ବିଚାରାଧୀନ କଏଦୀ ତୃତୀୟଥର ଫେରାର

ଭାପୁର,୧୦ା୮(ଡି.ଏନ.ଏ.): ଖଣ୍ଡପଡା ସବ୍‌ଜେଲରେ ବନ୍ଦୀ ଜୀବନ କାଟୁଥିବା ଜଣେ କଏଦୀ ଶୁକ୍ରବାର କୋର୍ଟ ଆସିଥିବାବେଳେ ତୃତୀୟଥର ପାଇଁ ଫେରାର ହୋଇଯାଇଛନ୍ତି। ସେ ହେଲେ ତପନ କୁମାର ରାଉତ (୨୭)। ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ ଏକ ବଳାତ୍କାର ମାମଲାରେ ଗିରଫ କରି ଖଣ୍ଡପଡ଼ା ସବ୍‌ଜେଲରେ କଏଦୀ ଭାବେ ରହୁଥିଲେ। ପ୍ରଥମଥର ପାଇଁ ଗତ ଜୁନ୍‌ ୧୦ତାରିଖରେ ସେ ଚତୁରତାର ସହ ଜେଲରୁ ଚମ୍ପଟ ମାରିଥିଲେ। ପରେ ପୋଲିସ ତାଙ୍କୁ କାବୁ କରି ଜେଲ ହାଜତକୁ ଆଣିଥିଲା। ପରବର୍ତ୍ତୀ ସମୟରେ ଚଳିତମାସ ୩ତାରିଖରେ ସେ ପୁଣିଥରେ ଜେଲରୁ ଖସିଯାଇଥିଲେ। ପୋଲିସ ଗତ ୫ତାରିଖରେ ତାଙ୍କୁ କଟକ ଜିଲା ବୈଦେଶ୍ୱର ଥାନା କାଳିଗିରି-ଅଳସୁଆ ନିକଟରୁ ଗିରଫ କରି ଜେଲକୁ ଆଣିଥିଲା। ଶୁକ୍ରବାର କେସ୍‌ର ତାରିଖ ଥିବାରୁ ତପନଙ୍କୁ ଖଣ୍ଡପଡ଼ା ଜେଲରୁ ଭାପୁର ଜେଏମ୍‌ଏଫ୍‌ସି କୋର୍ଟକୁ ଅଣାଯାଇଥିଲା। ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପରେ ଜେଲ ହାଜତକୁ ଫେରାଇନେବା ପାଇଁ ତାଙ୍କୁ କୋର୍ଟ ବାହାରେ ଥିବା ପୋଲିସ ଗାଡ଼ି ନିକଟକୁ ଅଣାଯାଉଥିଲା। ମାତ୍ର ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ଠେଲି ଦେଇ ସେ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷାରେ ମଦନ

ବନ୍ତ,୧୨।୨(ଡି.ଏନ.ଏ.)-ଆଧୁନିକ ଚାକଚକ୍ୟ ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି କାହାରି ନିଘା ନାହିଁ। କଳ କାରଖାନା...

ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ

ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ...

ଭାରତରେ ଟିକ୍‌ଟକ୍‌ ଆପ ବ୍ୟାନ୍‌

ନୂଆଦିଲ୍ଲୀ,୨୯ା୬- ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍‌ଗୁଡ଼ିକରେ ଗୋପନୀୟତା...

ଦିଲ୍ଲୀକୁ ସାଇକେଲରେ ଯାତ୍ରାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୧୨ା୧-ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ପ୍ରାୟ ୮୦ରୁ ଊର୍ଦ୍ଧ୍ୱ କୃଷକଙ୍କ ମୃତ୍ୟୁ ଘଟିଲାଣି। କୃଷକମାନଙ୍କ ସହ ଆନ୍ଦୋଳନରେ ନିଜକୁ...

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ...

ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି।...

ଆକର୍ଷଣ ସାଜିଛି ଏସ୍‌ଏଚ୍‌ଜି ମହିଳାଙ୍କ ପସରା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ମିଶନ ଶକ୍ତି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ...

ରାଜଧାନୀରେ କରୋନା ରୋଗୀ ଚିହ୍ନଟ ଗୁଜବ ମିଥ୍ୟା: ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ): ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା...

Advertisement

BGU

Archives

Model This Week

Why Dharitri