ବଗଲା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ଟ୍ରାନ୍ସଫର୍ମର

ବାରିପଦା ଅଫିସ,୧୪।୬: ବାଲେଶ୍ୱର ଜିଲା ବାରିପଦା ସହରର ବଗଲା ମାର୍କେଟ ତଥା ଜିଲା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରେ ଶୁକ୍ରବାର ହଠାତ ନିଆଁ ଲାଗି ଯାଇଛି। ଫଳରେ ଏହା କଡରେ ଥିବା ଉଠା ଦୋକାନୀମାନେ ଭୟଭୀତ ହୋଇ ଦୋକାନ ଛାଡି ପଳାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ବନ୍ଦୋବସ୍ତ ଲାଗି ଦାବିକଲେ ଲୋକେ

ବାଲେଶ୍ୱର ଅଫିସ,୨୦।୭ – ବାଲେଶ୍ୱର ସହରସ୍ଥିତ ଶୋଭାରାମପୁର ଅଞ୍ଚଳରେ ଥିବା ରେଲଓ୍ବେ ଜମି ଉପରେ ୩ଦଶନ୍ଧି ଧରି ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ଭୂମିହୀନ...

ହାଇଦର ଏନ୍‌କାଉଣ୍ଟର ଘଟଣା: ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା, ଦୁଇ ଗୁଳି ଜବତ

ବାଲେଶ୍ୱର ଅଫିସ / ସିମୁଳିଆ,୨୫।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ବାଲେଶ୍ୱର ଜିଲାର ସିମୁଳିଆ ଛକରୁ ଅଳ୍ପ ଦୂରରେ ଗତ ଶନିବାର ଏନ୍‌କାଉଣ୍ଟର କରାଯାଇଥିଲା। ତେବେ ରବିବାର...

ଅସହାୟଙ୍କୁ ରାଶନ ସାମଗ୍ରୀ ଦେଲେ ସରପଞ୍ଚ

ରୂପ୍‌ସା, ୨୯।୩(ଡି.ଏନ.ଏ.)-ଦେଶବ୍ୟାପୀ କରୋନା କଟକଣା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଭିକ୍ଷା ବୃତ୍ତି କରି ଚଳୁଥିବା ଅସହାୟମାନଙ୍କ ଜନଜୀବନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବାଲେଶ୍ୱର ସଦର...

ଖନ୍ତାପଡାରେ ଦେଶୀ ମଦର ଅବାଧ କାରବାର

ବାହାନଗା, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଅଞ୍ଚଳରେ ଚୋରା ଦେଶୀମଦ କାରବାର ବଢିଚାଲିଛି। ଚିତ୍ତାପଦା ଛକରେ ଏକ ପରିତ୍ୟକ୍ତ ଘରୁ ସୋର ଅବକାରୀ ବିଭାଗ...

ସୂଚନା ଅଧିକାର ଆଇନକୁ ଅବମାନନା: ୨୫ରୁ ଧାରଣା

ନୀଳଗିରି, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ...

ବେଆଇନ ବାଲି ଉତ୍ତୋଳନ ନେଇ ଗ୍ରାମବାସୀଙ୍କ ରାସ୍ତାରୋକୋ, ଉତ୍ତେଜନା

ଜଳେଶ୍ୱର, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ସରଡ଼ିହା ରାଜସ୍ବ ସର୍କଲ ଅଧୀନ ସୁବର୍ଣ୍ଣରେଖା ନଦୀର ଶିଖରପୁର ବାଲି ସୈରାତରୁ ପରିବେଶ ତଥା ରାଜସ୍ବ ଆଇନକୁ ଉଲ୍ଲଘଂନ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବୋଲେରୋ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ସଜନାଗଡ, ୧୨ା୧(ଡି.ଏନ.ଏ.)-ନୀଳଗିରି ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ହାଇସ୍କୁଲ୍‌ ପଡ଼ିଆ ସମ୍ମୁଖରେ ଯୋଜନାବଦ୍ଧ ଭାବେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ...

କ୍ଷେପଣାସ୍ତ୍ର ଏସ୍‌ଆର୍‌ଏସ୍‌ଏଏମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୭ା୩: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍‌ଆରଏସ୍‌ଏମ୍‌ ସଫଳ ଉତ୍‌କ୍ଷେପଣ ହୋଇଛି। ରବିବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର...

Advertisement
Archives

Model This Week