ଫେନ୍‌ଘାଏ ବଁଦୀ ଜୀବନ୍‌ ବିତଉଛନ୍‌ ଲିଲିମା

ଜାମଟିକ୍ରା, ୧୯।୭ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍‌ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮ ଅକ୍ଟୋବର ୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଲିଲିମା’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସମ୍ବଲପୁରର ଗୁଟେ ସ୍ବେଚ୍ଛାସେବୀ ସଂଗଠନର ଉଦିଅମରେ ଲିଲିମାକେ ଗଲା ଅକ୍ଟେବର ୧୭ରେ ବୁର୍ଲା ଭୀମସାରର ମାନସିକ ରୋଗ ବିଭାଗରେ ଚିକିସତ୍ା ଲାଗି ଭରତି କରାଯାଇଥିଲା। ସେଠାନେ ଲିଲିମାକେ ଗୁଟେ ହପ୍‌ତା ଚିକିସତ୍ା କଲା ଉତାରୁ ସେ ଟିକେ ଭଲ ହେଇଥିଲେ। ସେ ହିସାବେ ଅକ୍ଟୋବର ୨୬ରେ ତାହାକୁ ଡାକ୍‌ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଘରେ ଦିନାକେତେ ଠିକ୍‌ଠାକ୍‌ ରହେଲେ। ହେଲେ ଅଭାବ ଅନାଟନ ଲାଗି ପରିବାର ଲୋକ ଫିଦିନ ଲିଲିମାକେ ଉଷୋକଷା ନାଇଁ ଦେଇପାରଲେ। ଯେନ୍‌ଥିରଲାଗି ଲିଲିମା ଏହେଦେ ଫେନ୍‌ ତାକର ପୂରବର ଅବସ୍‌ତାକେ ଫିରିଛନ୍‌। ଏନ୍‌ତାଥି ଘରର ଲୋକ୍‌ ଉପେ ଶୂଇନ୍‌ ହେଇ ଫେନ୍‌ ତାକର ହାତ୍‌ଗୋଡ଼ ଲୁହା ଶିଁକ୍‌ଲା ଆର ଦଉରାଥି ବଁାଧିକରି ରଖିଛନ୍‌।
ପୂରବର ସୂଚନା ହିସାବେ ରେଙ୍ଗାଲିପାଲି ଝୁମ୍ପୁଡ଼ିପଡ଼ାର ଅର୍ଜୁନ ବାଗ(୬୫)। ସେ ନିହାତି ଗରିବ୍‌ ହେଇଥିଲାବେଲେ କୁଲି ମଜୁରିକରି କୁଟୁମ ପୁଷୁଥିଲେ। ଅର୍ଜୁନ ତାକର ଗୁଟେବଲି ଝି’ ଚନ୍ଦ୍ରକାନ୍ତି(୪୨)କେ ବରଗଡ଼ ଜିଲା ଭଟଲି ବ୍ଲକ କରଲାଜୁରୀ ଗଁାର ବିକ୍ରମ ଭୋରାସାଗରକୁଁ ବିହା କରେଇଥିଲେ। ତାକର ଦୁଇଟା ଝି’ ହେଲା ଉତାରୁ ବିକ୍ରମ ମାନସିକ୍‌ ରୋଗ୍‌ରେ ପୀଡ଼ିତ ହେଇ ଆରପାରକେ ଚାଲିଗଲେ। ଏନ୍‌ତାଥି ଚନ୍ଦ୍ରକାନ୍ତି ଦୁଇ ଝି’କୁ ଧରି ବାପ୍‌ ଘରକେ ପଲେଇ ଆଏଲେ। ହେଲେ ଆଏଜ୍‌କେ ୧୪ ବଛର ହେଲା ଚନ୍ଦ୍ରକାନ୍ତିକଁର ଝି’ ଲିଲିମା ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ପରିବାରଟା ଅଭାବ ଅନାଟନ ଲାଗି ଲିଲିମାର ଚିକିସତ୍ା କରେଇ ନାଇପାରବାର। ଶେଷେ ତାକର ବେଭାର ଆଚାରରେ ପରିବରତନ୍‌ ହେଲାରୁ ଘରର ଲୋକ୍‌ ଗୋଡ଼ହାତ୍‌ ଶିଁକ୍‌ଲାଥି ବଁାଧି ରଖିଥିଲେ। ଇ ପରିବାର ଉପରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରଲାରୁ ଲିଲିମା ଚିକିସତ୍ା ସାହାଯ୍‌ ସଂଗେ ଭିନ୍ନକ୍ଷମ ଭତା ପାଇଥିଲେ। ସେନ୍‌ତା ତାକର ମା’ ଚନ୍ଦ୍ରକାନ୍ତି ବି ବିଧବା ଭତା ପାଏବାର ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌। ଯେନ୍‌ଥିରଲାଗି ସେ ଧରିତ୍ରୀକେ ଧଏନ୍‌ବାଦ ଜନେଇଛନ୍‌। ସେ ଫେନ୍‌ଘାଏ ଗଣମାଧ୍ୟମ ଜରିଆରେ ଝି’ର ଚିକିସତ୍ା ଲାଗି ଥାନୀୟ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ବର୍ଷା କ୍ଷୟକ୍ଷତିର ତୁରନ୍ତ ସହାୟତା ଦିଅ

କୁଚିଣ୍ଡା,୬ା୨(ଡି.ଏନ.ଏ.): କୁଚିଣ୍ଡା ବ୍ଲକରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଘର ଭାଙ୍ଗିବା ସହ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ପୂର୍ବରୁ ଅଦିନିଆ...

ସମ୍ବଲପୁର ରେଳ ମଣ୍ଡଳରେ ବିଦ୍ୟୁତ ଦୁର୍ଘଟଣା ରୋକିବାକୁ ଶପଥ

ସମ୍ବଲପୁର, ୭।୫ (ବ୍ୟୁରୋ)- ପୂର୍ବତଟ ରେଳବାଇ ସମ୍ବଲପୁର ରେଳ ମଣ୍ଡଳରେ ବିଦ୍ୟୁତ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି । ବିଭିନ୍ନ ରେଳଷ୍ଟେଶନ, ରେଳବାଇ କଲୋନୀ, ଅଫିସ...

ଆବାସ ଯୋଜନା ବାଟବନା:ପଲିଥିନ୍‌ ଢପା ଭଂଗା ଘରେ ଗରିବ ପରିବାର

ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍‌ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍‌ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ...

ଜିଲା ସଭାପତି ଗିରଫ, ସଂଖ୍ୟା ୩୨କୁ ବୃଦ୍ଧି

ସମ୍ବଲପୁର,୧୬ା୧୨(ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା, ବିଚାରପତିଙ୍କୁ କୋର୍ଟରୁ...

ରୟତି ଜମି ଦଖଲ କରି ପଥର ଖନନ

ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି।...

ଦାନ୍ତ ପାଇଁ ହାତୀ ଶିକାର: ଡିଏଫ୍‌ଓ

ସମ୍ବଲପୁର,୨୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୬ଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ଦନ୍ତାହାତୀର...

ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ

ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ...

ମୋଟାଗୁଡ଼ା ଜଙ୍ଗଲରେ ଶ୍ରମିକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୩୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାର ମୋଟାଗୁଡା ଜଙ୍ଗଲରେ ଜଣେ ଶ୍ରମିକଙ୍କୁ ବାଡ଼ିରେ ପିଟି ହତ୍ୟା କରିବା ମାମଲାରେ ପୋଲିସ ଅଭିଯୁକ୍ତ କାଠବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement
Archives

Model This Week