Posted inଫୁରସତ

ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ : ସ୍କ୍ରିନ୍‌୧ ଇଞ୍ଚ, ଡିସ୍‌ପ୍ଲେ ୦.୯୬ ସେ.ମି.

ଆମେରିକାର ଆଇଟି ଇଞ୍ଜିନିୟର ପଲ୍‌ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌ ମାତ୍ର ୧ ଇଞ୍ଚ। ଏହାର ଡିସ୍‌ପ୍ଲେ ୦.୯୬ ସେ.ମି.। ଏହାକୁ ତିଆରି କରିବା ପାଇଁ ପଲଙ୍କୁ ୭ ଦିନ ଲାଗିଥିଲା। ଏଥିରେ ୮୫ ଡଲାର ବା ଭାରତୀୟ ମୁଦ୍ରାରେ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ପଲ୍‌ଙ୍କ କହିବା ଅନୁଯାୟୀ, ସେ ଏହି ଲାପ୍‌ଟପ୍‌ର ନାଁ ‘ଥିଙ୍କ୍‌ ଟିନି’ ରଖିଛନ୍ତି। ଏହି ଲାପ୍‌ଟପ୍‌ ଆଇବିଏମ୍‌ ଥିଙ୍କ୍‌ ପ୍ୟାଡ୍‌ର ଛୋଟ ଆକାର। ଏହି ଲାପ୍‌ଟପ୍‌ରେ କର୍ସର କଣ୍ଟ୍ରୋଲର ମଧ୍ୟ ରହିଛି। ଏଥିରେ ୩୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଲାଗିଛି। ଯାହାକୁ ଚାର୍ଜ ମଧ୍ୟ କରିହେବ। ଖାସ୍‌ କଥା ହେଲା ଏହି ଛୋଟ ଲାପ୍‌ଟପ୍‌ରେ ୟୁଜର ଗେମ୍‌ ବି ଖେଳି ପାରିବେ। ଥିଙ୍କ୍‌ପିନ୍‌ରେ ଏକ ୧୪ ପିନ୍‌ ଏଟିଏ ଟିନି ୧୬୧୪ ମାଇକ୍ରୋକଣ୍ଟ୍ରୋଲର (୨୦ ଏମ୍‌ଏଚ୍‌ଜେଡ୍‌) ଏକ ଛୋଟ ୧୨୮ x ୬୪ ପିକ୍ସେଲ ଓଏଲ୍‌ଇଡି ଡିସ୍‌ପ୍ଲେ ସହିତ ଯୋଡ଼ା ଯାଇଛି। ଏଥିରେ ୭ ଲାଇନ୍‌ ବିଶିଷ୍ଟ କି ବୋର୍ଡ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ର ମାୟା

ଏ ମୋବାଇଲ୍‌ ଫୋନ୍‌ ଜମାନା ଯେବେଠୁ ଆରମ୍ଭହେଲା, ସଂସାର ବିଷସାଗରରୁ ସତେ କି ଅମୃତ ହାଣ୍ଡିଏ ଲେଖା ହାତରେ ଧରି ମଣିଷ ନିଆରା ଜୀବନ ଜିଇଁ...

ଚିକୁନଗୁନିଆକୁ ରୋକିବ ଯନ୍ତ୍ର

ନ୍ୟୁୟର୍କ: ୟୁଏସ୍‌ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ(ସିଡିଓ)ର ଗବେଷକମାନେ ଏକ ଡିଭାଇସ୍‌ ବିକାଶ କରିଛନ୍ତି ଯାହା ମାଈ ମଶାଙ୍କୁ ଆକର୍ଷିତ କରିପାରିବ। ମଶା...

ପାଣି ଭିତରେ ଏମିତି ଚକମା ଦେଖାଇଲା ବତକ, ଖୋଜି ଖୋଜି ରହିଲା ବାଘ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ...

ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ,...

ଭାଲେଣ୍ଟାଇନ୍‌ ଡେ’ରେ ଧୋକାବାଜ ପ୍ରେମିକଙ୍କ ଉପରେ ଏମିତି ପ୍ରତିଶୋଧ ନେଲେ ପ୍ରେମିକା

ବାସ୍ତବରେ ହୃଦୟ ଭାଙ୍ଗିବା ଭାରି ଯନ୍ତ୍ରଣାଦାୟକ। ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏନା। ଏଥିପାଇଁ ତ ବେଳେବେଳେ ନାନା ଅଘଟଣ ଘଟୁଛି। ସମ୍ପର୍କ ଭାଙ୍ଗିବା...

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା...

ସଙ୍ଗୀତରେ ସଂଗୀତା

ଓଡ଼ିଶାରେ ଏମିତି କୌଣସି ଘର ହୁଏତ ନ ଥିବ, ଯେଉଁଠି କି ଶ୍ରୀମଦ୍‌ ଭଗବଦ୍‌ଗୀତା ଶ୍ଳୋକର ସ୍ବର ଶୁଭି ନ ଥିବ। ଏହି ସ୍ବରକୁ ନେଇ...

Advertisement
Archives

Model This Week