Posted inଫୁରସତ

ବିବାହ ବାର୍ଷିକୀ ପାଳନ କରିବାକୁ ସମୁଦ୍ରକୂଳକୁ ଯାଇଥିଲେ ଦମ୍ପତି, କୂଳରୁ ଯାହା ପାଇଲେ ଲୋମ ଟାଙ୍କୁରି ଉଠିଲା

ଇଂଲଣ୍ଡରେ ରହୁଥିବା ଡେବରା ଓଲିବର ସ୍ବାମୀଙ୍କ ସହିତ ୪୨ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ଉଭୟ ଖୁସି ମନାଉଥିବାବେଳେ ସମୁଦ୍ରକୂଳରୁ ଏମିତି ଏକ ଜିନିଷ ପାଇଲେ, ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମୁଦ୍ର ଢେଉରେ ଏକ ଶାମୁକା ଭାସି ଆସି କୂଳରେ ଲାଗିଥିଲା। ଦମ୍ପତି ଆତ୍ମହରା ହୋଇ ଦୌଡ଼ି ଯାଇଥିଲେ ଦେଖିବା ପାଇଁ, କିନ୍ତୁ ଯାହା ଦେଖିଲେ ବିଶ୍ୱାସ କରିପାରିଲେନି। ଏଥିରେ ଦୁହିଁଙ୍କ ଲୋମ ଟାଙ୍କୁରି ଉଠିଲା। କାରଣ ଯେଉଁ ଶାମୁକାଟି ପାଇଥିଲେ ସେ ଅବିକଳ ଦେଖିବାକୁ ଓସାମା ବିନ୍‌ ଲାଡେନଙ୍କ ମୁହଁ ପରି।


ଉଲ୍ଲେଖଯୋଗ୍ୟ, ୧୧ ସେପ୍ଟେମ୍ବର ୨୦୧୧ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଓସାମା ବିନ୍‌ ଲାଡେନଙ୍କ ମୁଖ୍ୟ ଭୂମିକା ଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ସମୟରେ ଲାଡେନ୍‌ଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିସେପ୍‌ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ

ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ।...

ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ...

ପ୍ରଥମ ଦରମା ଥିଲା ୨୦ଟଙ୍କା: ଲୋକପ୍ରିୟ ବିଜ୍ଞାନ ଲେଖକ ଶରତ ଚନ୍ଦ୍ର ମିଶ୍ର

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆର୍ମଳା ଗାଁରେ ମୋ ଜନ୍ମ। ରେମୁଣା ହାଇସ୍କୁଲ୍‌ରୁ ୧୯୭୧ ମସିହାରେ ମାଟ୍ରିକ୍‌ ପାସ୍‌ କରି ଫକୀର ମୋହନ କଲେଜରେ...

୩୫୦ ବର୍ଷ ଧରି ଏହି ଗାଁର ଯୁବତୀ-ଯୁବକଙ୍କ ଘରେ ହୋଇନି ବାହାଘର, କାରଣ ଜାଣିଲେ…

ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍‌ ଗ୍ରାମର...

ସବୁଠୁ ବଡ଼ ଚଳନ୍ତା ରୋବୋ

ଜାପାନର ମେକାନିକାଲ କମ୍ପାନୀ ସକାକିବାରା କିକାଇ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌। ଏହା ଦେଖିବାକୁ ଏକ ବିରାଟକାୟ ରୋବୋ ପରି, ଯାହାର...

ଧକ୍କା ଖାଇ ଗୋଟିଏ ପରେ ଗୋଟିଏ ପେଙ୍ଗୁଇନ୍‌ ପାଣିରେ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କାନ୍‌ପୁରରୁ ହିମାଳୟାନ୍‌ ଶାଗୁଣା ଉଦ୍ଧାର

ଲକ୍ଷ୍ନୌ: ପୃଥିବୀରେ ଅନେକ ପ୍ରାଣୀଙ୍କ ସଂଖ୍ୟା କମି କମି ବିଲୁପ୍ତପ୍ରାୟ। ସେଥିମଧ୍ୟରେ ଶାଗୁଣା ଅନ୍ୟତମ। ଉତ୍ତର ପ୍ରଦେଶର କାନ୍‌ପୁର ଅଞ୍ଚଳରୁ ଏକ ଭିଡିଓ ସାମ୍‌ନାକୁ ଆସିଛି,...

Advertisement
Archives

Model This Week