Posted inବରଗଡ଼

ବୁରୁଧ୍‌ ଦମ୍ପତିକଁର ପାସେ ପୁହୁଁଚିଲା ପରଶାସନ

ଗଣ୍ଡତୁରୁମ, ୭ା୧୨ (ଡି.ଏନ.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗଁାର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ସାଲିଣୀକଁର ପାସେ ଗୁରୁବାର ପରଶାସନ ପୁହୁଁଚିଛେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପରଶାସନର ବୁରୁଧ୍‌ ଦମ୍ପତିକୁଁ ସାହାଯ୍‌ର ହାତ ବଢ଼େଇଛେ।
ସୂଚନା ହିସାବେ ମହୁଲପାଲିର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ତାକର ମାଏକିନା ସାଲିଣୀ ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଛନ୍‌। ହେଲେ ଏଭ୍‌ତକ ସେମାନେ ସରକାରକଁର ଭତା ଯୋଜନାରେ ସାମିଲ ହେଇ ନାଇଁପାରି। ଯେନ୍‌ଥିରଲାଗି ବୁରୁଧ୍‌ ଦମ୍ପତି ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଏନ୍‌ତା କି ଘନ ଭତାର ଲାଗି ପାଖାପାଖି ୧୦ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଥିଲେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଇ ଖବର ପଢ଼ି ଜିଲା ଆଇନ୍‌ ସେବା ପ୍ରାଧିକରଣ ସଚିବ ନୀଳିମା ପଣ୍ଡାକଁର ନିରଦେଶରେ ପିଏଲ୍‌ବି ଚନ୍ଦ୍ରଶେଖର ପ୍ରଧାନ ମହୁଲପାଲିରେ ପୁହୁଁଚିଥିଲେ। ସେ ଘନକଁର ଘରକେ ଯାଇ ତାକର ଦୁଖ୍‌ସୁଖ ବୁଝବାର ସଂଗେ ଭତାର ଲାଗି ଆବେଦନ ପତରରେ ଦସ୍‌ଖତ ନେଇଛନ୍‌। ଆବେଦନ ପତର ଡିଏସ୍‌ଏସ୍‌ଓକୁଁ ଦେଇ ଯେତେ ଜଲଦି ହେବା ଭତା କରାବାର ବେବସ୍‌ତା କରାଯିବା ବଲି ପିଏଲ୍‌ବି ପଧାନ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବା ବେଳେ ମିଳିଲା ନରକଙ୍କାଳ

ସୋହେଲା,୨୪।୫ (ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗାକଟା(ପୋଖରୀ)ରେ ମଙ୍ଗଳବାର ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ...

ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଏତଲା ପ୍ରତିବାଦରେ ବିକ୍ଷୋଭ

ବରଗଡ ଅଫିସ, ୨୬।୮: ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଘଟଣାକୁ ନେଇ କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ...

ବାଳାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ପରସିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ସହର ଉପକଣ୍ଠ ସିମେଣ୍ଟ ନଗର ନିକଟରେ ରହିଥିବା ବିମଳାଦେବୀ...

ଭିଜିଲାନ୍ସ ଜାଲରେ ବେହେରାପାଲି ପିଇଓ

ସୋହେଲା,୨୬।୮(ଡି.ଏନ୍‌.ଏ.)- ବରଗଡ଼ ଜିଲା ସୋହେଲା ବ୍ଳକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅନିଲ ପାଢୀଙ୍କ ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି...

ମାତିଛି ନରହନ୍ତା ହାତୀ: ଦିନକରେ ନେଲା ୩ ଜୀବନ

ବରଗଡ଼ ଅଫିସ,୨୧।୪: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ନରହନ୍ତା ହାତୀ ମାତି ଉଠିଛି। ବୁଧବାର ସକାଳୁ ଏହି ହାତୀ ୩ ଜଣଙ୍କ ଜୀବନ ନେଇଛି।...

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଅବରୋଧ

ଭଟିଲି,୧୧।୩(ଡି.ଏନ୍‌.ଏ.): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଭଟଲି ରେଞ୍ଜ କମିଟି ପକ୍ଷରୁ ବୁଧବାର ରାସ୍ତା ଅବରୋଧ କରାଯାଇଛି। ବରଗଡ଼-ଭଟଲି ମୁଖ୍ୟ ରାସ୍ତା...

ଝନେ କୁଷ୍ଠ ରୁଗୀକଁର ଅଁତରର କଥା

ଅତାବିରା,୨୮ା୮ (ଡି.ଏନ୍‌.ଏ): ଦେଶରୁ କୁଷ୍ଠ ରୋଗ୍‌ର ମୂଲ ମେଟାବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରି କରି ସଚେତନତା ସୁରୁଷ୍‌ଟି କରୁଛନ୍‌। ସେନ୍‌ତା...

Advertisement
Archives

Model This Week