ବେଆଇନ ବାଲି, ପଥର ବୋଝେଇ ଟ୍ରାକ୍ଟର; ହାଇୱା ଜବତ

ଛେଣ୍ଡିପଦା,୩୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ଶନିବାର ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ହାଇୱା ଜବତ କରାଯାଇଛି।
ସୂଚନାନୁଯାୟୀ, ବେଆଇନ ବାଲି ପଥର ଓ ମୋରମ ଜିଲାର ବିଭିନ୍ନ ଅଞ୍ଚଳକୁ ମାଫିଆମାନେ ଚାଲାଣ କରୁଥିବା ଖବରପାଇ ଛେଣ୍ଡିପଦା ତହସିଲଦାର ଡାନିଏଲ୍‌ ଏକ୍କା ମାମୁରିଆ ଗ୍ରାମ ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉରେ ଏକ ବାଲି ଟ୍ରାକ୍ଟର ଓ ଏକ ପଥର ବୋଝେଇ ହାଇୱା ଜବତ କରାଯାଇଥିଲା। ପଥର ବୋଝେଇ ହାଇୱାଟି ରେଙ୍ଗାଳି ଅଞ୍ଚଳରୁ ଛେଣ୍ଡିପଦା ଆସୁଥିବା ବେଳେ ଜବତ କରାଯାଇଥିଲା।
ସେହିପରି ନୂଆପଡା ଟିକିରାରୁ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି। ଉଭୟ ଗାଡ଼ିକୁ ତହସିଲାଦାର ଛେଣ୍ଡିପଦା ପୋଲିସ ଜିମା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିରେ ବିନା ହେଲମେଟ ଧରପଗଡ଼, ଦେଢ଼ ଲକ୍ଷ ଟଙ୍କାର ଫାଇନ ଗଣିଲେ ଖିଲାପକାରୀ

କେନ୍ଦୁଝର,୨।୧(ସ୍ବ.ପ୍ର.) : ନୂଆବର୍ଷ ଠାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦୁଝର ଜିଲାରେ ଆରମ୍ଭ ହୋଇଛି ମୋଟରଯାନ ନିୟମ। ବିଶେଷ କରି ହେଲମେଟ ଓ ବେପରୁଆ...

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ...

ପୋଲିସ ନେଲାନି ପଦକ୍ଷେପ: ଥାନା ସମ୍ମୁଖରେ ଧାରଣା ଦେଲେ ଦିବ୍ୟାଙ୍ଗ

ତିହିଡ଼ି,୨୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ସମ୍ମୁଖରେ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଧାରଣା ଦେଇଛନ୍ତି। ସେ ହେଲେ ବାରୋ ପଞ୍ଚାୟତ ଅଧୀନ ରାଧାନଗର ଗ୍ରାମର ଅଜୟ...

ଖଲ୍ଲିକୋଟ କଲେଜରେ ଆର୍‌ଟିଓ କ୍ୟାମ୍ପ ଅଫିସ୍‌

ବ୍ରହ୍ମପୁର ଅଫିସ୍‌,୨୪ା୯-ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ସୋମବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ର ଏକ କ୍ୟାମ୍ପ ଅଫିସ୍‌ ଖୋଲିଛି । ବୁଧବାର ପର୍ଯ୍ୟନ୍ତ ଚାଲିିବାକୁ ଥିବା ଏହି...

ମହାନଗର ଗଳିକନ୍ଦି ରାସ୍ତା ବିପଜ୍ଜନକ, ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର ଅଫିସ,୨୪।୪: ବ୍ରହ୍ମପୁର ମହାନଗରରେ ଗଳି କନ୍ଦି ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ପାଦଚଲା ମଧ୍ୟ...

ଭିମ୍‌ସାରରେ କରୋନା ସନ୍ଦିଗ୍ଧ

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ବୁଧବାର ଜଣେ କରୋନା ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। କରୋନା ଚିକିତ୍ସା ପାଇଁ ତିଆରି କରାଯାଇଥିବା ସ୍ବତନ୍ତ୍ର କୋଠରିରେ...

ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବିଶୋଧନ

ମାଲକାନଗିରି,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମାର ବିଭିନ୍ନ ସ୍ଥାନକୁ ଶନିବାର ବିଶୋଧନ କରାଯାଇଛି। ସାରା ରାଜ୍ୟରେ କରୋନା ଭୂତାଣୁର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ/ଚକାପାଦ,୨୮ା୩: କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହକୁ ପୋତି...

Advertisement
Archives

Model This Week