Posted inଜାତୀୟ

ବିଶେଷ ଧରଣର ଡୁଡୁଲ ତିଆରି କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଗୁଗୁଲ

ନୂଆଦିଲ୍ଲୀ,୧୫।୮: ଭାରତ ୭୩ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗୁଗୁଲ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ସେ ଏକ ସୁନ୍ଦର ଡୁଡୁଲ ମାଧ୍ୟମରେ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛି। ଏଥିରେ ସେ ଭାରତୀୟ ସଂସ୍କୃତି ଓ ପ୍ରଗତିକୁ ସ୍ଥାନ ଦେଇଥିବା ଦେଖାଯାଇଛି। କୋପେନହାଗେନରେ ରହୁଥିବା ଭାରତୀୟ କଳାକାର ଶୈବାଳିନି କୁମାର ଏହାକୁ ତିଆରି କରିଥିବା ବେଳେ ଏଥିରେ ଭାରତୀୟ ବସ୍ତ୍ରରେ ଏକତା ଓ ସଂସ୍କୃତିକୁ ସ୍ଥାନ ଦେଇଛନ୍ତି। ଏଥିରେ ଶିକ୍ଷା, କଳା, ଶକ୍ତି ଓ କରୁଣାକୁ ପ୍ରଦର୍ଶିତ କରାଯାଇଛି। ଏଥିରେ ସଂସଦ ଭବନ, ଇସ୍ରୋର ମିଶନ ମଙ୍ଗଳ, ମେଟ୍ରୋ ଟ୍ରେନ୍‌ ଆଦିକୁ ସ୍ଥାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିକେ.ଶିବ କୁମାରଙ୍କୁ ଜେଲରେ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୧୦: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବାକଂଗ୍ରେସ ନେତା ଡିକେ. ଶିବ କୁମାରଙ୍କୁ ବୁଧବାର ତିହାର ଜେଲ୍‌ରେ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେଠାରେ...

ବିହାର ସବୁଠୁ ପଛୁଆ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବା...

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ...

୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ...

କଂଗ୍ରେସ ଏକ ଭଙ୍ଗା ମହଲ, ସାମନାରେ କଟାକ୍ଷ…

ମୁମ୍ବାଇ, ୧୪।୧୨: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଏବଂ ଏନସିପିର ମହାଅଘାଡ଼ିରେ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ...

ଜୁଲାଇରେ କରୋନା ନେଲା ୨୫ ହଜାରରୁ ଅଧିକ ଜୀବନ…

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ କରୋନା ମହାମାରୀ ସଂକ୍ରମଣରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଜାରି ରହିଥିଲା। ଜୁଲାଇ ମାସର...

କାୟା ବିସ୍ତାର କରୁଛି ଓମିକ୍ରନ୍‌, ରାଜଧାନୀରେ ୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୪ ।୧୨: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନରେ ଆଉ ୪ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ...

ବ୍ରେକ ପରେ ପୁଣି ବଢୁଛି ସମ୍ପର୍କ

ନୂଆଦିଲ୍ଲୀ,୨୮ ।୩: ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ପୁଣିଥରେ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ...

Advertisement
Archives

Model This Week