ମାମଲା ଅଦ୍ୟାବଧି...

ଚିଲିକାରେ ବେଆଇନ ଘେରି ଉଚ୍ଛେଦ: ପ୍ରଥମ ଦିନରେ ୫୦୦ ଏକର

କୃଷ୍ଣପ୍ରସାଦ,୭ା୩(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖଟିଆକୁଦି ତଳଚତରା ଉପରଚତରା ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଶନିବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦୦ ଏକର...

ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ

ନାକଟିଦେଉଳ,୩୦।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ...

ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’

ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି।...

ଲକ୍‌ଡାଉନ୍‌: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ

ରଘୁନାଥପୁର, ୨୮।୩ (ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା...

ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଫାଟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଏବେ ଫାଟ ଦେଖିବାକୁ ମିଳିଛି। ଏକାଥରକେ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି ଓ ସହସମ୍ପାଦକ ସମେତ ୪ଜଣ...

Advertisement
Archives

Model This Week