Posted inଜାତୀୟ

ବାରବାଙ୍କି ସ୍କୁଲ ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଉ ଭାଜପା: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୮: ଏଥର ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଉତ୍ତର ପ୍ରଦେଶ ବାରବାଙ୍କିର ଜଣେ ସ୍କୁଲ ଛାତ୍ରୀ ସୁରକ୍ଷାକୁ ନେଇ ପୋଲିସକୁ ଯେଉଁ ପ୍ରଶ୍ନ କରିଛନ୍ତି ତା’ର ଉତ୍ତର ଶାସକ ଭାଜପା ଦେଉ ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି ଛାତ୍ରୀ ଜଣକ ଯେଉଁ ପ୍ରଶ୍ନ କରିଛନ୍ତି ତାହା ସମସ୍ତ ମହିଳାଙ୍କ ମନରେ ଆସୁଥିବା ପ୍ରଶ୍ନ। ତେଣୁ ଉତ୍ତର ପ୍ରଦେଶ ସରକାର ଏହାର ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୁରକ୍ଷାକୁ ନେଇ ପୋଲିସ ସ୍କୁଲରେ ସଚତନତା କାର୍ଯ୍ୟକ୍ରମର ଆୟୋଜନ କରିଥିବା ସମୟରେ ଜଣେ ଛାତ୍ରୀଙ୍କ ପ୍ରଶ୍ନଥିଲା ଯଦି ପ୍ରତିପତ୍ତିଶାଳୀ ବ୍ୟକ୍ତି ଭୁଲ କରନ୍ତି ଆଉ ଆମେ ତାହାର ଶିକାର ହେଉ ଠିକ୍‌ ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣା ପରି ତେବେ ପୋଲିସ ଆମକୁ କେମିତି ସୁରକ୍ଷା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

୪୩ଲକ୍ଷ ଲୋକଙ୍କୁ ୨ମାସର ମାଗଣା ରାସନ ଯୋଗାଇ ଦେବେ ରାଜସ୍ଥାନ ସରକାର

ଜୟପୁର,୯।୬: କରୋନା ଯୋଗୁ ଦେଶବ୍ୟାପି ଏବେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବେରୋଜଗାର ହୋଇଥିବା ଲୋକଙ୍କୁ ରାଜସ୍ଥାନ ସରକାର ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ଆଗାମୀ...

ମୁଜାଫର୍‌ପୁର ଶେଲ୍ଟର ହୋମ୍‌ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୬: ମୁଜାଫର୍‌ପୁର ସେଲ୍ଟର ହୋମ୍‌ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ...

ରାହୁଲଙ୍କ ନାଁରେ ଅଭିଯୋଗ ଆଣିଲେ ଆଇନଜୀବି

ମୁମ୍ବାଇ,୨୪।୬: ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୁମ୍ବାଇର ଆଇନଜୀବି ଅଟଳ ବିହାରି ଦୁବେ ରାହୁଲଙ୍କ ନାଁରେ ଏକ ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସରେ...

ଦଶହରାରେ ଚାଇନା ସୀମାରେ ଅସ୍ତ୍ରଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।...

ନିର୍ବାଚନରେ ମୋଦିଙ୍କ ପ୍ରସ୍ତାବକ ଥିବା ଡମ ରାଜାଙ୍କ ପରଲୋକ

ବାରାଣସୀ,୨୫।୮: ଉତ୍ତରପ୍ରଦେଶ ବାରଣାସୀ ନିର୍ବାଚନୀ ମଣ୍ଡଳୀର ଏମ୍‌ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା କାଶୀର ଡୋମ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ଘଟିଛି।...

ୟେଦୁରପ୍ପାଙ୍କ ପରେ କିଏ ଧରିବ କର୍ନାଟକ ଭାଜପା ଡୋର: ଦୌଡ଼ରେ ୫

ବେଙ୍ଗାଲୁର, ୭।୬: କକର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ପରେ କିଏ ଭାଜପା ଡୋର ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ୭୮ ବର୍ଷ ବୟସ୍କ...

୩.୬ ଲକ୍ଷ ଭାରତୀୟ ଫେରିଲେଣି

ନୂଆଦିଲ୍ଲୀ,୨୭ା୬(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ଗତ ମେ’ ୭ରେ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା।...

ସୋନିଆ, ଉଦ୍ଧବଙ୍କ ସହ ବୈଠକ କଲେ ଶରଦ: ସରକାର ଗଢିଲେ ଅଜିତ

ମୁମ୍ବାଇ,୨୩।୧୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏମିତି ପରିବର୍ତ୍ତନ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାତାରାତି ଓଲଟି ଯାଇଛି ସବୁକିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା...


Coronavirus Update

Archives

Model This Week

Why Dharitri