Posted inଜାତୀୟ

ଫେବୃୟାରୀ ୮ରେ ଦିଲ୍ଲୀବାସୀ କେଜରିଓ୍ବାଲଙ୍କୁ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ଦେବେ: କପିଲ ମିଶ୍ର

ନୂଆଦିଲ୍ଲୀ, ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ମଡେଲ ଟାଉନ ବିଧାନସଭା ଆସନରୁ ଭାଜପା ପକ୍ଷରୁ ନିର୍ବାଚନ ଲଢୁଥିବା କପିଳ ମିଶ୍ର ପୁଣି ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ସେ ଟୁଇଟ କରି କହିଛନ୍ତି, ଫେବୃୟାରୀ-୮ରେ ଦିଲ୍ଲୀବାସୀ କେଜରିଓ୍ବାଲଙ୍କୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବେ। ପାକିସ୍ତାନ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସେତେବେଳେ କେଜରିଓ୍ବାଲ୍‌ ଏହାର ପ୍ରମାଣ ମାଗିଥିଲେ। ପୂର୍ବରୁ ଦିଲ୍ଲୀର ସାହିନବାଗକୁ ମିନି ପାକିସ୍ତାନ କହି ଅଡ଼ୁଆରେ ପଡ଼ିଥିବା କପିଲଙ୍କ ଉପରେ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ ରୋକ ଲଗାଇଥିଲେ। ଏହା ବ୍ୟତୀତ କପିଲ ଟୁଇଟ୍‌ କରି କହିଥିଲେ ଯେ, ଫେବୃୟାରୀ ୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତ ଓ ପାକିସ୍ତାନର ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ…

ନୂଆଦିଲ୍ଲୀ,୩୦।୬: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ କରିବାକୁୂ ଘୋଷଣା...

ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା

ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ...

ପୋଲିସ ଗୁଳିରେ ପ୍ରାଣ ହରାଇଲେ ଖସି ପଳାଉଥିବା ଗଣବଳାତ୍କାର ଅଭିଯୁକ୍ତ

ଗୁଆହାଟି,୧୭।୩: ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ଏକ ନାବାଳିକା ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ପୋଲିସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କଲା ବେଳେ...

କରୋନା ପ୍ରଭାବ: ଦୋକାନରେ ଚା’ ନୁହେଁ ମିଳୁଛି ଏହି ଜିନିଷ

ବାରାଣସୀ,୨୩।୭: ଚା’ କିମ୍ବା କଫି ଦୋକାନ ବିଷୟରେ ସମସ୍ତେ ଅବଗତ ଥିବେ। କିନ୍ତୁ କାଢା ଦେକାନ ବିଷୟରେ ଖୁବ୍‌ କମ ଲୋକ ଜାଣିଥିବେ। ଉତ୍ତର ପ୍ରଦେଶର...

୫ ବର୍ଷରେ ୮୦ ହଜାରରୁ ଅଧିକ ଜୀବନ୍ତ ଦଗ୍ଧ , ମଧ୍ୟପ୍ରଦେଶରେ ସର୍ବାଧିକ, ଦ୍ୱିତୀୟରେ ଓଡ଼ିଶା…

ନୂଆଦିଲ୍ଲୀ ୧୪।୫ : ଶୁକ୍ରବାର ସାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଏକ ତିନି ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ...

ପୀଡ଼ିତାଙ୍କୁ ବିବାହ କଲେ ମଧ୍ୟ ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୧ : ବଳାତ୍କାର ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି।...

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ...

‘ଆଫଗାନିସ୍ତାନକୁ ସହାୟତା ଜରୁରୀ’

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ମାଟି ମୌଳବାଦ ଓ ଆତଙ୍କବାଦର ଉତ୍ସ ନ ପାଲଟୁ। ଆଫଗାନ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହେବା ଉଚିତ...

Advertisement
Archives

Model This Week