ବିକିନିକୁ ନା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ କରିଛନ୍ତି, ବିକିନି ପିନ୍ଧି ସେ କେବେ ଶଟ୍‌ ଦେବେ ନାହିଁ। ତେଣିକି ଯେତେ ଅଫର ହାତରୁ ଖସିଗଲେ କିଛି ପର୍‌ବାୟ ନାହିଁ। ନିକଟରେ ତାଙ୍କୁ କେତୋଟି ଅଫର ମିଳିଥିଲା, ସେଥିରୁ ଦୁଇଟି ଫିଲ୍ମରେ ତାଙ୍କୁ ବିକିନି ଶଟ୍‌ ଦେବାର ଥିଲା। ସେ ବିଷୟରେ ଜାଣିବା ପରେ ସେ ସିଧାସଳଖ ମନା କରିଦେଇଥିଲେ। ମୁଁ ଏଠାକୁ ଅଭିନୟ କରିବାକୁ ଆସିଛି। ଅଯଥା ଅଙ୍ଗ ପ୍ରଦର୍ଶନ କରି ବାହାବା ନେବାକୁ ଚାହେଁନା କି ରାତାରାତି ନାୟିକା ଦୌଡ଼ରେ ସାମିଲ ହେବାକୁ ଚାହେଁନା ବୋଲି କହିଛନ୍ତି କ୍ରିତି। ତେବେ ଏଭଳି କଥାରେ ସେ କେତେଦିନ ଦୃଢ଼ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ...

‘ଡ୍ରିମ୍‌ ଗର୍ଲ’ ନିର୍ଦ୍ଦେଶକଙ୍କୁ ଲାଲ୍‌ ଜାଗୁଆର୍‌ ଭେଟି ଦେଲେ ଏକତା

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରି ହିଟ୍‌ ସାବ୍ୟସ୍ତ ହୋଇଥିଲା ଅଭିନେତା ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’। ମାତ୍ର ୩୦ କୋଟି ବଜେଟରେ...

ଖିଲାଡି ହିରୋଙ୍କ ଦ୍ୱାରା ପ୍ରତାରିତ ହୋଇ ଆମେରିକା ଚାଲିଯାଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନୟ କ୍ୟାରିୟର ବହୁତ ସଫଳ ରହିଛି । ଫିଲ୍ମକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀଙ୍କ ସହ...

ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ...

୧୫ ବର୍ଷରେ ଏମିତି ବଦଳିଗଲେ ‘ତାରେ ଜାମିନ ପର’ ଶିଶୁ କଳାକାର, ଜାଣନ୍ତୁ କ’ଣ କରନ୍ତି ଏବେ

ଫିଲ୍ମର କାହାଣୀ ସହିତ କେତେକ କଳାକାର ମଧ୍ୟ ଆମ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରନ୍ତି । ୨୦୦୭ର ମନସ୍ତାତ୍ତ୍ୱିକ ଫିଲ୍ମ ‘ତାରେ ଜାମିନ...

କବିତା ଶେୟାର କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍ ନାୟିକା ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ପୋଷ୍ଟ କରୁଥିବା ଫଟୋ, ଭିଡିଓ ତାଙ୍କ ପ୍ରଶଂସକଙ୍କୁ...

ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍‌ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ...

ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ

ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର...

Advertisement
Archives

Model This Week