Posted inଫୁରସତ

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ। କାଙ୍ଗୋର ଏକ ନ୍ୟାଶନାଲ ପାର୍କରେ ଦୁଇଜଣ ଅଫିସର ସେଲ୍‌ଫି ନେଉଥିଲେ। ଏହି ସମୟରେ ସେହି ପାର୍କରେ ରହୁଥିବା ନଦକାଶି ଏବଂ ମାତବିଶି ନାମକ ଦୁଇଟି ଗରିଲା ଏହା ଦେଖି ଅଫିସର ଦୁଇଜଣଙ୍କ ସହ ଠିଆ ହୋଇ ସେଲ୍‌ଫି ନେଉଥିବା ଫଟୋରୁ ଜଣାପଡୁଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ବହୁଳମାତ୍ରାରେ ଶେୟାର ବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଫ୍ରିକାର ସବୁଠୁ ପୁରୁଣା ପାର୍କ ବିରୁଙ୍ଗା। ଏଠାରେ ବିଶ୍ୱର ଏକ ତୃତୀୟାଂଶ ଗରିଲା ଅଛନ୍ତି। ଏହି ସେଲ୍‌ଫି ଆଣ୍ଟି ପଚିଂ ଗ୍ରୁପ୍‌ ନାମକ ଏକ ଫେସବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହି ପୋଷ୍ଟକୁ ଏବେସୁଦ୍ଧା ୧୮ ହଜାର ଲୋକ ଶେୟାର କରିଥିବାବେଳେ ୧୯ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଏହା ସହିତ କମେଣ୍ଟ ବି କିଛି କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିତ୍ୱ: ଔପନ୍ୟାସିକ କିରନ୍‌ ନାଗରକର

ସ୍ବାଧୀନୋତ୍ତର ଭାରତବର୍ଷର ସାହିତ୍ୟକୁ ଯେଉଁ କେତେଜଣ ଲେଖକ ବିଶ୍ୱ ସାହିତ୍ୟ ପରିସରରେ ପହଞ୍ଚାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କିରନ୍‌ ନାଗରକର। ଜଣେ ଭାରତୀୟ ଇଂଲିଶ ଲେଖକ...

କରୋନା: ଭବିଷ୍ୟତ ପାଇଁ ଆହ୍ବାନ

ପୂର୍ବରୁ ଏକାଧିକ ମହାମାରୀର ଭୟାବହତା ସମ୍ପର୍କରେ ଆମକୁ ଇତିହାସରୁ ପ୍ରମାଣ ମିଳେ। ହେଲେ ୨୦୧୯ ଶେଷ ଆଡ଼କୁ ଦେଖାଦେଇଥିବା କୋଭିଡ୍‌-୧୯ ପାଣ୍ଡେମିକ(ଅତିମାରୀ) କରୋନା କେବଳ ମଣିଷର...

ଜଳୁଥିବା କୋଠାରୁ ଦୁଇ ବର୍ଷ ଝିଅର ଜୀବନ ବଞ୍ଚାଇବାକୁ ତଳକୁ ଫିଙ୍ଗିଦେଲେ ମା’

କେପଟାଉନ,୧୬ ।୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଗିରଫ କରାଯିବା ପରେ ସେଠାରେ ହିଂସା ଜାରି ରହିଛି । ଏହାକୁ ବିଭିନ୍ନ ସହରରେ...

ଓ୍ବାର୍କ ଫ୍ରମ୍‌ ଓ୍ବେଡିଂ, ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବିବାହ ବେଦୀରେ ବର ଲାପଟପ୍‌ ଧରି କାମ କରିବାରେ ବ୍ୟସ୍ତ।...

ଏମିତି ସହର ଯେଉଁଠି ପଇସା ନାହିଁ କି ସରକାର ନାହିଁ

ଅରୋଭିଲ୍ଲେ ସହରର ସ୍ଥାପନା ହୋଇଥିଲା ୧୯୬୮ ମସିହାରେ। ଯାହା ଚେନ୍ନାଇଠାରୁ ୧୫୪ କି.ମି. ଦୂରରେ ଅବସ୍ଥିତ। ଏହାକୁ ‘ସିଟି ଅଫ୍‌ ଡନ୍‌’ ବା ‘ଭୋର୍‌ର ସହର’...

ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…

ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି...

ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍‌ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା

ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି...

ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ...

Advertisement
Archives

Model This Week