Posted inଫୁରସତ

ମହାକାଶରେ ତିଆରି ହେଲା ପ୍ରଥମ ବିସ୍କୁଟ୍‌

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍‌ ବା ବିସ୍କୁଟ ପ୍ରସ୍ତୁତ କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏ ପର୍ଯ୍ୟନ୍ତ ଏହାକୁ କେହି ଚାଖି ନାହାନ୍ତି। ଏହା ଦେଖିବାକୁ ବି ସାଧାରଣ ବିସ୍କୁଟ ପରି ନୁହେଁ। ଏହାକୁ ସ୍ପେସ୍‌ ଫ୍ଲାଇଟ୍‌ କଣ୍ଟେନର୍‌ରେ ହ୍ୟୁଷ୍ଟନ୍‌ର ଫ୍ରୋଜେନ୍‌ ଲ୍ୟାବରେ ସୁରକ୍ଷିତ ରଖାଯାଇଛି। ପ୍ରଥମଥର ପାଇଁ ମହାକାଶରେ କଞ୍ଚା ଜିନିଷକୁ ବେକ୍‌ କରି ଖାଦ୍ୟ ପ୍ରସ୍ତୁତ କରିବାକୁ ଏହି ପ୍ରୟାସ୍‌ କରାଯାଇଥିଲା। ଏଥିପାଇଁ ଏକ ଖାସ୍‌ ଓଭନ୍‌ ତିଆରି କରାଯାଇଥିଲା। ଇଟାଲିର ଅନ୍ତରୀକ୍ଷ ଯାତ୍ରୀ ଲୁସା ପରମିତାନୋ ଏହି କୁକି ପୂର୍ବରୁ ଆଉ ଚାରୋଟି କରିବାକୁ ବି ପ୍ରୟାସ୍‌ କରିଥିଲେ, ହେଲେ ସେଥିରେ ସଫଳ ହୋଇ ନ ଥିଲେ। ଶେଷରେ ପଞ୍ଚମ ଥରରେ ସଫଳ ହେଲେ ଏବଂ ଆଶାନୁରୂପ ଫଳ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାଦିତ୍ୟରେ ଅଖଣ୍ଡ ଧୁନି ପରମ୍ପରା ଆଜି ବି ବଞ୍ଚିଛି

ତତ୍କାଳୀନ ଓଡ଼ିଶାର ବୁଦ୍ଧିଜୀବୀ ଏବଂ କାରିଗରମାନେ ବୌଦ୍ଧିକସ୍ତରରେ କେତେ ଉଚ୍ଚ ଥିଲେ, ତାହାର ବଳିଷ୍ଠ ପ୍ରମାଣ ହେଉଛି ଶ୍ରୀପଦ୍ମକେଶର ମନ୍ଦିର। ଯାହା ସମୟକ୍ରମେ ଆଜି ପ୍ରସିଦ୍ଧ...

ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…

ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା...

ଅଫିସ ଯିବା ପାଇଁ ରେଡ୍ଡି ହେଲେ ୨ ଓରାଙ୍ଗଓଟାନ: ଭିଡିଓ ହେଲା ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଦୁଇ ଓରାଙ୍ଗଓଟାନ...

ଏମିତି ଶିକ୍ଷକ ମିଳିଥିଲେ ୟୁପିଏସ୍‌ସି ପରୀକ୍ଷାରେ ଥାଆନ୍ତି ସବୁଠୁ ଆଗରେ: ଅରୁଣ ବୋଥ୍ରା

ପାଟନା,୩୧।୮: ପିଲାବେଳେ ପାଠପଢା ଅନେକଙ୍କୁ କଷ୍ଟ ଲାଗିଥାଏ। କେହି କେହି ବାହାନା କରି ସ୍କୁଲ ନ ଯିବା ପୁଣି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ପିଲାମାନଙ୍କ...

ପିକ୍‌ନିକ୍‌ ସ୍ପଟ୍‌: ଓ୍ବାଇଲ୍ଡଲାଇଫ୍‌ ୱାଚ୍‌ ଟାୱାର

ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍‌ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍‌...

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର...

ପରିଚ୍ଛନ୍ନ ଗାଁ ବବେଇଯୋଡା

ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବବେଇଯୋଡ଼ା ଗାଁ , ଯାହା ଏବେ ପରିଚ୍ଛନ୍ନ ଗାଁ ଭାବେ ଅନ୍ୟ ଗାଁ ପାଇଁ ଉଦାହରଣ…. ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ...

ପିକ୍‌ନିକ୍‌ ସ୍ପଟ୍‌: ହାଣ୍ଡିଭଙ୍ଗା ଜଳପ୍ରପାତ

କେନ୍ଦୁଝର ଜିଲାର ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟିତ ଖଣିଖାଦାନ ଯୋଡ଼ା ବ୍ଲକରେ ରହିଛି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ବଡ଼ ଜଳପ୍ରପାତ। ଏଠାକାର ପ୍ରକୃତିଦତ୍ତ...

Advertisement
Archives

Model This Week