ବିକାଶର ଆଁଖିରେ ବଢ଼ୁଛେ ଆବୁ: ଟଁକା ଯୁଗାଡ଼ ଚିନ୍‌ତାରେ ଗରିବ୍‌ ମା’ବାପ୍‌

କୋକସରା,୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତୋମୁଣ୍ଡା ପଁଚେତ୍‌ ଅଧୀନ ଚୋରଣିଦୁଆର ଗାଁର ମଙ୍ଗଲେ ମାଝି ଆର ତ୍ରୀନାଥ ମାଝିକଁର ପୁଓ ବିକାଶ ମାଝି(୫)। ସେ ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲାବେଲେ ପାଖାପାଖି ବଛ୍‌ରେ ହେଲା ତାକର ଭୁଜନି ଆଏଁଖ୍‌ରେ ଗୁଟେ ଆବୁ ବଢ଼ତେଲ ଯାଉଛେ। ମା’ବାପ୍‌ ଆସର ପାସର ଡାକ୍‌ତରଖାନାମାନକେ ପୁଓର ଚିକିସତ୍ା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ପୁଓର ଉଚ ଚିକିସତ୍ା କରେଇ ନାଇଁପାରି ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ବିକାଶ ମାଝି ଜନମ୍‌ ବେଲେ ପୂରା ଠିକ୍‌ଠାକ୍‌ ଥିଲେ। ହେଲେ ପାଖାପାଖି ବଛ୍‌ରେ ହେଲା ତାକର ଭୁଜନି ଆଏଁଖ୍‌ଥି ଗୁଟେ ଆବୁ ବାହାରଲା। ମା’ବାପ୍‌ ପୁଓକେ ଧର୍ମଗଡ଼ ଡାକ୍‌ତାରଖାନାରେ ଚିକିସତ୍ା କରେଇ ଉଷୋକଷା କଲେ। ହେଲେ କିଛି ଲାଭ ନାଇଁ ହେଲା। ପଛେ ପରିବାର ଲୋକ ବିକାଶକେ ଭବାନୀପାଟଣା ଡାକ୍‌ତରଖାନାରେ ଆଁଖି ଡାକ୍‌ତରକୁଁ ଦେଖେଇ ଉଷୋକଷା କଲେ। ସେଥ୍‌ରେ ବି କିଛି ଲାଭ ନାଇଁହେଲାରୁ ଶେଷେ ଡାକ୍‌ତର ଅପରେଶନ କରବାକେ ପରାମଶ ଦେଇଥିବାର ପରିବାର ଲୋକ କହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଯେନ୍‌ଥିରଲାଗି ମା’ବାପ୍‌ ପୁଓର ଚିକିସତ୍ା କରେଇ ନାଇଁପାରି ଘରେ ପକେଇ ରଖିଛନ୍‌। ଇଆଡ଼େ ଦିନୁଦିନ୍‌କେ ବିକାଶର ଆଏଁଖ୍‌ଥି ଆବୁଟା ବଢ଼ତେଲ ଗଲାବେଲେ ସେ ଦରଦ୍‌ରେ ଛଟପଟ ହେଉଛନ୍‌। ଏହେଦେ ସେ ଗୁଟେ ଆଏଁଖ୍‌ଥି ଦେଖିପାରୁଛନ୍‌। ପରିବାରଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ ହେବାର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ଏନ୍‌ତାଥି ମା’ବାପ୍‌ ସବୁଆଡ଼ୁ ନିରାଶ ହେଇ ପୁଓର ଚିକିସତ୍ା ଲାଗି ସରକାରୀ ସାହାଯ୍‌କେ ଟାକିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠୀକୁଁ ପଚରାଲାରୁ ମୁଇଁ ଇ ଘଟନା ବାବ୍‌ଦେ ଡାକ୍‌ତରକୁଁ ଜନେଇ ଦେଉଛେଁ। ଡାକ୍‌ତରି ଦଲ ଗାଁକେ ଯାଇ ବିକାଶର ପରୀକ୍ଷା ନିରୀକ୍ଷା କରବେ, ତା’ପରେ ଯେନ୍‌ଟା ହେବା ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଚାଲୁଛି ଭାରିଯାନ: ଉଠିଯାଉଛି ପିଚୁ, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ପ୍ରତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ...

ପାଟଣାଗଡ଼ ଶିଶୁମନ୍ଦିରରେ ଯୋଗ ଦିବସ

ପାଟଣାଗଡ଼,(ଡି.ଏନ୍‌.ଏ.): ପାଟଣାଗଡ ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ପ୍ରଦୀପ ସିଂ ବାବୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୯୦୦ ଜଣ...

ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଗଲା

ସମ୍ବଲପୁର/ହେମଗିର,୨୭ା୨(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ ଜିଲା ହେମଗିର ଅଞ୍ଚଳର ବୋଲି ଜଣାପଡିଛି।...

ଚଳନ୍ତା ବସ୍‌ରୁ ଖସିପଡ଼ିଲେ ହେଲପର

ଜମନକିରା,୭ା୧୦(ଡି.ଏନ.ଏ.): ଜମନକିରା ବ୍ଲକ୍‌ କୁଚିଣ୍ଡା ଥାନା ଅଧୀନ କେନାଢ଼ିପା ନିକଟ ରାସ୍ତାରେ ବସ୍‌ରୁ ଖସିପଡି ହେଲପରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...

ଯାତ୍ରୀ ନାହାନ୍ତି, ତେଲ, ଡ୍ରାଇଭର ଖର୍ଚ୍ଚ ତୁଲାଇବୁ କେମିତି

କୁଚିଣ୍ଡା,୨ା୭: ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଗୁରୁବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହୋଇଛି ବସ୍‌ ସେବା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ...

କୋଭିଡ୍‌ ରୋଗୀଙ୍କ ପାଇଁ ନିଯୁକ୍ତ ଡାକ୍ତରଙ୍କୁ ଭିମ୍‌ସାରର ଅବହେଳା

ସମ୍ବଲପୁର,୧୮ା୪(ବ୍ୟୁରୋ): କୋଭିଡ-୧୯ ମେଡିକାଲରେ ନିୟୋଜିତ ଡାକ୍ତରଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଖାଇବା, ରହିବା...

ଚିକିତ୍ସା ଲାଗି ଟଁକା ବାଧକ:ଅଜନା ରୋଗ୍‌ରେ ବାପ୍‌ ଖଟେ, ପୁଓ ମାନ୍‌ସିକ ରୁଗୀ

ସିନାପାଲି, ୨୮।୬ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁା। ସିନାପାଲି ସଦରନୁ ୧୨ କି.ମି. ଦୂରେ ରହିଥିବାର ଇ ଗଁାରେ ବାସ କରୁଛନ୍‌...

ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି

ସମ୍ବଲପୁର,୧୩।୨ (ବ୍ୟୁରୋ): ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡ ପରିସରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week