Posted inଖେଳ

ପ୍ରୋ-କବାଡ଼ି ଲିଗ୍‌ ବେଙ୍ଗଲକୁ ହରାଇଲା ହରିୟାଣା

ନୂଆଦିଲ୍ଲୀ, ୨୭ା୮ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌) ସିଜନ ୭ରେ ସୋମବାର ହରିୟାଣା ଷ୍ଟିଲର୍ସ ୩୬-୩୩ରେ ବେଙ୍ଗଲ ଓ୍ବାରିୟର୍ସକୁ ପରାସ୍ତ କରିଛି। ମ୍ୟାଚରେ ବିଜୟୀ ଦଳର ଷ୍ଟାର ଖେଳାଳି ଥିଲେ ବିକାଶ କାଣ୍ଡୋଲା। ସେ ୧୧ ପଏଣ୍ଟ ସ୍କୋର କରିଥିଲେ। ପିକେଏଲ କ୍ୟାରିୟରରେ ଏହା ଥିଲା ତାଙ୍କର ୧୦ମ ସୁପର -୧୦। ଥ୍ୟାଗରାଜା ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ପୁନେରୀ ପଲ୍‌ଟନ ବିପକ୍ଷରେ ୟୁପି ଯୋଦ୍ଧା ୩୫-୩୦ରେ ବିଜୟ ଲାଭ କରିଛି। ହରିୟାଣା ଦଳର ଏହାଥିଲା ୬ଷ୍ଟ ବିଜୟ। ଦଳ ବର୍ତ୍ତମାନ ୩୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନ ଅଧିକାର କରିଛି। ହରିୟାଣା ଏହାର ପରବର୍ତ୍ତୀ ମ୍ୟାଚ ଅଗଷ୍ଟ ୨୮ରେ ଗୁଜରାଟ ଫର୍ଚୁନ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ ଜିତିଲା ଅଷ୍ଟ୍ରେଲିଆ: ପାକିସ୍ତାନ ୧୦ ଉଇକେଟରେ ପରାସ୍ତ

ପର୍ଥ,୯।୧୧(ଏଏଫ୍‌ପି)- ପ୍ରଥମେ ପେସର ଓ ପରେ ଓପନରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନକୁ ଅତି...

ହୋମ୍‌ଲେସ୍‌ ଓ୍ବାଲର୍‌ଡ କପ୍‌ରେ ଭାଗ ନେବ ଭାରତ

ମୁମ୍ବାଇ, ୨୨।୭ (ପି.ଟି.)-ଓ୍ବେଲ୍ସର କାର୍ଡିଫ୍‌ଠାରେ ଜୁଲାଇ ୨୭ରୁ ବାର୍ଷିକ ହୋମ୍‌ଲେସ ଓ୍ବାଲର୍‌ଡ କପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଓ ପୁରୁଷ ଫୁଟ୍‌ବଲ ଦଳ...

ଦିଲ୍ଲୀରେ ଖେଳାଯାଇପାରିବ ନାହିଁ ଆଇପିଏଲ

ନୂଆଦିଲ୍ଲୀ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ କଳା ବାଦଲ ଛାଇ ହୋଇଯାଇଛି। କରୋନା ଭାଇରସ ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ...

ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’

ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍‌ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍‌ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା।...

ଜେଟ୍‌ଲୀଙ୍କ ବିୟୋଗରେ ଶୋକାକୁଳ କ୍ରୀଡ଼ାଜଗତ

ନୂଆଦିଲ୍ଲୀ,୨୪।୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ଥାନୀୟ ଏମ୍‌ସ ମେଡିକାଲରେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଘଟଣାରେ ସମ୍ପୂର୍ଣ୍ଣ କ୍ରୀଡ଼ାଜଗତ...

ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ଅଲରାଉଣ୍ଡର; ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୭: ଭାରତୀୟ ଟିମ୍‌ର ଅଲରାଉଣ୍ଡର ଶିବମ ଦୁବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ପ୍ରେମିକା ଅଞ୍ଜୁମ ଖାନ୍‌ଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘଦିନ ଧରି...

ଇଂଲଣ୍ଡ ଗସ୍ତ କଲେ ଅସିଫ

କରାଚୀ,୨୫।୫(ଏଏଫ୍‌ପି) – ଦୁଃଖିତ ପାକିସ୍ତାନ କ୍ରିକେଟର ଅସିଫ ଅଲି ନିଜ ଝିଅର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ କରିବା ପରେ ଶନିବାର ବିଶ୍ୱକପ୍‌ ଦଳରେ ଯୋଗଦେବା ପାଇଁ...

Advertisement
Archives

Model This Week