Posted inଜାତୀୟ

ଭାଜପା ବିଧାୟକ କହିଲେ, ପ୍ରଜ୍ଞାଙ୍କୁ ସଲାମ, ଗଡ୍‌ସେ ହେଉଛନ୍ତି ଅସଲ ଦେଶଭକ୍ତ

ଗୁଆହାଟୀ,୨୯।୧୧: ଭାଜପା ଏମ୍‌ପି ସ୍ବାଧୀ ପ୍ରଜ୍ଞା ଠାକୁର ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହିଛନ୍ତି। ଆସାମର ଭାଜପା ବିଧାୟକ ଶିଲାଦିତ୍ୟ ଦେବ ପ୍ରଜ୍ଞାଙ୍କୁ ସପକ୍ଷରେ ମତ ଦେଇ ଗଡ୍‌ସେଙ୍କ ଅସଲ ଦେଶଭକ୍ତ ଆଖ୍ୟା ଦେଇଛନ୍ତି। ସେ ପ୍ରଜ୍ଞା ଠାକୁରଙ୍କୁ ସଲାମ କରୁଛି, ଦେଶରେ ତାଙ୍କ ଭଳି ସତ କହିବା ଲୋକ ଖୁବ୍‌ କମ୍‌ ଅଛନ୍ତି। ମହାତ୍ମା ଗାନ୍ଧୀ ହିନ୍ଦୁଙ୍କ ପାଇଁ ଯାହା କରିଛନ୍ତି ତାହା ଠିକ୍‌ ନୁହେଁ। ତେଣୁ ଜଣେ ବ୍ୟକ୍ତି ଏହାର ବିରୋଧ କରିବା ସ୍ବାଭାବିକ। ଗଡ୍‌ସେ ଆକ୍ରମକ ଧରଣର ବ୍ୟକ୍ତି ଥିଲେ। ତେଣୁ  ଏହାକୁ ସହି ନ ପାରି ଗଡ୍‌ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଶିଲାଦିତ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଲୋକ ସଭାରେ ଗଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାବର୍ତ୍ତୀ ଅଞ୍ଚଳରେ ଚାଇନା ଭାଷା କହୁଥିବା ଲୋକଙ୍କ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୧।୭: ନେପାଳ ତଥା ଉତ୍ତରାଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ଯାଞ୍ଚ୍‌ ପାଇଁ ଭାରତ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଅଞ୍ଚଳରେ ଚାଇନା...

ଲୁହ ଛଳ ଛଳ ଆଖିରେ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଲୁରୁ,୩୧।୧୦: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବେଙ୍ଗାଲୁରୁର କାନ୍ତିରଭା ଷ୍ଟୁଡିଓ ନିକଟରେ ପୂରା ରାଜକୀୟ ସମ୍ମାନରେ ଶେଷକୃତ୍ୟ କରାଯାଇଥିଲା।...

ଭାରତର ବଜେଟ୍‌ ଉପରେ ସାରା ବିଶ୍ୱର ରହିଛି ନଜର:ମୋଦି

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ...

ଚାଇନା-ଆମେରିକା ଭଳି ନୁହେଁ, ନିଜ ମଡେଲ ଅନୁଯାୟୀ କାର୍ଯ୍ୟ କରୁ ଭାରତ: ମୋହନ ଭାଗବତ

ନୂଆଦିଲ୍ଲୀ,୧୯।୧୨: ଭାରତ ଏକ ଧାର୍ମିକ ଦେଶ। ଭାରତର ବିକାଶର ଚିନ୍ତାଧାରା ଧର୍ମ ଏବଂ ଜୀବନ ଉପରେ ଆଧାରିତ। ଭାରତୀୟ ଚିନ୍ତାଧାରା ସହିତ ଧର୍ମ, ସଂସ୍କୃତି ଅନୁଯାୟୀ...

ସିକିମ, ନାଗାଲାଣ୍ଡ, ତ୍ରିପୁରା କରୋନାମୁକ୍ତ

ନୂଆଦିଲ୍ଲୀ,୨୫ା୪: :ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଇତିମଧ୍ୟରେ ଭଲ ଖବର ଆସିଛି ସିକିମ, ନାଗାଲାଣ୍ଡ ଓ ତ୍ରିପୁରାରୁ। ଏହି ୩ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା...

ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…

ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...

ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସର ପରାମର୍ଶ

ନୂଆଦିଲ୍ଲୀ,୧୭।୩(ଆଇଏଏନ୍‌ଏସ୍‌): କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିବାକୁ ସୋମବାର କଂଗ୍ରେସ ପରାମର୍ଶ ଦେଇଛି। ପାର୍ଲାମେଣ୍ଟ ଅଧିବେଶନକୁ ମୁଲତବୀ ରଖାଯିବ କିମ୍ବା ଏହା...

Advertisement
Archives

Model This Week