Posted inଖେଳ

ବିବାହ କରିବେ ରେସଲର ବବିତା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ପରିବାରର ସମ୍ମତି ମିଳିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ରେସ୍‌ଲର ବବିତା କୁମାରୀ ଫୋଗତ ବିବେକ ସୁହାଗଙ୍କୁ ବିବାହ କରିବା ପକ୍କା ହୋଇଛି। ଏହି ପରିପ୍ରେକ୍ଷୀରେ ୨୯ବର୍ଷୀୟା ବବିତା ମଙ୍ଗଳବାର ତାଙ୍କ ଟୁଇଟର ପେଜ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ବିଭାଘର ସମ୍ଭବତଃ ବର୍ଷ ଶେଷରେ ହେବ। ସୋସିଆଲ ମିଡିଆରେ ପ୍ରକାଶିତ ପ୍ରୋଫାଇଲ୍‌ ଅନୁସାରେ ବିବେକ ସୁହାଗ ହେଉଛନ୍ତି ଗତବର୍ଷର ‘କେଶରୀ ଆଓ୍ବାର୍ଡ’ ବିଜେତା। ପ୍ରସିଦ୍ଧ ଫୋଗ୍‌ ଭଗିନୀ ଦ୍ୱୟଙ୍କ ମଧ୍ୟରେ ବବିତା ହେଉଛନ୍ତି ସାନ। ବଡ଼ ଭଉଣୀ ଗୀତାଙ୍କ ଉପରେ ସଫଳ ବଲିଉଡ୍‌ ଚଳିଚିତ୍ର ‘ଦଙ୍ଗଲ’ ନିର୍ମିତ ହୋଇଛି। ୨୦୧୨ ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ଜିତିଥିବା ୨୦୧୪ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜଗା ୟୁନାଇଟେଡ୍‌ ସେମିଫାଇନାଲରେ

ଭୁବନେଶ୍ୱର, ୨୧ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ତମାଣ୍ଡୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଜଗା ୟୁନାଇଟେଡ୍‌ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭୁବନେଶ୍ୱରର...

ପାକିସ୍ତାନ ଗସ୍ତ କରିବାକୁ ଜିମ୍ବାଓ୍ବେ ଦଳକୁ ଅନୁମତି

ହରାରେ,୨୪।୯ (ଏପି): ଆସନ୍ତାମାସ ଏକ ସୀମିତ ଓଭର ସିରିଜ ଖେଳିବାକୁ ଜିମ୍ବାଓ୍ବେ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଏ ନେଇ ଜିମ୍ବାଓ୍ବେ ସରକାର ଅନୁମତି...

ଟି-୨୦ ଓ୍ବାଲର୍‌ଡ କପ୍‌ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା...

ଆଇପିଏଲ-୧୩ ସ୍ଥଗିତ

ମୁମ୍ବାଇ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ନାହିଁ। ବିଶ୍ୱର ସବୁଠୁ ବିତ୍ତଶାଳୀ ଲିଗ୍‌ ଏପ୍ରିଲ ୧୫...

‘ମୋତେ ପ୍ରସ୍ତୁତ ରହିବାକୁ କହିଛନ୍ତି ଶାସ୍ତ୍ରୀ’

ନୂଆଦିଲ୍ଲୀ,୧୨।୬: ନେଟ୍ସ ବୋଲର ଦାୟିତ୍ୱ ଶେଷ କରିଥିବା ପେସର ଦୀପକ ଚହର ଇଂଲଣ୍ଡରୁ ଫେରିବା ପୂର୍ବରୁ ସେ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଖେଳାଳିଙ୍କୁ...

୩୬ ବଲ୍‌ରୁ ୧୬୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାରେ ଏହି କ୍ରିକେଟର୍‌

ସିଡନୀ,୧୩।୧୦: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ ୧୨୭ ବଲ୍‌ରେ ୨୩୦ ରନ୍‌ର ପାଳି ଖେଳି ହାସଲ କରିଛନ୍ତି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ଆଶେସ ସିରିଜ...

ଖେଳାଳିଙ୍କ ପ୍ରତି ଅପମାନ

କୋଲକାତା,୨୧।୯: ମାତ୍ର ୨ ମାସ ହେଲା ପଶ୍ଚିମବଙ୍ଗ ରାଜ୍ୟପାଳ ଭାର ଗ୍ରହଣ କରିଥିବା ଲା’ ଗଣେଶନ ଆୟର ଜାତୀୟ ସ୍ତରରେ ସମାଲୋଚିତ ହୋଇଛନ୍ତି। ଡୁରାଣ୍ଡ କପ୍‌...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଏ। ନିକଟରେ ପାଣ୍ଡ୍ୟା ନିଜ ପିଲାଦିନର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ...

Advertisement
Archives

Model This Week