ଫେରିବେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଗତ ପ୍ରାୟ ୧୦ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଥିବା ସମୟରେ ବଲିଉଡ୍‌ ସହ ଜଡିତ ଥିବା କେତେଜଣ ସଦସ୍ୟ ତାଙ୍କୁ ନ୍ୟୁୟର୍କରେ ଦେଖା କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମୟ ସମୟରେ ରିଷିଙ୍କ ସ୍ତ୍ରୀ ନିତୁ କପୁର ସେମାନଙ୍କୁ ଭେଟିବାକୁ ଆସୁଥିବା ବଲିଉଡ୍‌ କଳାକାରଙ୍କ ସହ ଫଟୋ ମଧ୍ୟ ପୋଷ୍ଟ କରିଥାଆନ୍ତି। ନିକଟରେ ରିଷିଙ୍କୁ ଦେଖିବାକୁ ବଲିଉଡ୍‌ କଳାକାର ଅନୁପମ ଖେର୍‌ ଯାଇଥିବା ବେଳେ ପରେ ପରେ ରିତେଶ ଦେଶମୁଖ ଓ ତାଙ୍କ ସ୍ତ୍ରୀ ଜେନେଲିଆ ମଧ୍ୟ ସେଠାରେ ପହଞ୍ଚିଥିଲେ। ଆଉ ଏହି ମୁହୂର୍ତ୍ତକୁ ହାତଛଡା ନ କରି ନତୁ କପୁର ଏହାର ଏକ ଫଟୋ ଶେୟାର କରିବା ସହ ଲେଖିଥିଲେ ଏବେ ରିଷି ଭାରତ ଫେରିବାର ଯୋଜନା କରିଛନ୍ତି। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ମଧ୍ୟ ହେଲାଣି। କାରଣ ଘରର ସୁଆଦିଆ ଖାଦ୍ୟ ଏବେ ବେଶୀ ମନେପଡିଲାଣି ବୋଲି ନିତୁ ଲେଖିଛନ୍ତି। ତେବେ ନିତୁଙ୍କର ଏହି ପୋଷ୍ଟ ଦେଖିବା ପରେ ଲାଗୁଛି ଏମାନେ ଖୁବ୍‌ ଶୀଘ୍ର ଭାରତ ଫେରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

ବଲିଉଡ୍‌ ଗୀତରେ ନାଚିଲେ ଟ୍ରମ୍ପ: ଭିଡିଓ ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଲିଉଡ୍‌ ଗୀତରେ ଧୁମ୍‌ ନାଚିଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତେବେ...

ଆଜି ଜମିବ ବିଗ୍‌ବସ୍‌-୧୫

ମୁମ୍ବାଇ: ଅକ୍ଟୋବର ୨ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବ ଲୋକପ୍ରିୟ ଶୋ’ ବିଗ୍‌ବସ-୧୫ର ପ୍ରିମୟର। ସଲମାନ ଖାନ୍‌ ଏବଂ ରଣବୀର ସିଂଙ୍କୁ ଶୋ’ରେ ମଜା କରୁଥିବାର...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଖୁବ୍‌ ଉତ୍ସାହିତ କିର୍ତ୍ତି

ମୁମ୍ବାଇ: ସାଉଥ୍‌ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ...

ଟାଇଗରଙ୍କ ହାଇଚାର୍ଜ

ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା...

ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ

ବଲିଉଡ୍‌ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍‌ ସମୟରେ...

୮୦୦ କୋଟି ବଜେଟ୍‌ରେ ନିର୍ମିତ ହେବ ରାଜାମୌଲିଙ୍କ ଫିଲ୍ମ, ସାଇନ କଲେ ଆଲିଆ

ମୁମାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ- ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ଦମ୍‌ଦାର ପ୍ରର୍ଦଶନ...

ଆଲିଆ-ରଣବୀରଙ୍କ ବିବାହ ହୋଇସାରିଥିବା କହିଲେ ମା’

ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। କହାଯାଉଛି ଯେ , ଉଭୟ...

Advertisement
Archives

Model This Week